ଦେଶବାସୀଙ୍କ ପ୍ରେମ ଓ ବିଶ୍ୱାସ ମୋତେ ଦେଶସେବା ପାଇଁ ପ୍ରେରିତ କରୁଛି: ପ୍ରଧାନମନ୍ତ୍ରୀ

Published: May 27, 2023, 9:34 am IST

ନୂଆଦିଲ୍ଲୀ: ଦେଶବାସୀଙ୍କ ପ୍ରେମ ଓ ବିଶ୍ୱାସ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃତଜ୍ଞତା ଜ୍ଞାପନ କରିଛନ୍ତି। ତିନି ଦେଶ ଗସ୍ତ ପରେ ପ୍ରଧାନମନ୍ତ୍ରୀଙ୍କ ଆଗମନରେ ଲୋକଙ୍କ ଉତ୍ସାହ ସମ୍ପର୍କରେ ନ୍ୟୁଜ ଆଙ୍କର ରୁବିକା ଲିୟାକତଙ୍କ ଟ୍ୱିଟର ପ୍ରତ୍ୟୁତ୍ତର ପ୍ରଧାନମନ୍ତ୍ରୀ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି ଯେ; “ଏହା କୋଟି କୋଟି ଦେଶବାସୀଙ୍କ ପ୍ରେମ ଓ ବିଶ୍ୱାସ ଯାହା ମୋ ଭିତରେ ନୂଆ ଶକ୍ତି ଭରି ଦେବା ସହ ନିରନ୍ତର ଦେଶସେବା ପାଇଁ ପ୍ରେରିତ କରିଥାଏ।”

https://twitter.com/RubikaLiyaquat/status/1661562967580717056?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1661758540615229443%7Ctwgr%5E1fe4d88cf2c851a7f6b533cba8a84308519363cf%7Ctwcon%5Es3_&ref_url=https%3A%2F%2Fpib.gov.in%2FPressReleasePage.aspx%3FPRID%3D1927526

Related posts