Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅସହାୟ ମହିଳାଙ୍କ ଶବ ସତ୍କାର କଲା ଓଡିଶା-ମୋ ପରିବାର
ଆଜିର ଖବର

ଅସହାୟ ମହିଳାଙ୍କ ଶବ ସତ୍କାର କଲା ଓଡିଶା-ମୋ ପରିବାର

May 16, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ଅସହାୟ ମହିଳାଙ୍କ ଶବ ସତ୍କାର କଲା ଓଡିଶା-ମୋ ପରିବାର

ଭୁବନେଶ୍ବର: ଅଧାରାତି ରେ ୫୦ ବର୍ଷୀୟା ରଞ୍ଜନା ମାର୍ଥା ଙ୍କ ଶେଷକୃତ୍ୟ କାର୍ଯ୍ୟରେ ସହଯୋଗ ର ହାତ ବଢ଼ାଇଛି ଓଡ଼ିଶା-ମୋ ପରିବାର। ବହୁଦିନ ତଳେ ତାଙ୍କ ସ୍ବାମୀଙ୍କ ଦେହାନ୍ତ ହୋଇଥିଲା, ତାଙ୍କର ପୁଅ ଓ ବୋହୂ ସୁନ୍ଦରପଦା ରେ ରହି ଆସୁଥିବା ବେଳେ ସେ ଏକାକୀ ବଡଗଡ ଅଞ୍ଚଳରେ ବାସ କରୁଥିଲେ।

ବ୍ରେନ୍ ଟ୍ୟୁମର ଭଳି ଅସାଧ୍ୟ ରୋଗ ଚିହ୍ନଟ ହେବାପରେ ମାନସିକ ସନ୍ତୁଳନ ହରାଇ ସେ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ ଅବସ୍ଥାରେ ଥିଲେ ଓ ଗତକାଲି ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ସନ୍ଧ୍ୟା ସମୟରେ ତାଙ୍କ ମୃତ୍ୟୁ ବିଷୟରେ ଜାଣି, ଅଞ୍ଚଳବାସୀ ମାନେ ଓଡ଼ିଶା-ମୋ ପରିବାର ର ହେଲ୍ପ ଲାଇନ୍ ନମ୍ବର ରେ ସହାୟତା ନିମନ୍ତେ ଯୋଗାଯୋଗ କରିଥିଲେ।

ଏହି ଦୁଃଖଦ ଖବର ପାଇ, ଓଡ଼ିଶା-ମୋ ପରିବାର ର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ ତୁରନ୍ତ ପଦକ୍ଷେପ ନେଇ ଶେଷକୃତ୍ୟ ସମ୍ପନ୍ନ ପାଇଁ ସମସ୍ତ ପ୍ରସ୍ତୁତି କରିଥିଲେ। ଏହି ସବୁ ପ୍ରସ୍ତୁତି କାର୍ଯ୍ୟ ମଧ୍ୟରେ ଅଞ୍ଚଳବାସୀ ମାନେ, ରାତି ପ୍ରାୟ ୧୦ ଟା ବେଳେ ତାଙ୍କ ପୁଅ ଓ ବୋହୂ ଙ୍କୁ ଠାବ କରିବାରେ ସଫଳ ହୋଇଥିଲେ ଏବଂ ମା ଙ୍କ ଅକାଳ ବିୟୋଗ ସମ୍ବନ୍ଧରେ ଖବର ପହଞ୍ଚାଇ ଥିଲେ।

ଖବର ପାଇ ପୁଅ ଓ ବୋହୂ ସେହି ମଧ୍ୟରାତ୍ର ରେ ହିଁ ତାଙ୍କ ଶେଷକୃତ୍ୟ କରିବାକୁ ଇଛା ପ୍ରକାଶ କରିଥିଲେ । ଏହାପରେ, ଶ୍ରୀ ସାମନ୍ତରାୟ ଙ୍କ ସଂଯୋଜନାରେ ଜୟ ଓଡ଼ିଶାର “ଶେଷସାଥି” ଯାନ ସହାୟତାରେ, ରାତି ପ୍ରାୟ ୧ଟା ରେ ତାଙ୍କ ମୃତ ଶରୀରକୁ ବଡଗଡରୁ ଶ୍ମଶାନ ସ୍ଥାନାନ୍ତର କରାଯାଇଥିଲା।

ଓଡ଼ିଶା-ମୋ ପରିବାର ର ସ୍ବେଚ୍ଛାସେବୀ ମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ର ତଦାରଖ କରିଥିଲେ ଏବଂ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାର କୁ ସାନ୍ତ୍ଵନା ଦେଇଥିଲେ।

ଓଡ଼ିଶା-ମୋ ପରିବାର
Share. Facebook Twitter LinkedIn Email WhatsApp Copy Link

Related Posts

ଆପଣଙ୍କ ଆକାଉଣ୍ଟରେ ଜମା ହୋଇନାହିଁ କି ସମ୍ମାନ ନିଧି ଟଙ୍କା?: ଏଠାରେ ଦାଖଲ କରନ୍ତୁ ଅଭିଯୋଗ

March 14, 2026

ଜେଲରୁ ମୁକ୍ତ ହେବେ ସୋନମ ୱାଙ୍ଗଚୁକ: ଲଦାଖ ହିଂସା ଉପରେ ମୋଦି ସରକାରଙ୍କ ନିଷ୍ପତ୍ତି

March 14, 2026

“ପ୍ରକୃତ ପରୀକ୍ଷା ଆସିବା ବାକି ଅଛି”: ସୌରଭ ଗାଙ୍ଗୁଲିଙ୍କ ଗୌତମ ଗମ୍ଭୀରଙ୍କୁ ସ୍ପଷ୍ଟ ଚେତାବନୀ

March 14, 2026

NEET MDS 2026 ପାଇଁ ଆବେଦନ ପ୍ରକ୍ରିୟା ଜାରି: ମାର୍ଚ୍ଚ 30 ସୁଦ୍ଧା କରନ୍ତୁ ପଞ୍ଜୀକରଣ

March 14, 2026
Latest News

ଆପଣଙ୍କ ଆକାଉଣ୍ଟରେ ଜମା ହୋଇନାହିଁ କି ସମ୍ମାନ ନିଧି ଟଙ୍କା?: ଏଠାରେ ଦାଖଲ କରନ୍ତୁ ଅଭିଯୋଗ

March 14, 2026

ଜେଲରୁ ମୁକ୍ତ ହେବେ ସୋନମ ୱାଙ୍ଗଚୁକ: ଲଦାଖ ହିଂସା ଉପରେ ମୋଦି ସରକାରଙ୍କ ନିଷ୍ପତ୍ତି

March 14, 2026

ବଡ଼ ପରିବର୍ତ୍ତନ ଆଣିଲା CBSE: ଏବେ କପି କରି ଧାରା ହେଲେ ପାସ୍ ହେବା ଅସମ୍ଭବ

March 14, 2026

“ପ୍ରକୃତ ପରୀକ୍ଷା ଆସିବା ବାକି ଅଛି”: ସୌରଭ ଗାଙ୍ଗୁଲିଙ୍କ ଗୌତମ ଗମ୍ଭୀରଙ୍କୁ ସ୍ପଷ୍ଟ ଚେତାବନୀ

March 14, 2026

NEET MDS 2026 ପାଇଁ ଆବେଦନ ପ୍ରକ୍ରିୟା ଜାରି: ମାର୍ଚ୍ଚ 30 ସୁଦ୍ଧା କରନ୍ତୁ ପଞ୍ଜୀକରଣ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.