Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦିଲ୍ଲୀର ‘ଆପ’ କୁ ଲିଗାଲ ନୋଟିସ ପଠାଇଲେ ଏଲଜି: ୪୮ ଘଣ୍ଟା ମଧ୍ୟରେ ଉତ୍ତର ଦେବାକୁ ଦାବି
ଆଜିର ଖବର

ଦିଲ୍ଲୀର ‘ଆପ’ କୁ ଲିଗାଲ ନୋଟିସ ପଠାଇଲେ ଏଲଜି: ୪୮ ଘଣ୍ଟା ମଧ୍ୟରେ ଉତ୍ତର ଦେବାକୁ ଦାବି

September 5, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଦିଲ୍ଲୀ ଉପରାଜ୍ୟପାଳ
ମେଧା ପାଟକରଙ୍କ ମାନହାନି ମାମଲା: ଦିଲ୍ଲୀ ଉପରାଜ୍ୟପାଳଙ୍କୁ ବଡ଼ ଆଶ୍ୱସ୍ତି ଦେଲେ କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ବିନୟ କୁମାର ସକ୍ସେନାଙ୍କ ଓକିଲ ଜରିଆରେ ଆମ୍ ଆଦମୀ ପାର୍ଟି, ଆତିଶି, ଦୁର୍ଗେଶ ପାଠକ, ସୌରଭ ଭରଦ୍ୱାଜ, ସଞ୍ଜୟ ସିଂ ଏବଂ ଜସ୍ମିନ ଶାହାଙ୍କୁ ଏକ ଆଇନଗତ ନୋଟିସ ପଠାଯାଇଛି। ନିକଟରେ ଦିଲ୍ଲୀ ବିଧାନସଭା ଅଧିବେଶନରେ ଆମ୍ ଆଦମୀ ପାର୍ଟି ବିଧାୟକମାନେ ଅଭିଯୋଗ କରିଛନ୍ତି ଯେ, ଖଦି ଗ୍ରାମୋଦ୍ୟଗ ଚେୟାରମ୍ୟାନ୍ ବିନୟ କୁମାର ସକ୍ସେନାଙ୍କ ନିର୍ଦ୍ଦେଶରେ ପୁରୁଣା ନୋଟଗୁଡିକ ଭୁଲ ଭାବରେ ନୂଆ ରୂପରେ ପରିଣତ କରାଗଲା ଏବଂ ଏଥିରେ ୧୪୦୦ କୋଟି ଟଙ୍କା ଦୁର୍ନୀତି ହୋଇଥିଲା। ଏହି ଅଭିଯୋଗ ପରେ ସେ ଏହି ପଦକ୍ଷେପ ନେଇଛନ୍ତି।

ଏଲଜି ଦ୍ୱାରା ପଠାଯାଇଥିବା ନୋଟିସରେ ଏହା ଉପରେ ଆପତ୍ତି ପ୍ରକାଶ କରାଯାଇଛି। ଏହି ପ୍ରସଙ୍ଗରେ ବିଧାନସଭାରେ ଉଠାଯାଇଥିବା ସ୍ଲୋଗାନ ଏବଂ ଟ୍ୱିଟରରେ ବ୍ୟବହୃତ ହ୍ୟାସଟ୍ୟାଗ (# ଏଲଜି ସକ୍ସେନା କୋ ଗିରଫ୍ତାର କରୋ, # ଏଲଜି ସକ୍ସେନା ଚୋର ହୈ) କୁ ମଧ୍ୟ ନୋଟିସରେ ପ୍ରଶ୍ନ କରାଯାଇଛି।

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଆମ୍ ଆଦମୀ ପାର୍ଟି, ଆତିଶି, ଦୁର୍ଗେଶ ପାଠକ, ସୌରଭ ଭରଦ୍ୱାଜ, ସଞ୍ଜୟ ସିଂ ଏବଂ ଜସ୍ମିନ୍ ଶାହାଙ୍କୁ ଏହାର ଉତ୍ତର ଦେବାକୁ କୁହାଯାଇଛି। ଯଦି ଏହି ସମୟ ମଧ୍ୟରେ ସେମାନେ ଉତ୍ତର ଦେବେ ନାହିଁ, ତେବେ ଅଧିକ ଆଇନଗତ ପଦକ୍ଷେପ ନେବାକୁ କୁହାଯାଇଛି।

ଆପ ଆମ୍ ଆଦମୀ ପାର୍ଟି ଦୁର୍ଗେଶ ପାଠକ ଲିଗାଲ ନୋଟିସ ଲେଫ୍ଟନାଣ୍ଟ ଗଭର୍ଣ୍ଣର ସଞ୍ଜୟ ସିଂ ସୌରଭ ଭରଦ୍ୱାଜ
Share. Facebook Twitter LinkedIn Email WhatsApp Copy Link

Related Posts

ମାର୍ଚ୍ଚ ୧ ତାରିଖ ସନ୍ଧ୍ୟା ୬:୩୦ରୁ ଟିଭି ପ୍ରିମିୟମରେ ଦେଖନ୍ତୁ ସୁପରହିଟ୍ ଚଳଚ୍ଚିତ୍ର ‘ଚନ୍ଦ୍ରବଂଶୀ’

February 24, 2026

ଓଡିଶାର ସବୁଠାରୁ ବଡ ଓ ଫ୍ଲାଗସିପ୍ ରିଆଲିଟି ଶୋ‘ ରଜ କୁଇନ୍’: ଆସନ୍ତା ୨୮ରୁ ବିଭିନ୍ନ ସହରରେ ଅଡିସନ୍

February 24, 2026

କେରଳ ଏବେ ‘କେରଳମ’ ଭାବରେ ପରିଚିତ ହେବ: ନୂତନ ନାମକୁ ମୋଦି କ୍ୟାବିନେଟ୍ ର ମଞ୍ଜୁରୀ

February 24, 2026

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026
Latest News

ମାର୍ଚ୍ଚ ୧ ତାରିଖ ସନ୍ଧ୍ୟା ୬:୩୦ରୁ ଟିଭି ପ୍ରିମିୟମରେ ଦେଖନ୍ତୁ ସୁପରହିଟ୍ ଚଳଚ୍ଚିତ୍ର ‘ଚନ୍ଦ୍ରବଂଶୀ’

February 24, 2026

ଓଡିଶାର ସବୁଠାରୁ ବଡ ଓ ଫ୍ଲାଗସିପ୍ ରିଆଲିଟି ଶୋ‘ ରଜ କୁଇନ୍’: ଆସନ୍ତା ୨୮ରୁ ବିଭିନ୍ନ ସହରରେ ଅଡିସନ୍

February 24, 2026

କେରଳ ଏବେ ‘କେରଳମ’ ଭାବରେ ପରିଚିତ ହେବ: ନୂତନ ନାମକୁ ମୋଦି କ୍ୟାବିନେଟ୍ ର ମଞ୍ଜୁରୀ

February 24, 2026

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.