Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚୋରା ମାଦକ ଦ୍ରବ୍ୟ ଜବତ ସହ ୩ ଗିରଫ
ଆଜିର ଖବର

ଚୋରା ମାଦକ ଦ୍ରବ୍ୟ ଜବତ ସହ ୩ ଗିରଫ

July 26, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ଜାନୁଆରୀ ୨୬ ପୂର୍ବରୁ ବଡ଼ ଆତଙ୍କବାଦୀ ଯୋଜନାର ପର୍ଦ୍ଦାଫାଶ, ୨.୫ କିଲୋଗ୍ରାମ RDX ସହିତ ୪ ଗିରଫ
ଜାନୁଆରୀ ୨୬ ପୂର୍ବରୁ ବଡ଼ ଆତଙ୍କବାଦୀ ଯୋଜନାର ପର୍ଦ୍ଦାଫାଶ, ୨.୫ କିଲୋଗ୍ରାମ RDX ସହିତ ୪ ଗିରଫ

କୁଜଙ୍ଗ: କୁଜଙ୍ଗ ପୁଲିସ ଗତକାଲି ବିଭିନ୍ନ ସ୍ଥାନରେ ଚଢାଉ କରି ଛଅ କିଲୋ ଗଞ୍ଜେଇ ଓ ୧୦ ଲିଟରରୁ ଉର୍ଦ୍ଧ ବିଦେଶୀ ମଦ ଯବତ କରିଛି। କୁଜଙ୍ଗ ବଜାର ତାଳଦଣ୍ଡା କେନାଲ ବନ୍ଧରୁ କୁଜଙ୍ଗ ପୁଲିସ ୩କିଗ୍ରାର ବିପୁଳ ଗଞ୍ଜାଇ ଜବତ କରିବା ସହିତ ଜଣେ ବେପାରୀ ପ୍ରଦୀପ ପରିଡା (୪୫)ଙ୍କୁ ଗିରଫ କରିଛି। କୁଜଙ୍ଗ ଅଞ୍ଚଳର ଏହି ବ୍ୟକ୍ତି କନାଲ ପାଶ୍ୱର୍ରେ କାରବାର କରୁଥିବା ବେଳେ ଥାନା ଅଧିକାରୀ କୌଣସି ଉପାୟରୁ ସୂଚନା ପାଇଁ ଏଏସ୍‌ଆଇ ବିଶ୍ୱଜିତ୍ ଗଡନାୟକଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣା ସ୍ଥଳରେ ଚଢାଉ କରି ୩ କିଗ୍ରା ଗଞ୍ଜାଇ ଜବତ ସ ଅଭିଯୁକ୍ତକୁ ଗିରଫ କରିଥିଲେ।

ଅନୁରୂପ ଭାବେ ପନ୍ଦରନମ୍ବର ବଜାରରେ ଏକ ତେଜରାତି ଦୋକାନରୁ ଏସ୍ ଆଇ ବିବେକାନନଦ ସାହୁ ଚଢାଉ କରି ଅଜୟ ସାହୁ (୫୪)ଙ୍କୁ ଗିରଫ କରିବା ସହ ୩ କିଗ୍ରା ଗଞ୍ଜାଇ ଜବତ କରିଛି। ସେହିପରିଭାବେ ଅନ୍ୟ ଏକ ଘଟଣା କ୍ରମରେ ପଙ୍କପାଳ ଅଞ୍ଚଳରୁ ମନୋଜ ଦାସ ଓରଫ ଲିଟୁ ନାମକ ଏକ ଯୁବକଙ୍କ ନିକଟରୁ ୧୦.୫ ଲିଟର ବିଦେଶୀ ମଦ ଜବତ କରିବା ସହିତ ସମ୍ପୃକ୍ତ ଯୁବକ ଲିଟୁଙ୍କୁ ପୁଲିସ ଥାନାରେ ଅଟକ ରଖିଛି। କୁଜଙ୍ଗ ପୁଲିସ ଏହି ନେଇ ଛାନଭିନ୍ ଚଳାଇଥିବା ବେଳେ କୁଜଙ୍ଗରେ ଚୋରା ମାଦକ ଦ୍ରବ୍ୟ କାରବାର ଓ ଅନ୍ୟାନ ଘଟଣାରେ ବିଭିନ୍ନ ଟ୍ରାକ ରେକଡ ଥିବା ୧୦୪ ଜଣଙ୍କ ନାମର ଏକ ସୂଚୀ ପ୍ରସ୍ତୁତି କରି ତାଙ୍କ ଉପରେ କଡା ନଜର ରଖିଛି।

କୁଜଙ୍ଗ ପୁଲିସ ଗିରଫ ତାଳଦଣ୍ଡା କେନାଲ ମାଦକ ଦ୍ରବ୍ୟ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କ ୧୭ତମ ଅଭିଯୋଗ ଶୁଣାଣି, ଯୋଗଦେଲେ ୫ ଜଣ ମନ୍ତ୍ରୀ

February 9, 2026

RSS କାର୍ଯ୍ୟକ୍ରମରେ ଯୋଗ ଦେଲେ ରୂପାଲି ଗାଙ୍ଗୁଲି: ଫଟୋ ସେୟାର କରି ବ୍ୟକ୍ତ କଲେ ଖୁସି

February 9, 2026

ବଡ଼ମାଳ ମହୋତ୍ସବ ଦହନା: ଦର୍ଶକଙ୍କୁ ବାନ୍ଧି ରଖିଲା ହସ୍ୟକବିଙ୍କ ବ୍ୟଙ୍ଗ, ନାଚ ଗୀତରେ ଦୁଲୁକିଲା ମଞ୍ଚ

February 9, 2026

ଅନ୍ଧାରରେ ବୁଡ଼ିଯିବ ବାଂଲାଦେଶ?: ବିଦ୍ୟୁତ୍ ଯୋଗାଣ ବନ୍ଦ କରିବାକୁ ଧମକ ଦେଲା ଆଦାନୀ ଗ୍ରୁପ୍

February 9, 2026
Latest News

ମୁଖ୍ୟମନ୍ତ୍ରୀଙ୍କ ୧୭ତମ ଅଭିଯୋଗ ଶୁଣାଣି, ଯୋଗଦେଲେ ୫ ଜଣ ମନ୍ତ୍ରୀ

February 9, 2026

RSS କାର୍ଯ୍ୟକ୍ରମରେ ଯୋଗ ଦେଲେ ରୂପାଲି ଗାଙ୍ଗୁଲି: ଫଟୋ ସେୟାର କରି ବ୍ୟକ୍ତ କଲେ ଖୁସି

February 9, 2026

ବଡ଼ମାଳ ମହୋତ୍ସବ ଦହନା: ଦର୍ଶକଙ୍କୁ ବାନ୍ଧି ରଖିଲା ହସ୍ୟକବିଙ୍କ ବ୍ୟଙ୍ଗ, ନାଚ ଗୀତରେ ଦୁଲୁକିଲା ମଞ୍ଚ

February 9, 2026

ଅନ୍ଧାରରେ ବୁଡ଼ିଯିବ ବାଂଲାଦେଶ?: ବିଦ୍ୟୁତ୍ ଯୋଗାଣ ବନ୍ଦ କରିବାକୁ ଧମକ ଦେଲା ଆଦାନୀ ଗ୍ରୁପ୍

February 9, 2026

ପାକିସ୍ତାନର ୟୁ-ଟର୍ଣ୍ଣ: ଟି୨୦ ବିଶ୍ୱକପରେ ଭାରତ ସହିତ ଖେଳିବାକୁ ରାଜି

February 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.