Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଥାନାରେ ୧୯ ଜଣ ନୂଆ ଏଏସଆଇଙ୍କୁ ନିଯୁକ୍ତି
ଆଜିର ଖବର

ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଥାନାରେ ୧୯ ଜଣ ନୂଆ ଏଏସଆଇଙ୍କୁ ନିଯୁକ୍ତି

July 27, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ଖୋର୍ଦ୍ଧା ଜିଲ୍ଲା ପୋଲିସରେ ବଡ ଧରଣର ଅଦଳବଦଳ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପୋଲିସରେ ଏଏସଆଇ ସ୍ତରରେ ଆଜି ୧୯ଜଣ ଅଧିକାରୀଙ୍କ ନୂତନ ପୋଷ୍ଟିଙ୍ଗ ହୋଇଛି। ଏସପି ସିଦ୍ଧାର୍ଥ କଟାରିଆ ଙ୍କ ଅନୁମୋଦନ କ୍ରମେ ନୂତନ ଭାବେ ଖୋର୍ଦ୍ଧା ଜିଲ୍ଲା ପୋଲିସକୁ ପୋଷ୍ଟିଙ୍ଗ ପାଇଥିବା ୧୯ ଜଣ ଏଏସଆଇ ଙ୍କୁ ବିଭିନ୍ନ ଥାନାରେ ପୋଷ୍ଟିଙ୍ଗ ଦିଆଯାଇଛି।

ଅନୁରୂପ ଭାବେ ଜଣେ ଏସଆଇ ଏବଂ ୬ ଜଣ ଏଏସଆଇ ଙ୍କ ବଦଳି ମଧ୍ୟ ହୋଇଛି। ଖୋର୍ଦ୍ଧା କୋର୍ଟ ଏସଆଇ ବିଜୟ କୁମାର ଜେନାଙ୍କ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି ହୋଇଛି। ବାଣପୁର ଥାନା ଏଏସଆଇ ଗଙ୍ଗାଧର ହେମ୍ବ୍ରମଙ୍କ ଖୋର୍ଦ୍ଧା ଟାଉନ ଥାନା,ସିକୋ ଫାଣ୍ଡି ଏଏସଆଇ ପ୍ରମୋଦ କୁମାର ଦଳେଇ ଙ୍କ ଜଙ୍କିଆ ଥାନା,ବେଗୁନିଆ ଥାନା ଏଏସଆଇ ସରୋଜ କୁମାର ସେନାପତି ଙ୍କ ଗଡ଼ମାଣିତ୍ରି ବିଟ ହାଉସ,ଧଳାପଥର ଫାଣ୍ଡି ଏଏସଆଇ ଶରତ କୁମାର ବେହେରାଙ୍କ ନିରାକାରପୁର ଥାନା,ଟାଉନ ଥାନା ଏଏସଆଇ ବିଷ୍ଣୁ ଚରଣ ମଲ୍ଲୀକଙ୍କ ଟାଙ୍ଗୀ ଥାନାକୁ ବଦଳି ହୋଇଛି।

ସେହିପରି ଭାବେ ଜିଲ୍ଲା ପୋଲିସ ମୁଖ୍ୟାଳୟ ସିସିଟିଏନଏସ ଟ୍ରେନିଙ୍ଗ ବିଭାଗରେ ଥିବା ନୂତନ ଏଏସଆଇ ମୁରଲୀଧର ସାହୁଙ୍କ ଜଙ୍କିଆ ଥାନା,ପଙ୍କଜ କୁମାର ଗୌଡ଼ଙ୍କ ବାଲୁଗାଁ ଏସଡ଼ିପିଓ ଅଫିସ,ବାବୁଲା ମଲ୍ଲିକଙ୍କ ବାଲୁଗାଁ ଥାନା,ବାସୁମତି ସାହୁଙ୍କ ବାଣପୁର ଥାନା,ଏସ. ପୂର୍ଣ୍ଣ ଚନ୍ଦ୍ର ରେଡ୍ଡୀଙ୍କ ବାଣପୁର ଥାନା,ସଞ୍ଜୟ କୁମାର ପାତ୍ରଙ୍କ ବାଣପୁର ଥାନା,ସୁକାନ୍ତ କୁମାର ପଟ୍ଟନାୟକ ଙ୍କ ନାଭାଲ ଫାଣ୍ଡି,ଅନିରୁଦ୍ଧ ସାମନ୍ତରାୟଙ୍କ ବେଗୁନିଆ ଥାନା,ସୁଶାନ୍ତ କୁମାର ମଲ୍ଲିକଙ୍କ ଧଳାପଥର ଫାଣ୍ଡି,ଉମାଶଙ୍କର ନାୟକଙ୍କ ବାଙ୍କୋଇ ଫାଣ୍ଡି,ସୁବାସ ଚନ୍ଦ୍ର ସାହୁଙ୍କ ଖୋର୍ଦ୍ଧା ଏସଡ଼ିପିଓ ଅଫିସ,ବିରଞ୍ଚି ନାରାୟଣ ମହାରଣାଙ୍କ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡି,ବିଚିତ୍ରାନନ୍ଦ ବରାଳଙ୍କ ଖୋର୍ଦ୍ଧା କୋର୍ଟ,ମଙ୍ଗଳ ପ୍ରସନ୍ନ ଜେନାଙ୍କ ଜଙ୍କିଆ ଥାନା,ମଞ୍ଜିତ ଏକ୍କାଙ୍କ ଟାଉନ ଥାନା,ଅନିଲ କୁମାର ନାୟକଙ୍କ ବାଣପୁର ଥାନା,ଚନ୍ଦ୍ରମଣି ସାହୁଙ୍କ ନାଚୁଣୀ ଥାନା,ଜଗନ୍ନାଥ ପୂଜାରୀଙ୍କ ବେଗୁନିଆ ଥାନା ଏବଂ ମନ୍ମଥ କୁମାର ନାଥ ଙ୍କ ବାଘମାରି ଥାନାକୁ ନିଯୁକ୍ତି ହୋଇଛି।

ଖୋର୍ଦ୍ଧା ପୋଲିସ
Share. Facebook Twitter LinkedIn Email WhatsApp Copy Link

Related Posts

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026
Latest News

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.