Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଜବାବ ଦେଲେ ଅନୁଭବ ପଟ୍ଟନାୟକ, କହିଲେ ଏପରି କଥା
ଆଜିର ଖବର

ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଜବାବ ଦେଲେ ଅନୁଭବ ପଟ୍ଟନାୟକ, କହିଲେ ଏପରି କଥା

July 15, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
anubhab2
ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଜବାବ ଦେଲେ ଅନୁଭବ ପଟ୍ଟନାୟକ, ଜାଣନ୍ତୁ କଣ କହିଲେ

ଭୁବନେଶ୍ବର: ବିଜେଡି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କୁ କଡା ଜବାବ ଦେଇଛନ୍ତି ବିଜେଡି ନେତା ଅନୁଭବ ପଟ୍ଟନାୟକ। ସେ ଟୁଇଟ କରି ସୌମ୍ୟରଂଜନ କହିଥିବା ପୁରୁଣା କଥାକୁ ମନେ ପକାଇ ଦେଇଛନ୍ତି।

ଅନୁଭବ କହିଛନ୍ତି ଯେ ଜାନକୀ ପଟ୍ଟନାୟକ ଯେତେବେଳ ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ସୌମ୍ୟବାବୁ ତାଙ୍କୁ ଜଣେ ଅଥର୍ବ ମୁଖ୍ୟମନ୍ତ୍ରୀ ବୋଲି କହିଥିଲେ।ଜାନକୀବାବୁ ସୌମ୍ୟବାବୁଙ୍କର ଶଶୂର ହୋଇଥିଲେ ମଧ୍ୟ ସେ ଏପରି ବିବୃତି ଦେଇଥିଲେ।

ଏହା ଉପରେ କ୍ଲିକ କରନ୍ତୁ- ସୌମ୍ୟରଂଜନଙ୍କ ତେରଚ୍ଛା ବାଣ, ନବୀନଙ୍କୁ ନିନ୍ଦା, ଜାନକୀଙ୍କୁ ପ୍ରଶଂସା

ଆଜି ଏକ ସଭାରେ ସୌମ୍ୟବାବୁ ଜାନକୀବାବୁଙ୍କ ଶାସନ ଭଲ ଥିଲା ଏବେର ଶାସନ ଭଲ ନାହିଁବୋଲି କହିଥିଲେ। ଏଥିସହିତ ସେ ବିଧାୟକ ଓ ମନ୍ତ୍ରୀ ସଚିବଙ୍କ ଅଧସ୍ଥନ ବୋଲି କହିଥିଲେ। ଏହାକୁ ନେଇ ଅନୁଭବ ଏହି ପତିକ୍ରିୟା ଦେଉଛନ୍ତି।

ଅନୁଭବ ପଟ୍ଟନାୟକ ସୌମ୍ୟରଂଜନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ହରିୟାଣାରେ ତିନି ମହଲା ନିର୍ମାଣାଧୀନ କୋଠା ଭୁଶୁଡ଼ି ୪ ଶ୍ରମିକ ମୃତ, ୧୦ରୁ ଅଧିକ ଆହତ

September 28, 2026

ଏସୀୟ କ୍ରୀଡ଼ା: କ୍ରିକେଟରେ ଗୋଟିଏ ବଲ ନଖେଳି ସେମିଫାଇନାଲରେ ପ୍ରବେଶ କଲା ଭାରତ

September 28, 2026

ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସି ଖବର: ସ୍ଥଗିତ ରହିଲା ୩ ଦିନିଆ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ

September 28, 2026

ଦୁର୍ଘଟଣା ଘଟାଇ ଦୁଇ ଯୁବକଙ୍କୁ ହାଣିଲେ

September 28, 2026
Latest News

ହରିୟାଣାରେ ତିନି ମହଲା ନିର୍ମାଣାଧୀନ କୋଠା ଭୁଶୁଡ଼ି ୪ ଶ୍ରମିକ ମୃତ, ୧୦ରୁ ଅଧିକ ଆହତ

September 28, 2026

ଏସୀୟ କ୍ରୀଡ଼ା: କ୍ରିକେଟରେ ଗୋଟିଏ ବଲ ନଖେଳି ସେମିଫାଇନାଲରେ ପ୍ରବେଶ କଲା ଭାରତ

September 28, 2026

ସୋଲୋ ଟ୍ରାଭେଲ୍ ପୂର୍ବରୁ ଜାଣିରଖନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କଥା

September 28, 2026

ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସି ଖବର: ସ୍ଥଗିତ ରହିଲା ୩ ଦିନିଆ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ

September 28, 2026

ଦୁର୍ଘଟଣା ଘଟାଇ ଦୁଇ ଯୁବକଙ୍କୁ ହାଣିଲେ

September 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.