Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଦିତ୍ୟ-ଏଲ୧: ସେପ୍ଟେମ୍ବର ୨ରେ ଉତକ୍ଷେପଣ ହେବ ଇସ୍ରୋର ସୂର୍ଯ୍ୟ ଅଭିଯାନ
ଆଜିର ଖବର

ଆଦିତ୍ୟ-ଏଲ୧: ସେପ୍ଟେମ୍ବର ୨ରେ ଉତକ୍ଷେପଣ ହେବ ଇସ୍ରୋର ସୂର୍ଯ୍ୟ ଅଭିଯାନ

August 28, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆସନ୍ତା ମାସରେ ସୂର୍ଯ୍ୟ ଆଦିତ୍ୟ-ଏଲ୍-୧ ଉପରେ ଅଧ୍ୟୟନ କରିବା ପାଇଁ ଭାରତ ନିଜର ପ୍ରଥମ ଅଭିଯାନ ଆରମ୍ଭ କରିବ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଅନୁଯାୟୀ, ଆଦିତ୍ୟ-ଏଲ୧କୁ ସେପ୍ଟେମ୍ବର ୨, ୨୦୨୩ ପୂର୍ବାହ୍ନ ୧୧ଟା ୫୦ରେ ଉତକ୍ଷେପଣ କରାଯିବ।

ସୋମବାର ଇସ୍ରୋ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଦିତ୍ୟ ଏଲ୍ ୧ ହେଉଛି ପ୍ରଥମ ମହାକାଶ ଭିତ୍ତିକ ଭାରତୀୟ ପରୀକ୍ଷାଗାର ଯିଏ ସୂର୍ଯ୍ୟଉପରେ ଅଧ୍ୟୟନ କରିବ। ସୂର୍ଯ୍ୟଙ୍କ ଚାରିପଟେ ସୃଷ୍ଟି ହେଉଥିବା କରୋନାର ରିମୋଟ୍ ପର୍ଯ୍ୟବେକ୍ଷଣ ପାଇଁ ଏହାକୁ ଡିଜାଇନ୍ କରାଯାଇଛି।

ସୂର୍ଯ୍ୟ-ପୃଥିବୀର ଲାଗ୍ରାଙ୍ଗିଆନ୍ ବିନ୍ଦୁରେ ରହି ଆଦିତ୍ୟ ୟାନ୍ ସୂର୍ଯ୍ୟ ଉପରେ ଉଠୁଥିବା ଝଡ଼କୁ ବୁଝିପାରିବ । ଏହି ବିନ୍ଦୁ ପୃଥିବୀଠାରୁ ପ୍ରାୟ ୧୫ ନିୟୁତ କିଲୋମିଟର ଦୂରରେ ଅବସ୍ଥିତ। ଏଠାରେ ପହଞ୍ଚିବା ପାଇଁ ପ୍ରାୟ ୧୨୦ ଦିନ ଅର୍ଥାତ୍ ୪ ମାସ ସମୟ ଲାଗିବ।
ଶ୍ରୀହରିକୋଟାର ଗ୍ୟାଲେରୀରୁ ଆଦିତ୍ୟ-ଏଲ୧ ମିଶନର ଉତକ୍ଷେପଣ ଦେଖିବାକୁ ଚାହୁଁଥିବା ନାଗରିକଙ୍କ ପାଇଁ ଇସ୍ରୋ ପଞ୍ଜୀକରଣ କରିବ। ଖୁବ୍ ଶୀଘ୍ର ପଞ୍ଜୀକରଣ ଆରମ୍ଭ ହେବ।

ଆଦିତ୍ୟ-ଏଲ୧ ଇସ୍ରୋ ଶ୍ରୀହରିକୋଟା ସେପ୍ଟେମ୍ବର 2
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Latest News

ଆଜି ମଇ ୧୩ ତାରିଖରେ ଏହି ସାତୋଟି ରାଶି ପାଇଁ ରହିଛି ଅନୁକୂଳ ପରିବେଶ

May 13, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.