Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାତ୍ତ୍ଵିକ-ଚିରାଗଙ୍କ କମାଲ, ବିଶ୍ୱ ନମ୍ବର -୧ କୁ ପରାସ୍ତ କରି ଜିତିଲେ କୋରିଆ ଓପନ୍ ଟାଇଟଲ୍
ଆଜିର ଖବର

ସାତ୍ତ୍ଵିକ-ଚିରାଗଙ୍କ କମାଲ, ବିଶ୍ୱ ନମ୍ବର -୧ କୁ ପରାସ୍ତ କରି ଜିତିଲେ କୋରିଆ ଓପନ୍ ଟାଇଟଲ୍

July 23, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସାତ୍ତ୍ଵିକ-ଚିରାଗଙ୍କ ଯୋଡି ପୁଣି ଥରେ କୋରିଆ ଓପନର ଫାଇନାଲରେ ଇଣ୍ଡୋନେସିଆର ଯୋଡି ଫଜର୍ ଆଲଫିଆନ୍ ଏବଂ ମହମ୍ମଦ ରିୟାନ୍ ଅର୍ଦିୟାନ୍ତୋଙ୍କୁ ପରାସ୍ତ କରି ଟାଇଟଲ୍ ଦଖଲ କରିଛନ୍ତି। ସାତ୍ତ୍ଵିକ-ଚିରାଗ ଶେଟ୍ଟୀ ପ୍ରଥମ ଗେମ୍ ୧୭-୨୧ ରେ ହାରିଥିଲେ ମଧ୍ୟ ଦ୍ୱିତୀୟ ଗେମ୍ ୨୧-୧୩ ରେ ଜିତି ମ୍ୟାଚକୁ ଫେରି ଆସିଥିଲେ। ନିର୍ଣ୍ଣାୟକ ଗେମରେ, ଭାରତୀୟ ଯୋଡି ଚମତ୍କାର ଖେଳି ୨୧-୧୪ ରେ ସମାପ୍ତ କରିଥିଲେ ଏବଂ ଟାଇଟଲ୍ ମଧ୍ୟ ଜିତିଥିଲେ। ଏହା ହେଉଛି ସାତ୍ତ୍ଵିକ-ଚିରାଗଙ୍କ ତୃତୀୟ ସୁପର ୫୦୦ ଟାଇଟଲ୍ ବିଜୟ।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଆସିଲେ ନେପାଳ ପ୍ରଧାନମନ୍ତ୍ରୀ: ଜାଣନ୍ତୁ ତାଙ୍କର ପ୍ରଥମ ଗସ୍ତ କାହିଁକି ଐତିହାସିକ?

November 22, 2026

“ଏନଡିଏ ସରକାରରେ ଚାରା ଘୋଟାଲାଠାରୁ ଆହୁରି ବଡ଼ ଲୁଟ୍”: ପ୍ରଶାନ୍ତ କିଶୋରଙ୍କ ଦାବି

November 22, 2026

ବାଂଲାଦେଶରେ ପୁଣି ହିଂସା!: ୨୦୦ ହିନ୍ଦୁ ପରିବାରଙ୍କ ଘର ପୋଡ଼ି ଦିଆଯାଇଥିବା ଦାବି

November 22, 2026

ଡ୍ରୋନ୍‌ ମାଡ଼ରେ ଜଳିଲା ରୁଷୀୟ ଜାହାଜ; ସୀମାରେ ସତର୍କତା ବଢ଼ାଇଲା ଫିନଲାଣ୍ଡ

November 22, 2026
Latest News

ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ବାଣପୁର ଓ ବାଲୁଗାଁ ଶାଖା ଦ୍ୱାରା ନୈପୂଣ୍ୟ ବର୍ଗ ପାଳିତ

November 22, 2026

ଭାରତ ଆସିଲେ ନେପାଳ ପ୍ରଧାନମନ୍ତ୍ରୀ: ଜାଣନ୍ତୁ ତାଙ୍କର ପ୍ରଥମ ଗସ୍ତ କାହିଁକି ଐତିହାସିକ?

November 22, 2026

“ଏନଡିଏ ସରକାରରେ ଚାରା ଘୋଟାଲାଠାରୁ ଆହୁରି ବଡ଼ ଲୁଟ୍”: ପ୍ରଶାନ୍ତ କିଶୋରଙ୍କ ଦାବି

November 22, 2026

ବାଣପୁର ରଙ୍କନାଥ ମନ୍ଦିର ପ୍ରାଙ୍ଗଣରେ ପବିତ୍ର ଅଷ୍ଟପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

November 22, 2026

ବାଂଲାଦେଶରେ ପୁଣି ହିଂସା!: ୨୦୦ ହିନ୍ଦୁ ପରିବାରଙ୍କ ଘର ପୋଡ଼ି ଦିଆଯାଇଥିବା ଦାବି

November 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.