Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଥମ ଭାରତୀୟ ଆଥଲେଟ ଭାବରେ ନିଜକୁ ସମଲିଙ୍ଗୀ ଘୋଷଣା କଲେ ଦୂତୀ ଚାନ୍ଦ
ଆଜିର ଖବର

ପ୍ରଥମ ଭାରତୀୟ ଆଥଲେଟ ଭାବରେ ନିଜକୁ ସମଲିଙ୍ଗୀ ଘୋଷଣା କଲେ ଦୂତୀ ଚାନ୍ଦ

May 19, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
dutee chand admits her relation with a girl
dutee chand admits her relation with a girl

ଓଡିଶାର ମଧ୍ୟମ ଦୂରଗାମୀ ଧାବିକା ତଥା ଜାତୀୟ ସ୍ବର୍ଣ୍ଣ ପଦକ ବିଜୟିନୀ ଦୂତୀ ଚାନ୍ଦ ନିଜକୁ ସମଲିଙ୍ଗୀ ବୋଲି ସ୍ବୀକାର କରିଛନ୍ତି। ୨୦୧୮ ଏସିଆନ ଗେମ୍ସରେ ୧୦୦ ମି ବର୍ଗରେ ଦୁଇଟି ରୌପ୍ୟ ପଦକ ବିଜୟୀ ଆଥଲେଟ ପ୍ରଥମ ଭାରତୀୟ କ୍ରୀଡା ବ୍ୟକ୍ତିତ୍ବ ଭାବରେ ନିଜକୁ ସମଲିଙ୍ଗୀ ଘୋଷଣା କରିଛନ୍ତି। ସମଲିଙ୍ଗୀ ବୋଲି ଘୋଷଣା କରିଥିଲେ ମଧ୍ୟ ନିଜ ସାଥୀଙ୍କ ବିଷୟରେ କୌଣସି ସୂଚନା ଦେଇନାହାନ୍ତି ଦୂତୀ। ସେହିପରି ବିବାହ ସମ୍ପର୍କରେ ଉତ୍ତର ଦେଇ ଦୂତୀ କହିଥିଲେ ବର୍ତ୍ତମାନ ମୋର ସମସ୍ତ ଧ୍ୟାନ ବିଶ୍ବ ଚାମ୍ପିୟନ୍‌ସିପ୍‌ ଏବଂ ଟୋକିଓ ଅଲମ୍ପିକ୍ସକୁ ଯୋଗ୍ୟତା ହାସଲ ଉପରେ କେନ୍ଦ୍ରିତ ରହିଛି। ୨୦୨୦ଟୋକିଓ ଅଲମ୍ପିକ୍ସ ପରେ ବିବାହର ସମ୍ଭାବନା ରହିଥିବା ସ୍ବୀକାର କରିଥିଲେ ଦୂତୀ। ସେହିପରି ସେ ୧୮ ବର୍ଷରୁ ଉର୍ଦ୍ଧ୍ବ ଏବଂ ନିଜ ଜୀବନ ସମ୍ପର୍କରେ ନିଷ୍ପତ୍ତି ନେବାର ଅଧିକାର ରହିଛି ବୋଲି ପ୍ରକାଶ କରିଛନ୍ତି ଦୂତୀ। ବିଗତ ୧୦ ବର୍ଷ ଧରି ଟ୍ରାକ୍‌ରେ ଦୌଡୁଛି ଏବଂ ଆହୁରି ୫-୭ ବର୍ଷ ଟ୍ରାକ୍‌ରେ ରହିବାର ଲକ୍ଷ୍ୟ ରଖିଛି। କ୍ରୀଡାବିତ୍‌ ଭାବରେ ତାଙ୍କୁ ମାନସିକ ଭାବରେ ସମର୍ଥନ କରୁଥିବା ଜଣକୁ ନିଜର ସାଥୀ ଭାବରେ ବାଛି  ବହୁତ ଖୁସି ଅଛନ୍ତି ବୋଲି ଦୂତୀ ସ୍ବୀକାର କରିଛନ୍ତି। ପ୍ରଥମ କ୍ରୀଡାବିତ ଭାବରେ ଦୂତୀ ନିଜକୁ ସମଲିଙ୍ଗୀ ଘୋଷଣା କରି ନାହାନ୍ତି ପୂର୍ବରୁ ଦକ୍ଷିଣ ଆଫ୍ରିକାର ମାରିଜାନେ କେପ୍‌ ଏବଂ ଡିନ୍‌ ଭାନ୍‌ ନିକର୍କ ନିଜକୁ ସମଲିଙ୍ଗୀ ଭାବରେ ଘୋଷଣା କରିଥିଲେ।

duteechand samesex thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ସିଜେପି ପ୍ରତିବାଦରେ ଯୋଗଦେଲେ ନାସିରୁଦ୍ଦିନ ଶାହ?: ଜାଣନ୍ତୁ ସତ୍ୟତା

July 21, 2026

ସୁନା କିଣିବାକୁ ଯୋଜନା କରୁଛନ୍ତି କି?: ଜାଣନ୍ତୁ ଆଜିର ମୂଲ୍ୟ

July 21, 2026

ଶାମି ଏବଂ ସିରାଜଙ୍କ ସମର୍ଥନରେ ଆସିଲେ ଏହି ଅଭିଜ୍ଞ କ୍ରିକେଟର: ଗମ୍ଭୀର କଲେ ସମାଲୋଚନା

July 21, 2026

୬୬ତମ ଓଡ଼ିଶା ରାଜ୍ୟ ଜୁନିୟର ଓ ସବ୍-ଜୁନିୟର ସନ୍ତରଣ ପ୍ରତିଯୋଗିତା ଆରମ୍ଭ

July 21, 2026
Latest News

ସିଜେପି ପ୍ରତିବାଦରେ ଯୋଗଦେଲେ ନାସିରୁଦ୍ଦିନ ଶାହ?: ଜାଣନ୍ତୁ ସତ୍ୟତା

July 21, 2026

CJPର ସଂସଦ ପଦଯାତ୍ରା ପରେ ପ୍ରଧାନମନ୍ତ୍ରୀଙ୍କର ଆସିଲା ପ୍ରଥମ ପ୍ରତିକ୍ରିୟା

July 21, 2026

ସୁନା କିଣିବାକୁ ଯୋଜନା କରୁଛନ୍ତି କି?: ଜାଣନ୍ତୁ ଆଜିର ମୂଲ୍ୟ

July 21, 2026

ଏବେ ଦିଲ୍ଲୀ ନିକଟରେ ପହଞ୍ଚିଲେ ଚାଷୀ: ବନ୍ଦ ହେଲା ଶମ୍ଭୁ ସୀମା, ହାଇ ଆଲର୍ଟ ଜାରି

July 21, 2026

ଶାମି ଏବଂ ସିରାଜଙ୍କ ସମର୍ଥନରେ ଆସିଲେ ଏହି ଅଭିଜ୍ଞ କ୍ରିକେଟର: ଗମ୍ଭୀର କଲେ ସମାଲୋଚନା

July 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.