Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁରୀ-ପାଟନା ଓ ଭୁବନେଶ୍ୱର-ଧାନବାଦ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଚଳାଚଳର ସେବା ବୃଦ୍ଧି
ଆଜିର ଖବର

ପୁରୀ-ପାଟନା ଓ ଭୁବନେଶ୍ୱର-ଧାନବାଦ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଚଳାଚଳର ସେବା ବୃଦ୍ଧି

August 20, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
Puri
ପୂର୍ବତଟ ରେଳପଥ ପକ୍ଷରୁ ପୁରୀ–ସୋଲାପୁର ସ୍ପେଶାଲ୍ ଏକ୍ସପ୍ରେସ୍ ଟ୍ରେନ

ଭୁବନେଶ୍ଵର: ପୁରୀ-ପାଟନା-ପୁରୀ ସ୍ପେଶାଲ ଏବଂ ଭୁବନେଶ୍ୱର-ଧାନବାଦ-ଭୁବନେଶ୍ୱର ଏକ୍ସପ୍ରେସର ସେବାକୁ ଅକ୍ଟୋବର 2023 ର ଶେଷ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଯାତ୍ରୀ ସଂରଚନା ପରିଚାଳନା ସମୀକ୍ଷା କରିବା ସହିତ ଯାତ୍ରୀ ମାନଙ୍କ ଦାବିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ଶନିବାର ଦିନ ପୁରୀରୁ ଛାଡୁଥିବା 08439 ପୁରୀ-ପାଟନା ସ୍ପେଶାଲ୍ ଚଳାଚଳ ସେବାକୁ 28 ଅକ୍ଟୋବର 2023 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଫେରିବା ମାର୍ଗରେ ରବିବାର ଦିନ ପାଟନାରୁ ଛାଡୁଥିବା 08440 ପାଟନା-ପୁରୀ ସ୍ପେଶାଲ ଚଳାଚଳ ସେବାକୁ 29 ଅକ୍ଟୋବର 2023 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ସେହିଭଳି ଭୁବନେଶ୍ୱରରୁ ପ୍ରତିଦିନ ଛାଡୁଥିବା 02832 ଭୁବନେଶ୍ୱର-ଧାନବାଦ ସ୍ପେଶାଲ ଚଳାଚଳ ସେବାକୁ 31 ଅକ୍ଟୋବର 2023 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବାବେଳେ ଫେରିବା ମାର୍ଗରେ ଧାନବାଦରୁ ଛାଡୁଥିବା 02831 ଧାନବାଦ-ଭୁବନେଶ୍ୱର ସ୍ପେଶାଲ୍ ଚଳାଚଳ ସେବାକୁ 1 ନଭେମ୍ବର 2023 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଅଛି।

ଉପରୋକ୍ତ ଟ୍ରେନ୍ ଦ୍ବୟ ପାଇଁ ନିର୍ଦ୍ଧାରିତ ସମୟ ସାରଣୀ ଏବଂ ଷ୍ଟେସନ ମାନଙ୍କ ଠାରେ ସ୍ଥିରୀକୃତ ରହଣି ଅପରିବର୍ତ୍ତିତ ରହିବ।

ପୁରୀ-ପାଟନା ସ୍ୱତନ୍ତ୍ର ଟ୍ରେନ
Share. Facebook Twitter LinkedIn Email WhatsApp Copy Link

Related Posts

ଯମୁନା ଏକ୍ସପ୍ରେସୱେରେ ଚଳନ୍ତା ସ୍ଲିପର ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, ୯ ଯାତ୍ରୀ ମୃତ

September 24, 2026

ପାର୍ବଣ ପୂର୍ବରୁ ଖାଦ୍ୟ ତେଲ ଉପରେ ବଡ଼ ନିଷ୍ପତ୍ତି: ଆମଦାନୀ ଶୁଳ୍କ କମାଇଲେ ସରକାର; ଶସ୍ତା ହେବ କି ତେଲ?

September 24, 2026

‘ମାଇଁ ଭାରତ’ରେ ୩ ବର୍ଷରୁ କମ୍ ସମୟରେ ୩ କୋଟିରୁ ଅଧିକ ପଞ୍ଜୀକୃତ

September 24, 2026

ଉଗ୍ର ହେଉଛି ଆଫଗାନ୍‌-ପାକ୍‌ ସୀମା ବିବାଦ: ୮ଟି ତାଲିବାନୀ ଡ୍ରୋନ୍‌ ଖସାଇଲା ପାକିସ୍ତାନ ସେନା

September 24, 2026
Latest News

ଯମୁନା ଏକ୍ସପ୍ରେସୱେରେ ଚଳନ୍ତା ସ୍ଲିପର ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, ୯ ଯାତ୍ରୀ ମୃତ

September 24, 2026

ପାର୍ବଣ ପୂର୍ବରୁ ଖାଦ୍ୟ ତେଲ ଉପରେ ବଡ଼ ନିଷ୍ପତ୍ତି: ଆମଦାନୀ ଶୁଳ୍କ କମାଇଲେ ସରକାର; ଶସ୍ତା ହେବ କି ତେଲ?

September 24, 2026

‘ମାଇଁ ଭାରତ’ରେ ୩ ବର୍ଷରୁ କମ୍ ସମୟରେ ୩ କୋଟିରୁ ଅଧିକ ପଞ୍ଜୀକୃତ

September 24, 2026

ହୋମିଓପ୍ୟାଥି ଔଷଧ କାହିଁକି ଲାଗେ ମିଠା? ଜାଣନ୍ତୁ ଏହାର କାରଣ ଓ ଅଜଣା କଥା

September 24, 2026

ଉଗ୍ର ହେଉଛି ଆଫଗାନ୍‌-ପାକ୍‌ ସୀମା ବିବାଦ: ୮ଟି ତାଲିବାନୀ ଡ୍ରୋନ୍‌ ଖସାଇଲା ପାକିସ୍ତାନ ସେନା

September 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.