ଗୁଲାମ ନବୀ ଆଜାଦ ଗଠନ କଲେ ନୂଆ ଦଳ: ଜାଣନ୍ତୁ କ’ଣ ରଖିଲେ ନାମ

Published: Sep 26, 2022, 12:59 pm IST

ନୂଆଦିଲ୍ଲୀ: ଗୁଲାମ ନବୀ ଆଜାଦ କଂଗ୍ରେସ ଛାଡି ନୂତନ ରାଜନୈତିକ ଦଳ ଗଠନ କରିବାକୁ ଘୋଷଣା କରିଛନ୍ତି। ସେ ତାଙ୍କ ଦଳର ନାମ ଡେମୋକ୍ରାଟିକ୍ ଆଜାଦ ପାର୍ଟି ରଖିଛନ୍ତି। ସେ ଆଜି ଏହା ଘୋଷଣା କରିଛନ୍ତି।

Related posts