Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»Breaking News: ଧାମନଗର ଉପନିର୍ବାଚନରେ ପଞ୍ଚମ ରାଉଣ୍ଡରେ ମଧ୍ୟ ବିଜେପି ଆଗୁଆ
ଆଜିର ଖବର

Breaking News: ଧାମନଗର ଉପନିର୍ବାଚନରେ ପଞ୍ଚମ ରାଉଣ୍ଡରେ ମଧ୍ୟ ବିଜେପି ଆଗୁଆ

November 6, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
Breaking News: ଧାମନଗରରେ ପଞ୍ଚମ ରାଉଣ୍ଡରେ ମଧ୍ୟ ବିଜେପି ଆଗୁଆ

ଭଦ୍ରକ: ଧାମନଗର ଉପନିର୍ବାଚନର ଭୋଟ ଗଣତିର ବର୍ତ୍ତମାନ ସୁଦ୍ଧା ପଞ୍ଚମ ରାଉଣ୍ଡ ଫଳାଫଳ ଆସିଛି। ସେହି ଅନୁସାରେ ବର୍ତ୍ତମାନ ବିଜେପି ପ୍ରାର୍ଥୀ ୩୫୭୨ ଆଗୁଆ ଅଛନ୍ତି। ବିଭିନ୍ନ ଦଳର ସ୍ଥିତି ଯାହା ତାହା ହେଲା

ଅବନ୍ତୀ ଦାସ, ବିଜେଡି : –          ୧୮୯୨୩
ସୂରଜ ସୂର‌୍ୟ୍ୟବଂଶୀ, ବିଜେପି : –  ୨୨୪୯୫
ବାବା ହରେକୃଷ୍ଣ ସେଠୀ, କଂଗ୍ରେସ: – ୭୧୯
ରାଜେନ୍ଦ୍ର ଦାସ, ସ୍ବାଧୀନ:                ୩୩୮୯
ପବିତ୍ର ମୋହନ ଦାସ, ସ୍ବାଧୀନ :         ୧୩୨
ନୋଟା:                                      ୧୭୩

ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୧୪ଟି ଟେବୁଲରେ ୨୫୨ ବୁଥ ପାଇଁ ମୋଟ ୧୮ ରାଉଣ୍ଡ ଗଣତି କରାଯିବ । ପ୍ରତି ରାଉଣ୍ଡ ପରେ ଘୋଷଣା ହେବ ଫଳାଫଳ ।

Dhamnagar Byelection Dhamnagar Result ଧାମନଗର ଉପନିର୍ବାଚନ ଧାମନଗର ଫଳାଫଳ
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆର ଦିନିକିଆ ସିରିଜ: IPL ଛାଡିବେ କି କଙ୍ଗାରୁ ଖେଳାଳି?, ଜାଣନ୍ତୁ ଅପଡେଟ୍

May 7, 2026

X ଆକାଉଣ୍ଟର ପ୍ରୋଫାଇଲ୍ ଫଟୋ ପରିବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ ମୋଦୀ: ପାକିସ୍ତାନକୁ ଦେଲେ କଡ଼ା ବାର୍ତ୍ତା

May 7, 2026

ବିଜେପିରେ ଯୋଗଦେବେ ପ୍ରିୟଙ୍କା ଚତୁର୍ବେଦୀ?: ସ୍ପଷ୍ଟ କଲେ ଶିବସେନା (UBT) ନେତ୍ରୀ

May 7, 2026

ବିଜୟଙ୍କ ଶପଥ ଗ୍ରହଣ ଉତ୍ସବ ସ୍ଥଗିତ: ସରକାର ଗଠନ ପାଇଁ ଟିଭିକେ ସମ୍ମୁଖରେ ସର୍ତ୍ତ ରଖିଲେ ରାଜ୍ୟପାଳ

May 7, 2026
Latest News

ପାକିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆର ଦିନିକିଆ ସିରିଜ: IPL ଛାଡିବେ କି କଙ୍ଗାରୁ ଖେଳାଳି?, ଜାଣନ୍ତୁ ଅପଡେଟ୍

May 7, 2026

ଶେଷ ହେଲା ତାମିଲନାଡୁ ସସ୍ପେନ୍ସ!: ‘ବିଜୟ’ ସରକାର ପାଇଁ ସବୁଜ ସଙ୍କେତ ଦେଲେ ରାଜ୍ୟପାଳ

May 7, 2026

X ଆକାଉଣ୍ଟର ପ୍ରୋଫାଇଲ୍ ଫଟୋ ପରିବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ ମୋଦୀ: ପାକିସ୍ତାନକୁ ଦେଲେ କଡ଼ା ବାର୍ତ୍ତା

May 7, 2026

ବିଜେପିରେ ଯୋଗଦେବେ ପ୍ରିୟଙ୍କା ଚତୁର୍ବେଦୀ?: ସ୍ପଷ୍ଟ କଲେ ଶିବସେନା (UBT) ନେତ୍ରୀ

May 7, 2026

ବିଜୟଙ୍କ ଶପଥ ଗ୍ରହଣ ଉତ୍ସବ ସ୍ଥଗିତ: ସରକାର ଗଠନ ପାଇଁ ଟିଭିକେ ସମ୍ମୁଖରେ ସର୍ତ୍ତ ରଖିଲେ ରାଜ୍ୟପାଳ

May 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.