Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦେଶବାସୀଙ୍କ ପ୍ରେମ ଓ ବିଶ୍ୱାସ ମୋତେ ଦେଶସେବା ପାଇଁ ପ୍ରେରିତ କରୁଛି: ପ୍ରଧାନମନ୍ତ୍ରୀ
ଆଜିର ଖବର

ଦେଶବାସୀଙ୍କ ପ୍ରେମ ଓ ବିଶ୍ୱାସ ମୋତେ ଦେଶସେବା ପାଇଁ ପ୍ରେରିତ କରୁଛି: ପ୍ରଧାନମନ୍ତ୍ରୀ

May 27, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦେଶବାସୀଙ୍କ ପ୍ରେମ ଓ ବିଶ୍ୱାସ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃତଜ୍ଞତା ଜ୍ଞାପନ କରିଛନ୍ତି। ତିନି ଦେଶ ଗସ୍ତ ପରେ ପ୍ରଧାନମନ୍ତ୍ରୀଙ୍କ ଆଗମନରେ ଲୋକଙ୍କ ଉତ୍ସାହ ସମ୍ପର୍କରେ ନ୍ୟୁଜ ଆଙ୍କର ରୁବିକା ଲିୟାକତଙ୍କ ଟ୍ୱିଟର ପ୍ରତ୍ୟୁତ୍ତର ପ୍ରଧାନମନ୍ତ୍ରୀ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି ଯେ; “ଏହା କୋଟି କୋଟି ଦେଶବାସୀଙ୍କ ପ୍ରେମ ଓ ବିଶ୍ୱାସ ଯାହା ମୋ ଭିତରେ ନୂଆ ଶକ୍ତି ଭରି ଦେବା ସହ ନିରନ୍ତର ଦେଶସେବା ପାଇଁ ପ୍ରେରିତ କରିଥାଏ।”

ये नजफ़गढ के नुर्शीद अली हैं, आज पालम एयरपोर्ट पर भोर 3 बजे ही पहुँच गए, हाथों से पीएम का चित्र बनाया।

ख़ुद को मोदी भक्त नुर्शीद अली कहते हैं, पिछले 9 साल से पीएम @narendramodi तक ये बात पहुँचाने की कोशिश कर रहे हैं।
कहते हैं “मैं मोदी को इसलिए पसंद करता हूँ क्योंकि उन्होंने… pic.twitter.com/7jcjyTiyo3

— Rubika Liyaquat (@RubikaLiyaquat) May 25, 2023

ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ବିଷାକ୍ତ ଗ୍ୟାସ ଲିକ୍‌, ୩୭ ମୃତ

September 4, 2026

ଚୀନ୍‌-ଆମେରିକା ଉପରେ ନିର୍ଭରଶୀଳତା ୟୁରୋପକୁ ଭାରି ପଡ଼ୁଛି: ୱେଭର

September 4, 2026

ମିଳିଲା ସିଏମ୍ କିଷାନ୍ ଟଙ୍କା: ୪୧.୩୫ ଲକ୍ଷ ଚାଷୀଙ୍କ ଖାତାକୁ ଗଲା ୮୩୩ କୋଟି

September 4, 2026

୧୩ତମ ବ୍ୟାଚ୍ କ୍ୟାଡେଟ୍ ସବ୍‌-ଇନ୍ସପେକ୍ଟରମାନଙ୍କ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁମନ୍ତ୍ର: ଦୁର୍ନୀତିରୁ ସମ୍ପୂର୍ଣ୍ଣ ଦୂରେଇ ରୁହନ୍ତୁ

September 4, 2026
Latest News

ବିଷାକ୍ତ ଗ୍ୟାସ ଲିକ୍‌, ୩୭ ମୃତ

September 4, 2026

ଚୀନ୍‌-ଆମେରିକା ଉପରେ ନିର୍ଭରଶୀଳତା ୟୁରୋପକୁ ଭାରି ପଡ଼ୁଛି: ୱେଭର

September 4, 2026

ଓଡ଼ିଶା ଯାତ୍ରୀ ଦ୍ୱାରା ଭାରତର ପ୍ରଥମ ରାଜ୍ୟ-ମାଲିକାନା ସୁରକ୍ଷା ଆପ୍‌ର ଶୁଭାରମ୍ଭ

September 4, 2026

ଓଡ଼ିଶୀ ନୃତ୍ୟ ଜଗତରେ ଅପୂରଣୀୟ ଶୂନ୍ୟତା: ବିଶିଷ୍ଟ ନୃତ୍ୟଶିଳ୍ପୀ ବିଜୟଲକ୍ଷ୍ମୀ ମହାନ୍ତିଙ୍କ ପରଲୋକ

September 4, 2026

ମିଳିଲା ସିଏମ୍ କିଷାନ୍ ଟଙ୍କା: ୪୧.୩୫ ଲକ୍ଷ ଚାଷୀଙ୍କ ଖାତାକୁ ଗଲା ୮୩୩ କୋଟି

September 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.