Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଟୋ ସହ ଧଳା ଜହର ଜବତ୍, ଦୁଇ ଅଟକ
ଆଜିର ଖବର

ଅଟୋ ସହ ଧଳା ଜହର ଜବତ୍, ଦୁଇ ଅଟକ

September 19, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ ଆଜି ବିଜିପୁର ସନ୍ତୋଷୀ ମାଁ ମନ୍ଦିର ନିକଟରୁ ଧଳା ଜହର ଜବତ କରିଛି। ଏହି ମାମଲାରେ ଦୁଇଜଣ ଧଳା ଜହର ବେପାରୀଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, ବିଜିପୁର ସନ୍ତୋଷୀ ମାଁ ମନ୍ଦିର ନିକଟରେ ଦୁଇ ଜଣ ଯୁବକ ଧଳା ଜହର ଧରି ବିକ୍ରି ପାଇଁ ଅପେକ୍ଷା କରିଥିଲେ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ନୀରିକ୍ଷକ ଗୀତାଞ୍ଜଳି ସାହୁଙ୍କ ନେତୃତ୍ୱରେ ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣ ଯୁବକଙ୍କୁ କାବୁ କରିଥିଲା। ତଲାସୀ ନେବା ବେଳେ ତାଙ୍କ ଠାରୁ ୪୭ ଗ୍ରାମ ଧଳା ଜହର, ଗୋଟିଏ ଅଟୋ ଓ ନଗଦ ଦୁଇ ହଜାର ୪ ଶହ ଟଙ୍କା ଜବତ କରାଯାଇଥିଲା।

ଜବତ ଧଳା ଜହର, ଅଟୋ ଓ ନଗଦ ଟଙ୍କା ସମୁଦାୟ ୫ ଲକ୍ଷ ହେବ ବୋଲି ନୀରିକ୍ଷକଙ୍କ ଠାରୁ ପ୍ରକାଶ। ଏହି ଧଳା ଜହର କେଉଁଠାରୁ ଆସୁଛି, ତା ଉପରେ ଅନୁସନ୍ଧାନ ଚାଲିଛି ବୋଲି ନୀରିକ୍ଷକ କହିଛନ୍ତି।

ଦୁଇ ଅଟକ
Share. Facebook Twitter LinkedIn Email WhatsApp Copy Link

Related Posts

ରଥଖଳାରୁ : ସାରିଲା ନାହାକା ଚକ କାମ

May 5, 2026

ମାତ୍ର ଗୋଟିଏ ଭୋଟ ବି ଭାଗ୍ୟ ବଦଳାଇ ଦିଏ

May 5, 2026

ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ ତିନିଦିନିଆ ଗୁଜରାଟ ଗସ୍ତ

May 5, 2026

ମେ ୭ ତାରିଖରେ ବିହାର କ୍ୟାବିନେଟ୍ ସମ୍ପ୍ରସାରଣ: ଜାଣନ୍ତୁ କେଉଁ ଦଳରୁ କେତେ ମନ୍ତ୍ରୀ?

May 5, 2026
Latest News

ବଙ୍ଗଳାରେ କିପରି ଭୁଶୁଡ଼ି ପଡ଼ିଲା ମମତା ବାନାର୍ଜୀଙ୍କ ଦୁର୍ଗ?: ଜାଣନ୍ତୁ ଏହି ପାଞ୍ଚଟି ପ୍ରମୁଖ କାରଣ

May 5, 2026

ରଥଖଳାରୁ : ସାରିଲା ନାହାକା ଚକ କାମ

May 5, 2026

ମାତ୍ର ଗୋଟିଏ ଭୋଟ ବି ଭାଗ୍ୟ ବଦଳାଇ ଦିଏ

May 5, 2026

ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ ତିନିଦିନିଆ ଗୁଜରାଟ ଗସ୍ତ

May 5, 2026

ମେ ୭ ତାରିଖରେ ବିହାର କ୍ୟାବିନେଟ୍ ସମ୍ପ୍ରସାରଣ: ଜାଣନ୍ତୁ କେଉଁ ଦଳରୁ କେତେ ମନ୍ତ୍ରୀ?

May 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.