Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୁଇଟି ଉପନିର୍ବାଚନ ଫଳାଫଳ ସମୀକ୍ଷା ପାଇଁ କଂଗ୍ରେସ ଗଠନ କଲା ଅନୁଧ୍ୟାନ କମିଟି
ଆଜିର ଖବର

ଦୁଇଟି ଉପନିର୍ବାଚନ ଫଳାଫଳ ସମୀକ୍ଷା ପାଇଁ କଂଗ୍ରେସ ଗଠନ କଲା ଅନୁଧ୍ୟାନ କମିଟି

December 17, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଦୁଇଟି ଉପନିର୍ବାଚନ ଫଳାଫଳ ସମୀକ୍ଷା ପାଇଁ କଂଗ୍ରେସ ଗଠନ କଲା ଅନୁଧ୍ୟାନ କମିଟି

ଭୁବନେଶ୍ୱର: ଭଦ୍ରକ ଜିଲ୍ଲାର ଧାମନଗର ବିଧାନସଭା ଓ ବରଗଡ଼ ଜିଲ୍ଲାର ପଦ୍ମପୁର ବିଧାନସଭା ଉପନିର୍ବାଚନର ଫଳାଫଳ ସଂପର୍କରେ ଅନୁଧ୍ୟାନ କରିବାପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଦୁଇଗୋଟି ପୃଥକ ପୃଥକ କମିଟି ଗଠନ କରିଛନ୍ତି ।

ଧାମନଗର ନିର୍ବାଚନ ମଣ୍ଡଳୀ ନିମନ୍ତେ କଂଗ୍ରେସ ନେତା ସର୍ବଶ୍ରୀ ପୂର୍ବତନ ବିଧାୟକ ରବିନ୍ଦ୍ର କୁମାର ମଲ୍ଲିକ, ବରିଷ୍ଠ କଂଗ୍ରେସ ନେତା ବିଭୂତି ଭୂଷଣ ମିଶ୍ର, ସାଧାରଣ ସଂପାଦକ ଶ୍ରୀ କିଶୋର ଜେନା ରହିଥିବା ବେଳେ ପଦ୍ମପୁର ବିଧାନସଭା ନିମନ୍ତେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆ, ପିସିସି ସଂପାଦକ ଦୁର୍ଗା ପାଢ଼ୀ ରହିଛନ୍ତି । ଉପରୋକ୍ତ କମିଟି ଖୁବ୍‌ଶୀଘ୍ର ସଂପୃକ୍ତ ଜିଲ୍ଲା ସଭାପତିଙ୍କ ସହ ଯୋଗାଯୋଗ କରି ନିଜ ଦାୟୀତ୍ୱରେ ଥିବା ନିର୍ବାଚନ ମଣ୍ଡଳୀ ଗସ୍ତକରିବେ ।

ସେଠାରେ ସଂପୃକ୍ତ ଜିଲ୍ଲା କଂଗ୍ରେସ ସଭାପତି, ସ୍ଥାନୀୟ ବିଧାୟକ ପ୍ରାର୍ଥୀ, ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ, ଦଳୀୟ କର୍ମକର୍ତା, କର୍ମୀ ଓ ବିଭିନ୍ନ ବର୍ଗର ବ୍ୟକ୍ତି ବଶେଷଙ୍କୁ ଭେଟି ଓ ଆଲୋଚନା କରି ଫଳାଫଳ ସଂପର୍କରେ ଏକ ସବିଶେଷ ରିପୋର୍ଟ ଆଗାମୀ ୭ଦିନ ମଧ୍ୟରେ ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟାଳୟରେ ଦାଖଲ କରିବାକୁ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ବୋଲି ପିସିସି ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି ।

ଉପନିର୍ବାଚନ କଂଗ୍ରେସ ପିସିସି
Share. Facebook Twitter LinkedIn Email WhatsApp Copy Link

Related Posts

ଲାଲ୍ ବସ୍‌ରେ PDAର ନୂଆ ଫର୍ମୁଲା, ୨୦୨୭ ପୂର୍ବରୁ ଅଖିଳେଶଙ୍କ ବଡ଼ ରଣନୀତି

September 17, 2026

ଦିଶା ସାଲିଆନ୍ ମାମଲାରେ ରିଆ ଚକ୍ରବର୍ତ୍ତୀ ନୀରବ: FIR ଦାଖଲ କଲା CBI 

September 17, 2026

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର

September 17, 2026

ପୁଣି ଘୁଞ୍ଚିଲା ମହାନଦୀ ବିବାଦ ଶୁଣାଣି, ସେପ୍ଟେମ୍ବର ୨୮ରେ ଟ୍ରିବ୍ୟୁନାଲରେ ପରବର୍ତ୍ତୀ ଶୁଣାଣି

September 17, 2026
Latest News

ଲାଲ୍ ବସ୍‌ରେ PDAର ନୂଆ ଫର୍ମୁଲା, ୨୦୨୭ ପୂର୍ବରୁ ଅଖିଳେଶଙ୍କ ବଡ଼ ରଣନୀତି

September 17, 2026

ଦିଶା ସାଲିଆନ୍ ମାମଲାରେ ରିଆ ଚକ୍ରବର୍ତ୍ତୀ ନୀରବ: FIR ଦାଖଲ କଲା CBI 

September 17, 2026

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର

September 17, 2026

ପୁଣି ଘୁଞ୍ଚିଲା ମହାନଦୀ ବିବାଦ ଶୁଣାଣି, ସେପ୍ଟେମ୍ବର ୨୮ରେ ଟ୍ରିବ୍ୟୁନାଲରେ ପରବର୍ତ୍ତୀ ଶୁଣାଣି

September 17, 2026

୨୦ ବର୍ଷର ଆଇନଗତ ଲଢ଼େଇ ପରେ ମହିଳାଙ୍କୁ ନ୍ୟାୟ, ଚାକିରି ବଦଳରେ କ୍ଷତିପୂରଣ ଦେବ ଇଣ୍ଡିଆନ ଅଏଲ୍‌

September 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.