ଦୁର୍ଗାପୂଜାରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

Published: Oct 23, 2023, 7:32 am IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁର୍ଗାପୂଜାରେ ସମସ୍ତଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ସମସ୍ତଙ୍କ ସୁଖ ଓ ସ୍ୱାସ୍ଥ୍ୟପାଇଁ ଦେବୀଙ୍କୁ ପ୍ରାର୍ଥନା କରିଛନ୍ତି।

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି: ‘ଦେଶବ୍ୟାପୀ ମୋର ପରିବାରଜନଙ୍କୁ ଦୁର୍ଗାପୂଜାର ବହୁତ ସାରା ଶୁଭେଚ୍ଛା। ମା’ ଦୁର୍ଗା ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସୁଖୀ ଜୀବନରଆଶୀର୍ବାଦ ଦିଅନ୍ତୁ।’

Related posts