Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଧାମନଗର ଫଳାଫଳ ଅପଡେଟ, ତୃତୀୟ ରାଉଣ୍ଡ ସୁଦ୍ଧା ବିଜେପି ୨ ହଜାରରୁ ଉର୍ଦ୍ଧ୍ଵ ଭୋଟରେ ଆଗୁଆ
ଆଜିର ଖବର

ଧାମନଗର ଫଳାଫଳ ଅପଡେଟ, ତୃତୀୟ ରାଉଣ୍ଡ ସୁଦ୍ଧା ବିଜେପି ୨ ହଜାରରୁ ଉର୍ଦ୍ଧ୍ଵ ଭୋଟରେ ଆଗୁଆ

November 6, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭଦ୍ରକ: ଧାମନଗର ଉପନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ତୃତୀୟ ରାଉଣ୍ଡ ଫଳାଫଳ ଆସିଛି। ତୃତୀୟ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ଆଗୁଆ ଅଛନ୍ତି। ବିଭିନ୍ନ ଦଳର ସ୍ଥିତି ଯାହା ତାହା ହେଲା

ଅବନ୍ତୀ ଦାସ, ବିଜେଡି:– ୧୦୮୫୯
ସୂରଜ ସୂର୍ଯ୍ୟବଂଶୀ, ବିଜେପି:– ୧୨୮୯୨
ବାବା ହରେକୃଷ୍ଣ ସେଠୀ, କଂଗ୍ରେସ: – ୪୨୭
ରାଜେନ୍ଦ୍ର ଦାସ, ସ୍ବାଧୀନ: ୧୦୯୨
ପବିତ୍ର ମୋହନ ଦାସ, ସ୍ବାଧୀନ: ୫୮
ନୋଟା: ୭୯

ତେବେ ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡ଼ି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ଠାରୁ ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ୨୦୩୩ ଭୋଟରେ ଆଗୁଆ ଅଛନ୍ତି।

ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୧୪ଟି ଟେବୁଲରେ ୨୫୨ ବୁଥ ପାଇଁ ମୋଟ ୧୮ ରାଉଣ୍ଡ ଗଣତି କରାଯିବ। ପ୍ରତି ରାଉଣ୍ଡ ପରେ ଘୋଷଣା ହେବ ଫଳାଫଳ।

ଧାମନଗର ଉପନିର୍ବାଚନ ବିଜେଡି ବିଜେପି
Share. Facebook Twitter LinkedIn Email WhatsApp Copy Link

Related Posts

13,000 ଟଙ୍କା ମହଙ୍ଗା ହେଲା ରୂପା: ଜାଣନ୍ତୁ ସୁନାର ମୂଲ୍ୟ

February 9, 2026

ନୂଆ ମୋଡ଼ ନେଲା ଟି-୨୦ ବିଶ୍ୱକପ୍ ର ଭାରତ-ପାକିସ୍ତାନ ମ୍ୟାଚ୍‌: ବୟକଟ ମଧ୍ୟରେ ବାଂଲାଦେଶର ପ୍ରବେଶ

February 9, 2026

ଦିଲ୍ଲୀର ୯ ଟି ସ୍କୁଲକୁ ବୋମା ଧମକ: ସର୍ଚ୍ଚ ଅପରେସନ ଜାରି

February 9, 2026

ଘୁଞ୍ଚିଲା ‘ବ୍ୟାଟଲ୍ ଅଫ୍ ଗାଲୱାନ୍’ର ମୁକ୍ତିଲାଭ ତାରିଖ: ଜାଣନ୍ତୁ କେବେ ସିନେମା ହଲରେ ଆସିବ ସଲମାନ ଖାନଙ୍କ ଫିଲ୍ମ

February 9, 2026
Latest News

13,000 ଟଙ୍କା ମହଙ୍ଗା ହେଲା ରୂପା: ଜାଣନ୍ତୁ ସୁନାର ମୂଲ୍ୟ

February 9, 2026

ନୂଆ ମୋଡ଼ ନେଲା ଟି-୨୦ ବିଶ୍ୱକପ୍ ର ଭାରତ-ପାକିସ୍ତାନ ମ୍ୟାଚ୍‌: ବୟକଟ ମଧ୍ୟରେ ବାଂଲାଦେଶର ପ୍ରବେଶ

February 9, 2026

ଦିଲ୍ଲୀର ୯ ଟି ସ୍କୁଲକୁ ବୋମା ଧମକ: ସର୍ଚ୍ଚ ଅପରେସନ ଜାରି

February 9, 2026

ଘୁଞ୍ଚିଲା ‘ବ୍ୟାଟଲ୍ ଅଫ୍ ଗାଲୱାନ୍’ର ମୁକ୍ତିଲାଭ ତାରିଖ: ଜାଣନ୍ତୁ କେବେ ସିନେମା ହଲରେ ଆସିବ ସଲମାନ ଖାନଙ୍କ ଫିଲ୍ମ

February 9, 2026

ଭାରତ ସହ ଖେଳିବା ପାଇଁ ପାକିସ୍ତାନର ତିନୋଟି ଦାବି: ରାଜି ହେବ କି ବିସିସିଆଇ?

February 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.