Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ସନ୍ଧ୍ୟାରେ ମୋଦି କ୍ୟାବିନେଟ୍‌ର ପ୍ରଥମ ବୈଠକ : ବିଭାଗ ଆବଣ୍ଟନକୁ ନେଇ କଳ୍ପନା ଜଳ୍ପନା
ଆଜିର ଖବର

ଆଜି ସନ୍ଧ୍ୟାରେ ମୋଦି କ୍ୟାବିନେଟ୍‌ର ପ୍ରଥମ ବୈଠକ : ବିଭାଗ ଆବଣ୍ଟନକୁ ନେଇ କଳ୍ପନା ଜଳ୍ପନା

May 31, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
modi cabinet meeting at evening
modi cabinet meeting at evening

କ୍ରମାଗତ ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଗୁରୁବାର ଶପଥ ଗ୍ରହଣ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦିଙ୍କ ସମେତ ଅନ୍ୟ ୫୭ ଜଣ ନେତା ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଶପଥ ଗ୍ରହଣ କରିଥିଲେ। ବିଭିନ୍ନ ବିଶ୍ବନେତା ଏବଂ ବଲିଉଡ୍‌ ତାରକାଙ୍କ ସମ୍ମୁଖରେ ନିଜ ମନ୍ତ୍ରୀମଣ୍ଡଳ ଶହ ଶପଥ ଗ୍ରହଣ କରିଥିଲେ ମୋଦି। ଗତକାଲି ଶପଥ ଗ୍ରହଣ ହୋଇଥିଲେ ମଧ୍ୟ କୌଣସି ମନ୍ତ୍ରୀଙ୍କୁ ସେମାନଙ୍କର ପଦବୀ ପ୍ରଦାନ କରାଯାଇନଥିଲା। ଆଜି ଅପରାହ୍ନ ୫ ଟାରେ ମୋଦି କ୍ୟାବିନେଟ୍‌ର ପ୍ରଥମ ବୈଠକ ବସିବ। ଏହି କ୍ୟାବିନେଟରେ ଶପଥ ଗ୍ରହଣ କରିଥିବା ମନ୍ତ୍ରୀ ମାନଙ୍କ ମଧ୍ୟରେ ଏହି ବୈଠକରେ ବିଭାଗ ଆବଣ୍ଟନ କରାଯିବ। ବରିଷ୍ଠ ନେତା ଅରୁଣ ଜେଟ୍‌ଲୀ ଏବଂ ସୁଷମା ସ୍ବରାଜ ମନ୍ତ୍ରୀମଣ୍ଡଳରେ ନଥିବାରୁ ଅମିତ ଶାହା ଏବଂ ରାଜନାଥ ସିଂଙ୍କ ମଧ୍ୟରେ ଗୃହ ବିଭାଗ ଏବଂ ଅର୍ଥ ବିଭାଗ ବଣ୍ଟନ ହେବାର ସମ୍ଭାବନା ରହିଛି। ସେହିପରି ନିର୍ମଳା ସୀତାରମଣ ପ୍ରତିରକ୍ଷା ଏବଂ ସ୍ମୃତି ଜୁବିନ୍‌ ଇରାନୀଙ୍କ ହାତକୁ ବୈଦେଶିକ ମନ୍ତ୍ରାଳୟ ଯିବାର ସମ୍ଭାବନା ରହିଛି।

cabinet meeting Modi thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026

ଜାପାନରେ ଭୂମିକମ୍ପ

April 27, 2026

ଆଜିର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ସ୍ଥଗିତ

April 27, 2026
Latest News

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ଜାପାନରେ ଭୂମିକମ୍ପ

April 27, 2026

ଆଜିର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ସ୍ଥଗିତ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.