Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୁଜୁରାଟ: ପ୍ରଧାନମନ୍ତ୍ରୀଙ୍କ ରାଲି ନିକଟରେ ଡ୍ରୋନ୍ ଉଡ଼ାଇ ୩ ଗିରଫ
ଆଜିର ଖବର

ଗୁଜୁରାଟ: ପ୍ରଧାନମନ୍ତ୍ରୀଙ୍କ ରାଲି ନିକଟରେ ଡ୍ରୋନ୍ ଉଡ଼ାଇ ୩ ଗିରଫ

November 25, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଅହମ୍ମଦାବାଦ: ଗୁଜୁରାଟର ଅହମ୍ମଦାବାଦ ଜିଲ୍ଲାର ବାଭଲା ଗ୍ରାମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଲି ସ୍ଥାନ ନିକଟରେ କ୍ୟାମେରା ଲଗାଯାଇଥିବା ଡ୍ରୋନ୍ ଉଡାଇବାର ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରାଯାଇଛି। ପୋଲିସ ଏ ସମ୍ପର୍କରେ ସୂଚନା ଦେଇଛି।

ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀଙ୍କ ପାଇଁ ଏକ ରାଲିରେ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବୋଧିତ କରିଥିଲେ। ସୁରକ୍ଷା କାରଣରୁ ଜିଲ୍ଲା ମାଜିଷ୍ଟ୍ରେଟ୍ ରାଲି ସ୍ଥାନ ନିକଟରେ ଡ୍ରୋନ୍ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ହେଲେ ରାଲି ପୂର୍ବରୁ କିଛି ଲୋକଙ୍କୁ ଦୂରରୁ ପରିଚାଳିତ ଡ୍ରୋନ୍ ବ୍ୟବହାର କରି ଭିଡ଼ର ଫଟୋ ଉଠାଉଥିବା ପୋଲିସ ଦେଖିଥିଲା। ଏନେଇ ତିନି ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା। ସେମାନେ ସ୍ଥାନୀୟ ଲୋକ ଥିଲେ।

ପୋଲିସର ସୂଚନାନୁଯାୟୀ, ବ୍ୟକ୍ତିଗତ ଉଦ୍ଦେଶ୍ୟରେ ସେମାନେ ଭିଡ଼ର ଚିତ୍ର କ୍ଲିକ୍ କରୁଥିଲେ। ସେମାନଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା ଧାରା ୧୮୮ (ସରକାରୀ ଆଦେଶକୁ ଅବମାନନା) ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି।

ଅହମ୍ମଦାବାଦ ଗୁଜୁରାଟ ନରେନ୍ଦ୍ର ମୋଦୀ ବିଧାନସଭା ନିର୍ବାଚନ ଭାରତୀୟ ଜନତା ପାର୍ଟି
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ଆହୁରୀ ୭ ଦିନ ବର୍ଷା!

July 11, 2026

ରେଳ ଧାରଣାରୁ ଅଜଣା ଯୁବକର ମୃତଦେହ ଉଦ୍ଧାର

July 11, 2026

ରୁଷରୁ ତୈଳ କ୍ରୟ ଭାରତର ବଢ଼ାଇବ ସମସ୍ୟା!: ୫୦୦% ଶୁଳ୍କ ପାଇଁ ନୂତନ ବିଲ୍ ଆଣିବ ଆମେରିକା

July 11, 2026

“ମୋଦି ଆମର ଫୋନ୍ ମଧ୍ୟ ଉଠାଉନାହାଁନ୍ତି”:ଦୁଃଖ ମନରେ କହିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା

July 11, 2026
Latest News

ରାଜ୍ୟରେ ଆହୁରୀ ୭ ଦିନ ବର୍ଷା!

July 11, 2026

ରେଳ ଧାରଣାରୁ ଅଜଣା ଯୁବକର ମୃତଦେହ ଉଦ୍ଧାର

July 11, 2026

ରୁଷରୁ ତୈଳ କ୍ରୟ ଭାରତର ବଢ଼ାଇବ ସମସ୍ୟା!: ୫୦୦% ଶୁଳ୍କ ପାଇଁ ନୂତନ ବିଲ୍ ଆଣିବ ଆମେରିକା

July 11, 2026

“ମୋଦି ଆମର ଫୋନ୍ ମଧ୍ୟ ଉଠାଉନାହାଁନ୍ତି”:ଦୁଃଖ ମନରେ କହିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା

July 11, 2026

ଆଜି ଭାରତ ବନାମ ଇଂଲଣ୍ଡ ପଞ୍ଚମ ଟି-୨୦: ଜାଣନ୍ତୁ ମ୍ୟାଚ୍ ସମୟ ଏବଂ ଲାଇଭ୍ ଷ୍ଟ୍ରିମିଂ ବିବରଣୀ

July 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.