ଭୁବନେଶ୍ବର: ଗତକାଲି ରାଜ୍ୟରେ ୨୦୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୨୨୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୩୬ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୩୦ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୯୨ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ବାଲେଶ୍ଵର ଜିଲ୍ଲାରୁ- ୧୧
ବରଗଡ ଜିଲ୍ଲାରୁ- ୬
ଭଦ୍ରକ ଜିଲ୍ଲାରୁ- ୧
ବଲାଙ୍ଗୀରି ଜିଲ୍ଲାରୁ- ୩
କଟକ ଜିଲ୍ଲାରୁ- ୨୩
ଦେବଗଡ ଜିଲ୍ଲାରୁ- ୨
ଢେଙ୍କାନାଳ ଜିଲ୍ଲାରୁ- ୧
ଗଜପତି ଜିଲ୍ଲାରୁ- ୫
ଗଞ୍ଜାମ ଜିଲ୍ଲାରୁ- ୩
ଜଗତସିଂହପୁର ଜିଲ୍ଲାରୁ- ୫
ଯାଜପୁର ଜିଲ୍ଲାରୁ- ୫
ଝାରସୁଗୁଡା ଜିଲ୍ଲାରୁ- ୧
କନ୍ଧମାଳ ଜିଲ୍ଲାରୁ- ୪
କେନ୍ଦ୍ରପଡା ଜିଲ୍ଲାରୁ- ୫
କେନ୍ଦୁଝର ଜିଲ୍ଲାରୁ- ୫
ଖୋର୍ଦ୍ଧା ଜିଲ୍ଲାରୁ- ୫୧
ମୟୂରଭଞ୍ଜ ଜିଲ୍ଲାରୁ- ୫
ନବରଙ୍ଗପୁର ଜିଲ୍ଲାରୁ- ୩
ନୟାଗଡ ଜିଲ୍ଲାରୁ- ୬
ନୂଆପଡା ଜିଲ୍ଲାରୁ- ୨
ପୁରୀ ଜିଲ୍ଲାରୁ- ୧୨
ସମ୍ବଲପୁର ଜିଲ୍ଲାରୁ- ୧୩
ସୋନପୁର ଜିଲ୍ଲାରୁ- ୨
ସୁନ୍ଦରଗଡ ଜିଲ୍ଲାରୁ- ୨୯
ଷ୍ଟେଟ ପୁଲରୁ- ୧୧
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩୨ ହଜାର ୯୫୭ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୨ ହଜାର ୯୫ ଏବଂ ବର୍ତ୍ତମାନ ୧୪୧୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।