Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶିବସେନା ବନାମ ଶିବସେନା: ଆସନ୍ତାକାଲି ଶେଷ ଦିନ, ଠାକରେ ଦଳ ବାଛିପାରେ ଏହି ନିର୍ବାଚନୀ ଚିହ୍ନ
ଆଜିର ଖବର

ଶିବସେନା ବନାମ ଶିବସେନା: ଆସନ୍ତାକାଲି ଶେଷ ଦିନ, ଠାକରେ ଦଳ ବାଛିପାରେ ଏହି ନିର୍ବାଚନୀ ଚିହ୍ନ

October 9, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସୋମବାର ସୁଦ୍ଧା ନିର୍ବାଚନ ଚିହ୍ନ ପାଇଁ ବିକଳ୍ପ ପ୍ରଦାନ କରିବାକୁ ନିର୍ବାଚନ ଆୟୋଗ ଉଦ୍ଧବ ଠାକରେ ଦଳକୁ କହିଛନ୍ତି। ସୂଚନାନୁସାରେ, ଠାକରେ ଦଳ ନିର୍ବାଚନ ଆୟୋଗଙ୍କୁ ମଶାଲ, ସୂର୍ଯ୍ୟ ଉଦୟ କିମ୍ବା ତଲୱାରର ଚିହ୍ନ ମାଗିପାରନ୍ତି।

ବାସ୍ତବରେ, ନିଜର ଆଦର୍ଶ ଅନୁଯାୟୀ ନିର୍ବାଚନ ଚିହ୍ନର ମେଳ ଖାଉ ନ ଥିବାରୁ ଠାକରେ ଦଳ ଦ୍ଵନ୍ଦ୍ଵରେ ପଡିଛି। ନିର୍ବାଚନ ଚିହ୍ନର ତାଲିକା ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଇବାକୁ ଠାକରେ ଦଳ ପ୍ରସ୍ତୁତ ହେଉଛନ୍ତି।

ନିର୍ବାଚନ ଆୟୋଗ ନିର୍ବାଚନୀ ଚିହ୍ନ ମଶାଲ ଶିବସେନା ସୂର୍ଯ୍ୟ ଉଦୟ
Share. Facebook Twitter LinkedIn Email WhatsApp Copy Link

Related Posts

‘ଚାଲ ପିରିୟଡ୍ସ ବିଷୟରେ କଥାହେବା’: ବିଶ୍ଵ ଦକ୍ଷତା କେନ୍ଦ୍ରରେ ଋତୁସ୍ରାବ ପରିଚ୍ଛନ୍ନତା ସଚେତନତା କାର୍ଯ୍ୟକ୍ରମ

May 26, 2026

ଭାରତ ବିରୁଦ୍ଧରେ ବିଷ ଓଗାଳିଲେ ପାକିସ୍ତାନ ଏବଂ ଚୀନ୍: ମିଳିତ ବିବୃତ୍ତିରେ ଉଲ୍ଲେଖ କଲେ କାଶ୍ମୀର ପ୍ରସଙ୍ଗ

May 26, 2026

୫ ଟଙ୍କାରେ ମିଳିବ ମାଛ ଭାତ: ଏହି ରାଜ୍ୟରେ ଖୋଲିବ ୪୦୦ ସ୍ୱତନ୍ତ୍ର କ୍ୟାଣ୍ଟିନ୍

May 26, 2026

କର୍ଣ୍ଣାଟକରେ ପରିବର୍ତ୍ତନ ହେବ ନାହିଁ ମୁଖ୍ୟମନ୍ତ୍ରୀ: କଳ୍ପନାଜଳ୍ପନାକୁ ଖାରଜ କଲା କଂଗ୍ରେସ

May 26, 2026
Latest News

‘ଚାଲ ପିରିୟଡ୍ସ ବିଷୟରେ କଥାହେବା’: ବିଶ୍ଵ ଦକ୍ଷତା କେନ୍ଦ୍ରରେ ଋତୁସ୍ରାବ ପରିଚ୍ଛନ୍ନତା ସଚେତନତା କାର୍ଯ୍ୟକ୍ରମ

May 26, 2026

ଭାରତ ବିରୁଦ୍ଧରେ ବିଷ ଓଗାଳିଲେ ପାକିସ୍ତାନ ଏବଂ ଚୀନ୍: ମିଳିତ ବିବୃତ୍ତିରେ ଉଲ୍ଲେଖ କଲେ କାଶ୍ମୀର ପ୍ରସଙ୍ଗ

May 26, 2026

୫ ଟଙ୍କାରେ ମିଳିବ ମାଛ ଭାତ: ଏହି ରାଜ୍ୟରେ ଖୋଲିବ ୪୦୦ ସ୍ୱତନ୍ତ୍ର କ୍ୟାଣ୍ଟିନ୍

May 26, 2026

କର୍ଣ୍ଣାଟକରେ ପରିବର୍ତ୍ତନ ହେବ ନାହିଁ ମୁଖ୍ୟମନ୍ତ୍ରୀ: କଳ୍ପନାଜଳ୍ପନାକୁ ଖାରଜ କଲା କଂଗ୍ରେସ

May 26, 2026

କ୍ୱାଡ୍ ବୈଠକରେ ବେଜିଂ ଅସନ୍ତୁଷ୍ଟ: ଜାଣନ୍ତୁ କ’ଣ କହିଲା ଚୀନ୍ ବୈଦେଶିକ ମନ୍ତ୍ରଣାଳୟ?

May 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.