Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୨୦୦ ପଏଣ୍ଟ ବଢିଲା ସେନସେକ୍ସ : ବେଦାନ୍ତ ଓ ଏସ୍‌ବିଆଇର ଭଲ ପ୍ରଦର୍ଶନ
ଆଜିର ଖବର

୨୦୦ ପଏଣ୍ଟ ବଢିଲା ସେନସେକ୍ସ : ବେଦାନ୍ତ ଓ ଏସ୍‌ବିଆଇର ଭଲ ପ୍ରଦର୍ଶନ

June 7, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସପ୍ତାହର ଅନ୍ତିମ ବ୍ୟବସାୟିକ ଦିନରେ ସେନସେକ୍ସ ଓ ନିଫ୍‌ଟି ଭଲ ପ୍ରଦର୍ଶନ କରିଛନ୍ତି। ସେନ୍‌ସେକ୍ସ ୨୦୦ ପଏଣ୍ଟ ବଢିଥିବା ବେଳେ ନିଫ୍‌ଟୀ ୩୪ ପଏଣ୍ଟ ବଢିଛି। ଗତକାଲି ଆର୍‌ବିଆଇର ରେପୋରେଟ୍‌ ହ୍ରାସ ପଦକ୍ଷେପ ନିବେଶକଙ୍କୁ ଆକୃଷ୍ଟ କରି ପାରିନଥିଲା ଫଳରେ ଭାରତୀୟ ଶେୟାର ବଜାର ୫୫୩.୮୨ ପଏଣ୍ଟ ତଳକୁ ଖସି ଯାଇଥିଲା। ସେନ୍‌ସେକ୍ସ ୨୧୧.୦୪ ପଏଣ୍ଟ ବୃଦ୍ଧି ସହିତ ୩୯୩୧୮.୬୮ ପଏଣ୍ଟରେ ରହିଥିବା ବେଳେ ନିଫ୍‌ଟି ୩୪.୨୫ ପଏଣ୍ଟ ବୃଦ୍ଧି ସହିତ ୧୧୮୦୯.୫୦ ପଏଣ୍ଟରେ ପହଞ୍ଚିଛି। ବେଦାନ୍ତ, ଏସ୍‌ବିଆଇ, ଇନ୍‌ଫୋସିସ୍‌, ଏଲ୍‌ ଆଣ୍ଡ ଟି ଏବଂ ବଜାଜ ଫାଇନାନ୍ସ ଶ୍ରେଷ୍ଠ ଆୟକାରୀ କମ୍ପାନୀ ମଧ୍ୟରେ ରହିଥିବା ବେଳେ ଇଣ୍ଡସଇଣ୍ଡ ବ୍ୟାଙ୍କ, ସନ୍‌ ଫାର୍ମା, କୋଟାକ ଏବଂ ମାରୁତି ପ୍ରମୁଖ ସେୟାର ଗୁଡିକର ମୂଲ୍ୟରେ ହ୍ରାସ ଘଟିଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ଇଣ୍ଡିଗୋ ବିମାନ ସହ ଧକ୍କା ହେଲା ପକ୍ଷୀ: ହାଇଦ୍ରାବାଦରେ ଜରୁରୀକାଳୀନ ଅବତରଣ କଲେ ପାଇଲଟ୍

January 29, 2026

କେନ୍ଦ୍ର ସରକାରଙ୍କୁ ଝଟକା!: ନୂତନ UGC ନିୟମ ଉପରେ ସ୍ଥଗିତାଦେଶ ଜାରି କଲେ ସୁପ୍ରିମକୋର୍ଟ

January 29, 2026

ପଞ୍ଚଭୂତରେ ବିଲୀନ ହେଲେ ଅଜିତ ପାୱାର: “ଦାଦା ଅମର ରହେ” ଧ୍ୱନିରେ ପ୍ରକମ୍ପିତ ହେଲା ବିଦ୍ୟା ପ୍ରତିଷ୍ଠାନ

January 29, 2026

Chandigarh Mayor Election: ତ୍ରି-ମୁଖୀ ଲଢେଇରେ ବିଜେପି ବିଜୟୀ

January 29, 2026
Latest News

ଇଣ୍ଡିଗୋ ବିମାନ ସହ ଧକ୍କା ହେଲା ପକ୍ଷୀ: ହାଇଦ୍ରାବାଦରେ ଜରୁରୀକାଳୀନ ଅବତରଣ କଲେ ପାଇଲଟ୍

January 29, 2026

କେନ୍ଦ୍ର ସରକାରଙ୍କୁ ଝଟକା!: ନୂତନ UGC ନିୟମ ଉପରେ ସ୍ଥଗିତାଦେଶ ଜାରି କଲେ ସୁପ୍ରିମକୋର୍ଟ

January 29, 2026

ପଞ୍ଚଭୂତରେ ବିଲୀନ ହେଲେ ଅଜିତ ପାୱାର: “ଦାଦା ଅମର ରହେ” ଧ୍ୱନିରେ ପ୍ରକମ୍ପିତ ହେଲା ବିଦ୍ୟା ପ୍ରତିଷ୍ଠାନ

January 29, 2026

Chandigarh Mayor Election: ତ୍ରି-ମୁଖୀ ଲଢେଇରେ ବିଜେପି ବିଜୟୀ

January 29, 2026

ଟି-୨୦ ବିଶ୍ୱକପ୍ ପରେ ପ୍ରଶିକ୍ଷକ ପଦରୁ ହଟିବେ ଗୌତମ ଗମ୍ଭୀର?: ସ୍ପଷ୍ଟ କଲା ବିସିସିଆଇ 

January 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.