Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହାଶିବରାତ୍ରୀ ଦିନ ଶିବଲିଙ୍ଗରେ ବେଲପତ୍ର ଦେଉଛନ୍ତି କି ? ତେବେ ମାନନ୍ତୁ ଏହି ନିୟମ
ଆଜିର ଖବର

ମହାଶିବରାତ୍ରୀ ଦିନ ଶିବଲିଙ୍ଗରେ ବେଲପତ୍ର ଦେଉଛନ୍ତି କି ? ତେବେ ମାନନ୍ତୁ ଏହି ନିୟମ

February 13, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
MahaShivratri

ଭୁବନେଶ୍ବର: ଚଳିତ ବର୍ଷ ମହାଶିବରାତ୍ରୀ ୧୮ ଫେବୃଆରୀ, ଶନିବାର ଦିନ ପଡୁଛି ।ମହାଶିବରାତ୍ରୀ ଦିନ ଭଗବାନ ଶିବଙ୍କୁ ପ୍ରସନ୍ନ କରି ଇଚ୍ଛା ପୂରଣ କରାଯାଇଥାଏ। ଏହି ଦିନ ଶିବଙ୍କ ପୂଜା ସାମଗ୍ରୀ ମଧ୍ୟରେ ବେଲପତ୍ର ପ୍ରତି ବିଶେଷ ଧ୍ୟାନ ଦିଆଯାଇଥାଏ। ପୂଜାପାଠ ସମୟରେ ଏହା ଭଗବାନ ଶିବଙ୍କୁ ଅର୍ପଣ କରାଯାଏ, ଯାହା ଭଗବାନ ଶିବଙ୍କ ପାଇଁ ପ୍ରିୟ ଅଟେ ।

ବେଲପତ୍ର ପ୍ରଦାନ କରିବାର ସଠିକ୍ ଉପାୟ

ଶିବଲିଙ୍ଗ ଉପରେ ବେଲପତ୍ର ପ୍ରଦାନ କରିବାର କିଛି ନିୟମ ରହିଛି। ଏଥିରେ କେବଳ ଶିବଲିଙ୍ଗ ଉପରେ ତିନିଟିକିଆ ପତ୍ର ଥିବା ବେଲପତ୍ର ଦିଆଯିବା ଉଚିତ୍।

ଶୁଖିଯାଇଥିବା କିମ୍ବା ଛିଣ୍ଡି ଯାଇଥିବା ବେଲପତ୍ର ଶିବଲିଙ୍ଗ ଉପରେ ଭୁଲରେ ସୁଦ୍ଧା ଦିଅନ୍ତୁ ନାହିଁ।

ଶିବଲିଙ୍ଗ ଉପରେ ବେଲପତ୍ର ଅର୍ପଣ କରିବା ପୂର୍ବରୁ ସଫାପାଣିରେ ତାହାକୁ ଧୋଇ ଦିଅନ୍ତୁ।

ଶିବ ଲିଙ୍ଗ ଉପରେ ବେଲପତ୍ର ଦେବା ବେଳେ ପତ୍ରର ଚିକ୍କଣ ଅଂଶ ବା ଭିତରପଟ ଶିବଲିଙ୍ଗ ଆଡକୁ ରଖିବେ ଏବଂ ବେଲପତ୍ର କଠିନ ଅଂଶ ବା ଉପର ପଟ ଉପରକୁ ରଖିବା ଉଚିତ।

ଶିବଲିଙ୍ଗରେ ୧୧ କିମ୍ବା ୨୧ ବେଲପତ୍ର ଦିଆଯାଏ, ଯଦି କୈଣସି କାରଣରୁ ଆପଣଙ୍କ ପାଖରେ ଏତେ ବେଲପତ୍ର ନଥାଏ, ତେବେ ଆପଣ ଗୋଟିଏ ତିନିଟିକିଆ ପତ୍ର ଥିବା ଗୋଟିଏ ମଧ୍ୟ ଦେଇପାରିବେ।

MahaShivratri ବେଲପତ୍ର ମହାଶିବରାତ୍ରି ମହାଶିବରାତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026

ଚାକିରି ପାଇଁ ଯୋଗ ବାଧ୍ୟତାମୂଳକ!: HSSC ଏବଂ HPSC ପରୀକ୍ଷାରେ ବଡ଼ ହେବ ପରିବର୍ତ୍ତନ

June 22, 2026

ଭାରତ ପାଇଁ ବଢିଲା ଟି-୨୦ ବିଶ୍ୱକପ୍ ରୁ ବାଦ ପଡ଼ିବାର ଆଶଙ୍କା: ବୁଝନ୍ତୁ ସମ୍ପୂର୍ଣ୍ଣ ସମୀକରଣ

June 22, 2026
Latest News

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.