Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବକେୟା ଅର୍ଥ ମିଳିବା ବିଳମ୍ବ ଯୋଗୁଁ ଜେଇ ଙ୍କ ପ୍ରକୋଷ୍ଠରେ ତାଲା ପକାଇଲେ ଅସନ୍ତୁଷ୍ଟ ମହିଳା 
ଆଜିର ଖବର

ବକେୟା ଅର୍ଥ ମିଳିବା ବିଳମ୍ବ ଯୋଗୁଁ ଜେଇ ଙ୍କ ପ୍ରକୋଷ୍ଠରେ ତାଲା ପକାଇଲେ ଅସନ୍ତୁଷ୍ଟ ମହିଳା 

February 25, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ରଙ୍ଗେଇଲୁଣ୍ଡା ବ୍ଳକ ଅନ୍ତର୍ଗତ ଡୁରା ଗ୍ରାମର ଏମ୍ ଜାନକୀ ରେଡ଼ି ନାମକ ଜନୈକା ମହିଳା ମନରେଗା ଯୋଜନାରେ ପଥରା ଗ୍ରାମର ଦିୱାନ ବନ୍ଧର ଉନ୍ନତି ପାଇଁ ୨୦୨୨ ଜାନୁଆରୀ ମାସରେ ଚୁକ୍ତି କରି କାମ ସମ୍ପୁର୍ଣ୍ଣ କରିଥିଲେ ଓ ଗତ ଅଗଷ୍ଟ ମାସରେ ଜେଇଙ୍କ ଜରିଆରେ ବିଲ୍ ଦାଖଲ କରିଥିଲେ। କିନ୍ତୁ ଜାନକୀ ରେଡ଼ି ବାରମ୍ବାର ଦୌଡ଼ିଲେ ମଧ୍ୟ ତାଙ୍କର ବକେୟା ଅର୍ଥ ମଞ୍ଜୁର ହୋଇନଥିବାରୁ ସେ ଅସନ୍ତୁଷ୍ଟ ହୋଇ ଜେଇଙ୍କ ପ୍ରକୋଷ୍ଠରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଶେଷରେ ବ୍ଳକ ଉନ୍ନୟନ ଅଧିକାରୀ ବିଶ୍ଵଜିତ ରାଉତରାୟ ଘଟଣାସ୍ଥଳରେ ପହଂଚି ଉକ୍ତ ମହିଳାଙ୍କୁ କିଛି ନଗଦ ଟଙ୍କା ଦେଇ ବଳକା ଟଙ୍କା ଏକ ସପ୍ତାହ ମଧ୍ୟରେ ପୈଠ କରିବାର ପ୍ରତିଶ୍ରୁତି ଦେବାରୁ ମହିଳା ଜଣଙ୍କ ଶାନ୍ତ ହୋଇଥିଲେ ଓ ତାଲା ଖୋଲିଥିଲେ।

ବକେୟା ଅର୍ଥ
Share. Facebook Twitter LinkedIn Email WhatsApp Copy Link

Related Posts

ଏବେ ଶସ୍ତା ହେଲା ଚିନି: ଗୋଟିଏ ଝଟକାରେ ମୂଲ୍ୟ ୧୮% କୁ ହ୍ରାସ

August 25, 2026

“ମୁଁ ଆଉ ଅଧିକ କାମ କରିପାରିବି ନାହିଁ…”: ନୀତିନ ଗଡକରୀଙ୍କ ବଡ଼ ବୟାନ

August 25, 2026

ଜେଲ ଯିବେ ତରୁଣ ତେଜପାଲ: ଝଟକା ଦେଲେ ସୁପ୍ରିମକୋର୍ଟ

August 25, 2026

ରକ୍ଷାବନ୍ଧନ ପୂର୍ବରୁ ୯୫୫ କିଲୋଗ୍ରାମ ଅପମିଶ୍ରଣ କ୍ରିମ୍ ଜବତ: କାରଖାନା ସିଲ୍

August 25, 2026
Latest News

ଏବେ ଶସ୍ତା ହେଲା ଚିନି: ଗୋଟିଏ ଝଟକାରେ ମୂଲ୍ୟ ୧୮% କୁ ହ୍ରାସ

August 25, 2026

“ମୁଁ ଆଉ ଅଧିକ କାମ କରିପାରିବି ନାହିଁ…”: ନୀତିନ ଗଡକରୀଙ୍କ ବଡ଼ ବୟାନ

August 25, 2026

ଜେଲ ଯିବେ ତରୁଣ ତେଜପାଲ: ଝଟକା ଦେଲେ ସୁପ୍ରିମକୋର୍ଟ

August 25, 2026

ସଙ୍କଟ ସମୟରେ ଭାରତକୁ ସବୁକିଛି ଯୋଗାଇବ ରୁଷ: ପୁଟିନ ଦେଲେ ବଡ଼ ପ୍ରତିଶ୍ରୁତି

August 25, 2026

ମନୁସ୍ମୃତି ଉପରେ ବୟାନ ପାଇଁ ଶଙ୍କରାଚାର୍ଯ୍ୟ କ୍ଷୁବ୍ଧ: ରାହୁଲ ଗାନ୍ଧୀଙ୍କୁ ଦେଲେ ଚେତାବନୀ

August 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.