ଭୁବନେଶ୍ବର: ସାରା ରାଜ୍ୟରେ ବର୍ତ୍ତମାନ ଶୀତର ଲହରୀ ଅନୁଭୂତ ହେବାରେ ଲାଗିଛି। ପାଣିପାଗ ବିଭାଗ ଅନୁସାରେ ଗତକାଲି ରାତିରେ ରାଜ୍ୟର ୯ ସ୍ଥାନର ତାପମାତ୍ରା ୧୪ ଡ଼ିଗ୍ରୀ ତଳେ ରହିଥିଲା। ଶିମିଳିଗୁଡାରେ ସର୍ବନିମ୍ନ ତାପମାତ୍ରା ଅନୁଭୂତ ହୋଇଥିଲା।
ଗତକାଲି ରାତିରେ ବିଭିନ୍ନ ସହରର ତାପମାତ୍ରା ହେଲା
ଶିମିଳିଗୁଡା- ୬.୪ ଡିଗ୍ରୀ ସେଣ୍ଟିଗ୍ରେଡ
ଜି. ଉଦୟଗିରି- ୮.୦ ଡିଗ୍ରୀ ସେଣ୍ଟିଗ୍ରେଡ
ଫୁଲବାଣୀ- ୧୦.୦ ଡିଗ୍ରୀ ସେଣ୍ଟିଗ୍ରେଡ
କୋରାପୁଟ- ୧୦.୦ ଡିଗ୍ରୀ ସେଣ୍ଟିଗ୍ରେଡ
ଦାରିଙ୍ଗବାଡି- ୧୦.୫ ଡିଗ୍ରୀ ସେଣ୍ଟିଗ୍ରେଡ
ଭବାନୀପାଟଣା- ୧୨ ଡିଗ୍ରୀ ସେଣ୍ଟିଗ୍ରେଡ
ବୌଦ୍ଧ- ୧୨ ଡିଗ୍ରୀ ସେଣ୍ଟିଗ୍ରେଡ
ଝାରସୁଗୁଡା- ୧୩.୨ ଡିଗ୍ରୀ ସେଣ୍ଟିଗ୍ରେଡ
କେନ୍ଦୁଝର- ୧୩.୪ ଡିଗ୍ରୀ ସେଣ୍ଟିଗ୍ରେଡ
ଜି.ଉଦୟଗିରି (କନ୍ଧମାଳ)- ୮.୦ ଡିଗ୍ରୀ ସେଣ୍ଟିଗ୍ରେଡ
ଫୁଲବାଣୀ (କନ୍ଧମାଳ)- ୧୦.୦ ଡିଗ୍ରୀ ସେଣ୍ଟିଗ୍ରେଡ
କୋରାପୁଟ- ୧୦.୦ ଡିଗ୍ରୀ ସେଣ୍ଟିଗ୍ରେଡ
ଦାରିଙ୍ଗବାଡି(କନ୍ଧମାଳ)- ୧୦.୫ ଡିଗ୍ରୀ ସେଣ୍ଟିଗ୍ରେଡ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି।
R