Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଣପୁର: ଗଞ୍ଜେଇ ସହ କାର ଓ ସ୍କୁଟି ଜବତ
ଆଜିର ଖବର

ରଣପୁର: ଗଞ୍ଜେଇ ସହ କାର ଓ ସ୍କୁଟି ଜବତ

April 27, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ରଣପୁର: ରଣପୁର ଅବକାରୀ ବିଭାଗର ଚଢାଉ ବେଳେ ଧରାପଡିଲେ ଦୁଇ ଗଞ୍ଜେଇ ଚୋରାଚାଲାଣକାରୀ। ୩୮ କିଲୋ ଗଞ୍ଜେଇ ସହ ଗୋଟିଏ ଦାମୀ କାର ସହ ଗୋଟିଏ ସ୍କୁଟି ଜବତ। ଏକ ବିଶେଷ ସୂତ୍ରରୁ ଖବର ପାଇ ରଣପୁର ଅବକାରୀ ବିଭାଗ ସୁନାଖଳା ଠାରେ ଗାଡିଗୁଡିକ ଅଟକାଇ ତନଖି କରୁଥିବାବେଳେ ଗୋଟିଏ ଇଣ୍ଡିଗୋ କାର୍ କୁ ଜବତ କରିଥିଲା। ଜବତ ଓଡି ୦୨ ଏବି ୦୩୪୮ ନମ୍ବର ବିଶିଷ୍ଟ ଇଣ୍ଡିଗୋ କାରରୁ ୨୮କିଲୋ ଗଞ୍ଜେଇ ଜବତ ହୋଇଥିଲା।

ସେହିଭଳି ରଣପୁର ଥାନା ଅଧିନସ୍ଥ ବାଉଁଶଗଡ ଠାରେ ଓଡି ୩୩ ଏଜି ୯୨୯୯ ନମ୍ବର ବିଶିଷ୍ଟ ଏକ ସ୍କୁଟିରୁ ୧୦ କିଲୋ ଗଞ୍ଜେଇ ଜବତ କରିଛି ରଣପୁର ର ଏକ ଅବକାରୀ ଟିମ୍। ଉଭୟ ଗଞ୍ଜେଇ ଚୋରା ଚାଲାଣକାରୀ କନ୍ଧମାଳ ଜିଲ୍ଲାର ହୋଇଥିବାବେଳେ ଫିରିଙ୍ଗିଆ ଥାନା ଡିମିରିଗୁଡ଼ା ଗାଁର ମଳୟ ଗୁପ୍ତା (୨୭), ଅନ୍ୟ ଚାଲାଣ କାରୀ ଜି-ଉଦୟଗିରି ଥାନା ଅନ୍ତର୍ଗତ ରୁଧାଙ୍ଗିଆ ଗାଁର ଯୁସେନ୍ ନାୟକ (୨୯)ବୋଲି ଜଣାପଡିଛି। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।

ରଣପୁର ସୁନାଖଳା
Share. Facebook Twitter LinkedIn Email WhatsApp Copy Link

Related Posts

ଖାମେନେଇଙ୍କ ମୃତ୍ୟୁକୁ ନେଇ କାଶ୍ମୀରରେ ଉତ୍ତେଜନା: ଲାଲ ଚୌକରେ ସମର୍ଥକଙ୍କ ପ୍ରତିବାଦ

March 1, 2026

ବିସ୍ଫୋରକ କାରଖାନାରେ ବଡ ବିସ୍ଫୋରଣ: ୧୫ ମୃତ, ଅନେକ ଶ୍ରମିକ ଆହତ

March 1, 2026

ଆସନ୍ତାକାଲିଠାରୁ ଜୀ ସାର୍ଥକରେ ମେଗା ଧାରାବାହିକ ‘କିଛି ସତ କିଛି ମିଛ’ର ଶୁଭାରମ୍ଭ

March 1, 2026

ଗ୍ଲୋବାଲ୍ ଏଆଇ ଭାଇବ୍ରାନ୍ସି ର଼୍ୟାଙ୍କିଙ୍ଗରେ ତୃତୀୟ ସ୍ଥାନରେ ଭାରତ

March 1, 2026
Latest News

ଖାମେନେଇଙ୍କ ମୃତ୍ୟୁକୁ ନେଇ କାଶ୍ମୀରରେ ଉତ୍ତେଜନା: ଲାଲ ଚୌକରେ ସମର୍ଥକଙ୍କ ପ୍ରତିବାଦ

March 1, 2026

ବିସ୍ଫୋରକ କାରଖାନାରେ ବଡ ବିସ୍ଫୋରଣ: ୧୫ ମୃତ, ଅନେକ ଶ୍ରମିକ ଆହତ

March 1, 2026

ଇସ୍ରାଏଲ-ଆମେରିକା ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତାଙ୍କ ମୃତ୍ୟୁ: ନିଶ୍ଚିତ କଲା ଗଣମାଧ୍ୟମ

March 1, 2026

ଆସନ୍ତାକାଲିଠାରୁ ଜୀ ସାର୍ଥକରେ ମେଗା ଧାରାବାହିକ ‘କିଛି ସତ କିଛି ମିଛ’ର ଶୁଭାରମ୍ଭ

March 1, 2026

ଗ୍ଲୋବାଲ୍ ଏଆଇ ଭାଇବ୍ରାନ୍ସି ର଼୍ୟାଙ୍କିଙ୍ଗରେ ତୃତୀୟ ସ୍ଥାନରେ ଭାରତ

March 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.