ଭୁବନେଶ୍ଵର: ରାଜ୍ୟର ୩ ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ପଦୋନ୍ନତି ହୋଇଛି। ଏହି ବରିଷ୍ଠ ଅଧିକାରୀଙ୍କ ଡିଜି ପାହ୍ୟାକୁ ପଦୋନ୍ନତି ହୋଇଛି। ସେମାନଙ୍କ ମଧ୍ୟରେ ସୁଧାଂଶୁ ଷଡଙ୍ଗୀ, ଅରୁଣ ଷଡଙ୍ଗୀଙ୍କ ପଦୋନ୍ନତି ହୋଇଥିବା ବେଳେ କେନ୍ଦ୍ରୀୟ ଡେପୁଟେସନରେ ଥିବା ୱାଇ ବି ଖୁଆନିଆଙ୍କ ମଧ୍ୟ ପଦୋନ୍ନତି ହୋଇଛି। ଅରୁଣ ଷଡଙ୍ଗୀ ଆଇପିଏସ ଅଧିକାରୀ କେନ୍ଦ୍ରୀୟ ଡେପୁଟେସନ ପଦୋନ୍ନତି ସୁଧାଂଶୁ ଷଡଙ୍ଗୀ
‘ବିଶ୍ୱକପ୍ ଜିତିବାକୁ ଚାହୁଁଥିଲେ, ଗମ୍ଭୀର, ଅଗରକରଙ୍କୁ ହଟାଅ…’: ସିଦ୍ଧୁଙ୍କ ଭାଇରାଲ ପୋଷ୍ଟରେ ବଢିଲା ବିବାଦOctober 21, 2025