Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟ୍ରେନ ଦୁର୍ଘଟଣାର କୁଢକୁଢ ଶବ ରଖାଯାଇଥିବା ବାହାନଗା ସ୍କୁଲ ଘର ଭଙ୍ଗାଗଲା
ଆଜିର ଖବର

ଟ୍ରେନ ଦୁର୍ଘଟଣାର କୁଢକୁଢ ଶବ ରଖାଯାଇଥିବା ବାହାନଗା ସ୍କୁଲ ଘର ଭଙ୍ଗାଗଲା

June 9, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଲେଶ୍ବର: ବାଲେଶ୍ବର ବାହାନଗା ସ୍କୁଲ ଘର ଶେଷରେ ଭଙ୍ଗା ଗଲା। କାରଣ ହେଲା ସେଠାରେ ଟ୍ରେନ ଦୁର୍ଘଟଣାରେ କୁଢକୁଢ ଶବ ରଖାଯାଇଥିଲା। ସେଗୁଡିକ ସ୍ଥାନାନ୍ତରିତ କରିବା ପରେ ଆରମ୍ଭ ହେଲା ବିବାଦ। ଛାତ୍ରଛାତ୍ରୀମାନେ ସେହି ସ୍କୁଲକୁ ଯିବା ପାଇଁ ଭୟ କଲେ। ଫଳରେ ଜିଲ୍ଲା ପ୍ରଶାସନ ଆଜି ସକାଳୁ ଏହି ସ୍କୁଲ ଘର ଭାଙ୍ଗିବା ଆରମ୍ଭ କରିଛନ୍ତି।

ଯେତେବେଳେ ଦୁର୍ଘଟଣା ଘଟିଥିଲା ସେହି ରାତିରେ କେତେକ ଶବକୁ ଆଣି ସେହି ସ୍କୁଲ ଘରେ ପ୍ରଥମେ ରଖାଯାଇଥିଲା। ପରେ ଏହି ସଂଖ୍ୟା ବଢିବା ପରେ ସ୍କୁଲ ଘର ପୁରା ଶବରେ ଭର୍ତ୍ତି ହୋଇଯାଇଥିଲା। ଶବ ସ୍ଥାନାନ୍ତରିତ ପରେ ଏହାକୁ ସାନିଟାଇଜ କରି ସଫା କରାଯାଇଥିଲା। ଏପରିକି ନୂଆ ରଂଗ କରି ପୂଜାପାଠ କରିବା ପାଇଁ ମଧ୍ୟ ନିଷ୍ପତି ହୋଇଥିଲା।

ହେଲେ ପରବର୍ତ୍ତି ସମୟରେ ସ୍କୁଲ କମିଟର ବିଶେଷ ଅନୁରୋଧ ପରେ ଜିଲ୍ଲାପ୍ରଶାସନ ସ୍କୁଲକୁ ସଂପୂର୍ଣ୍ଣ ଭାଙ୍ଗି ନୂଆ ତୋଳିବା ପାଇଁ ନିଷ୍ପତି ଗ୍ରହଣ କରିଛି। ଫଳରେ ଆଜି ସକାଳୁ ଏହି ସ୍କୁଲ ଘର ଭଙ୍ଗା ଆରମ୍ଭ ହୋଇଛି।

odishaTrainAccident trainaccident ବାହନଗା ବାହାନଗା ବାହାନଗା ଟ୍ରେନ ଦୁର୍ଘଟଣା
Share. Facebook Twitter LinkedIn Email WhatsApp Copy Link

Related Posts

Odisha Governor Oath Ceremony: ଓଡିଶାର ରାଜ୍ୟପାଳ ଭାବେ ଶପଥ ନେଲେ ବ୍ରଜମୋହନ ରାମ

October 18, 2026

ଅଷ୍ଟମୀ-ନବମିରେ କରନ୍ତୁ ଯଜ୍ଞ: ମିଳିବ ମାତା ରାଣୀଙ୍କ ଆଶୀର୍ବାଦ

October 18, 2026

ଘରେ ଶଙ୍ଖ ରଖିବା ନିଶ୍ଚିତ ଶୁଭ, ହେଲେ ଯଦି ଏହି ଭୁଲ କରିଦେଲେ ତେବେ କଥା ସରିଲା

October 18, 2026

ନବରାତ୍ରୀ ଉତ୍ସବରେ “ଗରବା” ନୃତ୍ୟର ପରଂପରା ଏବଂ ନୃତ୍ୟ ଶୈଳୀର ଆକର୍ଷଣ

October 18, 2026
Latest News

Odisha Governor Oath Ceremony: ଓଡିଶାର ରାଜ୍ୟପାଳ ଭାବେ ଶପଥ ନେଲେ ବ୍ରଜମୋହନ ରାମ

October 18, 2026

ଅଷ୍ଟମୀ-ନବମିରେ କରନ୍ତୁ ଯଜ୍ଞ: ମିଳିବ ମାତା ରାଣୀଙ୍କ ଆଶୀର୍ବାଦ

October 18, 2026

ଘରେ ଶଙ୍ଖ ରଖିବା ନିଶ୍ଚିତ ଶୁଭ, ହେଲେ ଯଦି ଏହି ଭୁଲ କରିଦେଲେ ତେବେ କଥା ସରିଲା

October 18, 2026

ନବରାତ୍ରୀ ଉତ୍ସବରେ “ଗରବା” ନୃତ୍ୟର ପରଂପରା ଏବଂ ନୃତ୍ୟ ଶୈଳୀର ଆକର୍ଷଣ

October 18, 2026

ହିମାଚଳ ପ୍ରଦେଶରୁ ୫୦ ଜଣିଆ ଯୁବ ଛାତ୍ର ପ୍ରତିନିଧି ଦଳର ଓଡ଼ିଶା ଗସ୍ତ

October 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.