Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟର ୨୨ ଟି ପୌରାଂଚଳ ଓ ଏନଏସିରେ ନିଯୁକ୍ତି ହେଲେ ନୂଆ କାର୍ଯ୍ୟନିର୍ବାହୀ ଅଧିକାରୀ
ଆଜିର ଖବର

ରାଜ୍ୟର ୨୨ ଟି ପୌରାଂଚଳ ଓ ଏନଏସିରେ ନିଯୁକ୍ତି ହେଲେ ନୂଆ କାର୍ଯ୍ୟନିର୍ବାହୀ ଅଧିକାରୀ

September 8, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଗୁରୁବାର ଦିନ ରାଜ୍ୟର ୨୨ ଟି ପୌରାଂଚଳ ଓ ଏନଏସିରେ ନୂଆ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିଯୁକ୍ତି ମିଳିଛି। ଏନେଇ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ଆସନ୍ତୁ ଜାଣିବା କେଉଁ ପୌରାଂଚଳ ଓ ଏନଏସି ପାଇଁ କିଏ ନୂଆ ନିଯୁକ୍ତି ପାଇଛନ୍ତି।

୧- କଳାହାଣ୍ଡି- ଶରତ ଚନ୍ଦ୍ର ସାହୁ- ଆସିଷ୍ଟାଣ୍ଟ କଲେକ୍ଟର

୨- ଭୁବନେଶ୍ୱର ମହାନଗର ନିଗମ- ଓଏଏସ୍ ଜୟଶ୍ରୀ ବେଉରା- ଅତିରିକ୍ତ କମିଶନର

୩- କଟକ ମହାନଗର ନିଗମ- ଓଏଏସ୍ ସୋନା ଟୁଡ଼ୁ- ଅତିରିକ୍ତ କମିଶନର

୪- ବ୍ରହ୍ମପୁର ମହାନଗର ନିଗମ- ଓଏଏସ୍ ରମେଶ ହାସଦା- ଅତିରିକ୍ତ କମିଶନର

୫- ସମ୍ବଲପୁର ମହାନଗର ନିଗମ- ଓଏଏସ୍ ସରୋଜିନୀ ପ୍ରସାଦ କୁଲୁ- ଅତିରିକ୍ତ କମିଶନର

୬- ଅନୁଗୁଳ ମ୍ୟୁନିସପାଲଟି- ଓଏଏସ୍ ପ୍ରଶାନ୍ତ କୁମାର ନାୟକ- କାର୍ଯ୍ୟନିର୍ବାହୀ ଅଧିକାରୀ

୭- ସମ୍ବଲପୁର ମହାନଗର ନିଗମ- ସୁନୀଲ କୁମାର କେର୍କଟା- ଅତିରିକ୍ତ କମିଶନର

୮- ବରଗଡ଼ ମ୍ୟୁନିସପାଲଟି- ହରପ୍ରସାଦ ଭୋଇ- କାର୍ଯ୍ୟନିର୍ବାହୀ ଅଧିକାରୀ

୯- ସୁନ୍ଦରଗଡ଼ ମ୍ୟୁନିସପାଲଟି- ବିକାଶ ମୁଣ୍ଡାରୀ- କାର୍ଯ୍ୟନିର୍ବାହୀ ଅଧିକାରୀ

୧୦- ବୌଦ୍ଧ ମ୍ୟୁନିସପାଲଟି- ଅଶୋକ କୁମାର ବେହେରା- କାର୍ଯ୍ୟନିର୍ବାହୀ ଅଧିକାରୀ

୧୧- ଦେବଗଡ଼ ମ୍ୟୁନିସପାଲଟି- ବିରଂଚି ଧରୁଆ- କାର୍ଯ୍ୟନିର୍ବାହୀ ଅଧିକାରୀ

୧୨- ଯୋଡ଼ା ମ୍ୟୁନିସପାଲଟି- ମଧୁସ୍ମିତା ସିଂହ- କାର୍ଯ୍ୟନିର୍ବାହୀ ଅଧିକାରୀ

୧୩- ସୋନପୁର ମ୍ୟୁନିସପାଲଟି- ମନୋରଞ୍ଜନ ପଣ୍ଡା- କାର୍ଯ୍ୟନିର୍ବାହୀ ଅଧିକାରୀ

୧୪- ଭବାନୀପାଟଣା ମ୍ୟୁନିସପାଲଟି- ନିରଞ୍ଜନ କୁମାର ଧଳ- କାର୍ଯ୍ୟନିର୍ବାହୀ ଅଧିକାରୀ

ଏନଏସି:

୧- ଖରିଆର ଏନଏସି- ପ୍ରମୋଦ କୁମାର ଖିଲୋ

୨- ଧର୍ମଗଡ଼ ଏନଏଏସି- ଜୟସେନ୍ ଧରୁଆ

୩- କୋଣାର୍କ ଏନଏସି- ଶ୍ୱେତପଦ୍ମା ଧଳ

୪- ରେଢ଼ାଖୋଲ ଏନଏସି- ଶୋଭନ କୁମାର ବେହେରା

୫- କଂଟାବାଞ୍ଜି ଏନଏସି- ଗିରିଜା ଶଙ୍କର ମଲ୍ଲିକ

୬- ତୁଷୁରା ଏନଏସି- ଚିନ୍ମୟ ଆଚାର୍ଯ୍ୟ

୭- ଓଡ଼ଗାଁ ଏନଏସି- ଦୁଃଶାସନ ସ୍ୱାଇଁ

୮- ଉଦଳା ଏନଏସି- ଜଗନ୍ନାଥ ବେହେରା

୯- ତରଭା ଏନଏସି- ଲକ୍ଷ୍ମୀକାନ୍ତ ମଲ୍ଲିକଙ୍କୁ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି।

ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଯୁବକଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର

September 13, 2026

ସମ୍ବଲପୁରରେ ଅପରାଧୀ ଇରଫାନକୁ ପୁଲିସ ଏନକାଉଣ୍ଟର

September 13, 2026

Ganesh Puja 2026: ଆସନ୍ତାକାଲି ଗଣେଷ ପୂଜା, ପ୍ରଭୃଙ୍କ ପାଖରେ ଲାଗି କରନ୍ତୁ ଏହି ଭୋଗ

September 13, 2026

ନିମାପଡାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପ ମୁଖ୍ୟମନ୍ତ୍ରୀ

September 13, 2026
Latest News

ଯୁବକଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର

September 13, 2026

ସମ୍ବଲପୁରରେ ଅପରାଧୀ ଇରଫାନକୁ ପୁଲିସ ଏନକାଉଣ୍ଟର

September 13, 2026

Ganesh Puja 2026: ଆସନ୍ତାକାଲି ଗଣେଷ ପୂଜା, ପ୍ରଭୃଙ୍କ ପାଖରେ ଲାଗି କରନ୍ତୁ ଏହି ଭୋଗ

September 13, 2026

ନିମାପଡାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପ ମୁଖ୍ୟମନ୍ତ୍ରୀ

September 13, 2026

ଚାଷୀଙ୍କ ପାଇଁ କ୍ରଣ୍ଟାକ୍ଟ ଫାର୍ମିଂ କେତେ ଲାଭଦାୟକ?: ଦାମଠାରୁ ଚୁକ୍ତିର ସର୍ତ୍ତ ଯାଏଁ ଜାଣନ୍ତୁ ସବୁକିଛି

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.