
ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀ ବିରୋଧରେ ଯୁଦ୍ଧ ଏବେବି ଚାଲିଛି। ଏହି ସମୟରେ ଆଜି ପୁଣି କରୋନା ସଂକ୍ରମଣ ମାମଲାରେ ବୃଦ୍ଧି ଘଟିଛି। ବୁଧବାର ତୁଳନାରେ ଆଜି କରୋନା ମାମଲାରେ ପ୍ରାୟ ୨୫ ପ୍ରତିଶତ ବୃଦ୍ଧି ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡର ୬ ହଜାର ୪୨୨ ଟି ନୂଆ ମାମଲା ରିପୋର୍ଟ ହୋଇଛି। ଭାରତରେ ସକ୍ରିୟ ମାମଲା ୪୬ ହଜାର ୩୮୯ ରେ ପହଞ୍ଚିଛି।
Tags: କରୋନା ମହାମାରୀ, କରୋନା ସଂକ୍ରମଣ