Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲଣ୍ଡାକୋଟ ସଂରକ୍ଷିତ ଜଙ୍ଗଲରେ ପୁଣି ଅନୁପ୍ରବେଶକାରୀଙ୍କ ୧୫ ଘର ଭାଙ୍ଗିଲା ପ୍ରଶାସନ
ଆଜିର ଖବର

ଲଣ୍ଡାକୋଟ ସଂରକ୍ଷିତ ଜଙ୍ଗଲରେ ପୁଣି ଅନୁପ୍ରବେଶକାରୀଙ୍କ ୧୫ ଘର ଭାଙ୍ଗିଲା ପ୍ରଶାସନ

June 7, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢ଼ାଖୋଲ: ରେଢ଼ାଖୋଲ ବନଖଣ୍ଡ ନାକଟିଦେଉଳ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଝାଡଖଣ୍ଡ ଅନୁପ୍ରବେଶକାରୀଙ୍କ ପ୍ରାଦୁର୍ଭାବ ଯୋଗୁଁ ପ୍ରଶାସନର ମୁଣ୍ଡବ୍ୟଥାର କାରଣ ହୋଇଛି। ପୂର୍ବରୁ ମଧ୍ୟ ସେଇ ସଂରକ୍ଷିତ ଜଙ୍ଗଲରୁ ପ୍ରଶାସନ ଅନୁପ୍ରବେଶ କାରୀମାନଙ୍କୁ ହଟାଇଥିଲା। ଏବେ ପୁଣି ସେଇ ସଂରକ୍ଷିତ ଜଙ୍ଗଲକୁ ସେମାନେ ପଦା କରି ବସତି ସ୍ଥାପନ କରିଥିବାରୁ ପ୍ରଶାସନ କୌଣସି ସୂତ୍ରରୁ ଖବର ପାଇ ଆଜି ଚଢ଼ଉ କରି ୧୫ ଘର ଭାଙ୍ଗି ଦେଇଥିବା ଜଣା ପଡ଼ିଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ବ୍ଲକ୍ କିସିଣ୍ଡା ନିକଟସ୍ଥ ଲଣ୍ଡାକୋଟ ସଂରକ୍ଷିତ ଜଙ୍ଗଲରେ ଅନୁପ୍ରବେଶକାରୀମାନେ ଘର କରି ସେଠାରେ ଜଙ୍ଗଲକୁ ପଦା କରି ଚାଷ ଜମି କରିବା ଉଦ୍ଦେଶ୍ୟରେ ରହି ଆସୁଥିଲେ। ଆଜି ପ୍ରଶାସନ ଲଣ୍ଡାକୋର୍ଟ ସଂରକ୍ଷିତ ଜଙ୍ଗଲକୁ ଯାଇ ୧୫ ଘର ଭାଙ୍ଗିଥିଲା ପ୍ରଶାସନ। ଏହି ଚଢ଼ଉରେ ରାଜସ୍ବ ବିଭାଗ, ବନବିଭାଗ, ପୋଲିସ୍ ପ୍ରଶାସନ ଆଦିର ବରିଷ୍ଠ ଅଧିକାରୀ ତଥା ଅନ୍ୟାନ୍ୟ କର୍ମଚାରୀମାନେ ସାମିଲ୍ ହୋଇଥିଲେ।

ସୂଚନା ଥାଉକି ପୂର୍ବରୁ ବନ ବିଭାଗ ଚଢ଼ାଉ କରି ଅନେକ ଥର ଉଚ୍ଛେଦ କରିଥିବା ବେଳେ ଗତ ତା୦୯.୦୧.୨୨ରିଖରେ ୩୦ ଘର ଭାଙ୍ଗିଥିଲା ଏବଂ ୭୦ ଅନୁପ୍ରବେଶକାରୀଙ୍କୁ ହଟାଇଥିଲା। ବନ ବିଭାଗ ଦୀର୍ଘ ଦିନର ନୀରବତା ପରେ ପୁଣି ଏହି ଅନୁପ୍ରବେଶକାରୀଙ୍କ ବେଆଇନ ବସତି ସ୍ଥାପନ କରି ଥିବା ସ୍ଥାନ ଉପରେ ବନ ବିଭାଗ ପୁଣି ଥରେ ଅଣ୍ଟା ଭିଡି ଉଚ୍ଛେଦ ପ୍ରକ୍ରିୟାକୁ ତୀବ୍ରତର କରିଛି। ଏହାକୁ ନେଇ ଅଞ୍ଚଳବାସୀ ପୂର୍ବରୁ ଉପରିସ୍ଥ ବନ ବିଭାଗ ଅଧିକାରୀ, ଉପଖଣ୍ଡ ଓ ଜିଲ୍ଲା ପ୍ରଶାସନ ପାଖରେ ଅନୁପ୍ରବେଶକାରୀ ଙ୍କୁ ହଟାଇବା ପାଇଁ ଲିଖିତ ଅଭିଯୋଗ କରି ରାଜପଥ ଅବରୋଧ, ଶୋଭାଯାତ୍ରା ଓ ଅନଶନ ଆଦି କାର୍ଯ୍ୟକ୍ରମ ହାତକୁ ନେଇ ବିରୋଧ କରିଥିଲେ। ଫଳରେ ବନ ବିଭାଗ ଓ ପ୍ରଶାସନ ପକ୍ଷରୁ ଚଢ଼ାଉ କରି କିଛି ଘରକୁ ଉଚ୍ଛେଦ କରିଥିଲେ। ତଥାପି ଅନୁପ୍ରବେଶ କାରୀ ମାନଙ୍କର ଅବାଧରେ ପ୍ରବେଶ କରିବା ପ୍ରଶାସନକୁ ଏକ ଚ୍ୟାଲେଞ ସ୍ରୁଷ୍ଟି କରିଛି।

ନାକଟିଦେଉଳ ବ୍ଲକ ରେଢାଖୋଲ ବନଖଣ୍ଡ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Latest News

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.