Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟ୍ରାକ୍ଟରରେ ପିଟି ହେଲା ବାଇକ; ଡାକ କର୍ମଚାରୀଙ୍କ ମୃତ୍ୟୁ
ଆଜିର ଖବର

ଟ୍ରାକ୍ଟରରେ ପିଟି ହେଲା ବାଇକ; ଡାକ କର୍ମଚାରୀଙ୍କ ମୃତ୍ୟୁ

December 15, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ବଡ଼ ଦୁର୍ଘଟଣା
ହିମାଚଳରେ ବଡ଼ ଦୁର୍ଘଟଣା: ଖାଇକୁ ଖସିଲା ବସ୍, ୮ ମୃତ, ଅନେକ ଆହତ

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ସକାଳ ୧୦ଟାରେ କିସିଣ୍ଡା ଥାନା ଅନ୍ତର୍ଗତ କଂଚନପୁର ଠାରେ ଜନୈକ ଡାକ କର୍ମଚାରୀ ଟ୍ରାକ୍ଟରରେ ପିଟି ହୋଇ ମୃତ୍ୟୁ ବରଣ କରିଥିବା ଖବର ଜଣା ପଡିଛି। ମୃତକ ବ୍ୟକ୍ତି ଜଣକ ହେଲେ କିସିଣ୍ଡା ଗ୍ରାମର ଅରୁଣ କୁମୁରା (୫୨) ବର୍ଷ।

ପ୍ରକାଶ ଯେ, ଆଜି ପୂର୍ବାହ୍ନ ୧୦ଟା ସମୟରେ କିସିଣ୍ଡାରୁ (ଓଡି ୧୫ ଜି ୯୦୩୨) ନମ୍ବର ବିଶିଷ୍ଠ ହିରୋ ବାଇକରେ କିସିଣ୍ଡା ପୋଷ୍ଟ ଅଫିସରୁ ଡାକ ବ୍ୟାଗ୍ ନେଇ ଅରୁଣ କୁମୁରା ବଳମ ଡାକ ଘରକୁ ଆସୁଥିବା ବେଳେ ବିପରୀତ ଦିଗରୁ ଓଡି୧୫ଜି୬୬୪୬ ନମ୍ବର ବିଶିଷ୍ଟ ଟ୍ରାକ୍ଟର ଆସୁଥିବା ବେଳେ ଡାକ କର୍ମଚାରୀ ଟ୍ରାକ୍ଟର ଡାଲାରେ ପିଟି ହୋଇ ଯାଇଥିଲେ ଘଟଣା ସ୍ଥଳରେ ଡାକ କର୍ମଚାରୀଙ୍କ ମୃତ୍ୟୁ ହୋଇଯାଇଥିଲା।

ଏ ସମ୍ପର୍କରେ କିସିଣ୍ଡା ପୋଲିସ୍ ଖବର ପାଇ ଘଟଣା ସ୍ଥଳରେ ପହଂଚି ଶବକୁ ଉଦ୍ଧାର କରି ରେଢାଖୋଲ ଡାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଉଭୟ ଗାଡିକୁ ଜବତ କରିଥିବା ଜଣାପଡିଛି। କିସିଣ୍ଡା ଥାନା କେସ୍ ନଂ୧୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ପୋଲିସ ସୂତ୍ରରୁ ଜଣା ପଡିଛି।

road accident କିସିଣ୍ଡା ଥାନା କିସିଣ୍ଡା ପୋଲିସ୍ ଶବ ବ୍ୟବଚ୍ଛେଦ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ପଞ୍ଜାବ କିଙ୍ଗସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ମୁକାବିଲା: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି ଏକାଦଶ

March 31, 2026

“ପ୍ରଧାନମନ୍ତ୍ରୀ ଯାହା କରିପାରିବେ, ତାହା…”: ଇରାନ ଯୁଦ୍ଧ ଉପରେ ଓମାର ଅବଦୁଲ୍ଲାଙ୍କ ବଡ଼ ବୟାନ

March 31, 2026

ନକ୍ସଲମୁକ୍ତ ଭାରତ ଘୋଷଣା ପରେ ଶିବସେନା ସାଂସଦଙ୍କ ପ୍ରତିକ୍ରିୟା: ସରକାରକୁ କଲେ ପ୍ରଶ୍ନ

March 31, 2026

ଖୋଲାଖୋଲି ବିକ୍ରି ହେଉଥିଲା “ମେଡ୍ ଇନ୍ ପାକିସ୍ତାନ” ସାମଗ୍ରୀ: ରାକେଟର ପର୍ଦ୍ଦାଫାସ କଲା ପୋଲିସ

March 31, 2026
Latest News

ଆଜି ପଞ୍ଜାବ କିଙ୍ଗସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ମୁକାବିଲା: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି ଏକାଦଶ

March 31, 2026

ନକ୍ସଲମୁକ୍ତ ଭାରତ: ୫୬ ବର୍ଷର ସଂଘର୍ଷର ଅନ୍ତ ଏବଂ ଏକ ଐତିହାସିକ ସଫଳତା  

March 31, 2026

“ପ୍ରଧାନମନ୍ତ୍ରୀ ଯାହା କରିପାରିବେ, ତାହା…”: ଇରାନ ଯୁଦ୍ଧ ଉପରେ ଓମାର ଅବଦୁଲ୍ଲାଙ୍କ ବଡ଼ ବୟାନ

March 31, 2026

ନକ୍ସଲମୁକ୍ତ ଭାରତ ଘୋଷଣା ପରେ ଶିବସେନା ସାଂସଦଙ୍କ ପ୍ରତିକ୍ରିୟା: ସରକାରକୁ କଲେ ପ୍ରଶ୍ନ

March 31, 2026

ବାଣପୁରରେ ଖୋଲିଲା ଯୋଗ ଶିକ୍ଷା କେନ୍ଦ୍ର: କ୍ୟାରିଅର ଗଢିବା ପାଇଁ ପାଠ୍ୟକ୍ରମ ବ୍ୟବସ୍ଥା

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.