Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତୀୟ ଟିମ୍‌କୁ ଝଟ୍‌କା : ନେଟ୍‌ ସେସନରେ ବିଜୟ ଶଙ୍କର ଆହତ
ଆଜିର ଖବର

ଭାରତୀୟ ଟିମ୍‌କୁ ଝଟ୍‌କା : ନେଟ୍‌ ସେସନରେ ବିଜୟ ଶଙ୍କର ଆହତ

May 25, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
vijay shankar INJURED
vijay shankar INJURED

ଭାରତୀୟ ବିଶ୍ବକପ୍‌ ଟିମ୍‌କୁ ଏକ ବଡ ଝଟ୍‌କା ମିଳିଛି। ଅଲରାଉଣ୍ଡର ତଥା ଦଳର ଚାରି ନମ୍ବର ବ୍ୟାଟ୍ସମ୍ୟାନ ବିଜୟ ଶଙ୍କର ଆହତ ହୋଇଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ ପୂର୍ବରୁ ଅଭ୍ୟାସ କରିବା ସମୟରେ ବିଜୟ ଶଙ୍କର ଆହତ ହୋଇଛନ୍ତି। ଇଏସ୍‌ପିଏନ୍‌ ରିପୋର୍ଟ ଅନୁଯାୟୀ ଅଭ୍ୟାସ ସମୟରେ ଦ୍ରୁତ ବୋଲର ଖଲିଲ୍‌ ଅହମଦ୍‌ଙ୍କ ବଲ୍‌ରେ ଏକ ପୁଲ୍‌ ମାରୁଥିବା ସମୟରେ କହୁଣୀରେ ଆଘାତ ପାଇଥିଲେ ଶଙ୍କର। ଏହି ଅଲ ରାଉଣ୍ଡର ଜଣକ ତୁରନ୍ତ ଦୁଇଟି ବ୍ୟାଟ୍‌ ହାତରେ ଧରି ପଡିଆ ଛାଡିଥିଲେ। ଶଙ୍କରଙ୍କ ଆଘାତର ଗୁରୁତ୍ବ ନେଇ ବିସିସିଆଇ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇନାହିଁ। କେଦାର ଜାଦବ ଆହତ ହୋଇ ଫିଟ୍‌ ଘୋଷିତ ହୋଇଥିବା ବେଳେ ଶଙ୍କର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଫିଟ୍‌ ହୋଇ ପାରିବେ କି ନାହିଁ ଜଣାପଡିନାହିଁ। ଶନିବାର ଭାରତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପ୍ରଥମ ଅଭ୍ୟାସ ମ୍ୟାଚ୍‌ ଖେଳିବାର ଥିବା ବେଳେ ମଙ୍ଗଳବାର କାର୍ଡିଫ୍‌ରେ ବାଂଲାଦେଶ ବିପକ୍ଷରେ ଦ୍ବିତୀୟ ମ୍ୟାଚ୍‌ ଖେଳିବ।

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

ଘୋଷଣା ହେଲା ଦକ୍ଷିଣ ଆଫ୍ରିକା ବିରୋଧରେ ଟେଷ୍ଟ ଦଳ: ଫେରିଲେ ଉପ-ଅଧିନାୟକ ରିଷଭ ପନ୍ତ

November 5, 2025

ବିଶ୍ୱବ୍ୟାପୀ ବୃଦ୍ଧି ପାଉଛି EDର ଖ୍ୟାତି!: ଭାରତୀୟ ସଂସ୍ଥାକୁ ପ୍ରଶଂସା କଲା FATF

November 5, 2025

Bihar Election 2025: ଆସନ୍ତାକାଲି ବିହାର ବିଧାନସଭା ନିର୍ବାଚନ, ୧୨୧ ଆସନ ପାଇଁ ହେବ ଭୋଟ୍ ଗ୍ରହଣ

November 5, 2025

Boita Bandana in Delhi: ଦିଲ୍ଲୀର ହାଉଜ଼ଖାସ ଜଗନ୍ନାଥ ମନ୍ଦିରରେ ପାଳିତ ହେଲା ବୋଇତ ବନ୍ଦାଣ ଉତ୍ସବ

November 5, 2025
BJP Ads
Latest News

ଘୋଷଣା ହେଲା ଦକ୍ଷିଣ ଆଫ୍ରିକା ବିରୋଧରେ ଟେଷ୍ଟ ଦଳ: ଫେରିଲେ ଉପ-ଅଧିନାୟକ ରିଷଭ ପନ୍ତ

November 5, 2025

ବିଶ୍ୱବ୍ୟାପୀ ବୃଦ୍ଧି ପାଉଛି EDର ଖ୍ୟାତି!: ଭାରତୀୟ ସଂସ୍ଥାକୁ ପ୍ରଶଂସା କଲା FATF

November 5, 2025

Bihar Election 2025: ଆସନ୍ତାକାଲି ବିହାର ବିଧାନସଭା ନିର୍ବାଚନ, ୧୨୧ ଆସନ ପାଇଁ ହେବ ଭୋଟ୍ ଗ୍ରହଣ

November 5, 2025

Vande Mataram: ୧୫୦ ବର୍ଷ ପୂର୍ତି ଅବସରରେ ନଭେମ୍ବର ୭ ରୁ ୨୬ ଓଡ଼ିଶା ଗାଇବ “ବନ୍ଦେ ମାତରମ୍‌”

November 5, 2025

Boita Bandana in Delhi: ଦିଲ୍ଲୀର ହାଉଜ଼ଖାସ ଜଗନ୍ନାଥ ମନ୍ଦିରରେ ପାଳିତ ହେଲା ବୋଇତ ବନ୍ଦାଣ ଉତ୍ସବ

November 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.