Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରାରମ୍ଭିକ ଗଣତିରେ ବିଜେପି ଆଗୁଆ: ଏହି ଦୁଇ ରାଜ୍ୟରୁ କଂଗ୍ରେସ ଠାରୁ ଖସିପାରେ କ୍ଷମତା
ଆଜିର ଖବର

ପ୍ରାରମ୍ଭିକ ଗଣତିରେ ବିଜେପି ଆଗୁଆ: ଏହି ଦୁଇ ରାଜ୍ୟରୁ କଂଗ୍ରେସ ଠାରୁ ଖସିପାରେ କ୍ଷମତା

December 3, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
BJPRally

ଭୁବନେଶ୍ଵର: ୫ ଟି ରାଜ୍ୟର ଭୋଟ ଗଣତି ଆଗକୁ ବଢିବା ସହିତ ରାଜନୈତିକ ଦଳର ନେତାମାନଙ୍କର ହୃଦସ୍ପନ୍ଦନ ବୃଦ୍ଧି ପାଉଛି। ୫ ଟି ରାଜ୍ୟ ମଧ୍ୟରୁ ୪ ଟି ରାଜ୍ୟରେ ଫଳାଫଳ ସାମ୍ନାକୁ ଆସୁଥିବା ବେଳେ ମିଜୋରମର ଫଳାଫଳ ବର୍ତ୍ତମାନ ହସ୍ତକ୍ଷେପ ହୋଇନାହିଁ।

ବର୍ତ୍ତମାନ ଟ୍ରେଣ୍ଡ ଅନୁଯାୟୀ, ବିଜେପି କୁ ଉକ୍ତ ୪ ଟି ରାଜ୍ୟ ମଧ୍ୟରୁ ୩ ଟି ରାଜ୍ୟରେ ଅଗ୍ରଣୀ ହାସଲ ହୋଇଥିବା ବେଳେ ତେଲେଙ୍ଗନାରେ ଶାସକ ବିଆରଏସ ଠାରୁ କଂଗ୍ରେସ ଆଗରେ ରହିଛି। ଯଦି ବର୍ତ୍ତମାନ ଟ୍ରେଣ୍ଡକୁ ଦେଖିବା, ତେବେ କଂଗ୍ରେସକୁ ତେଲେଙ୍ଗନାରେ ସଫଳତା ମିଳୁଥିବା ବେଳେ ଅନ୍ୟ ୩ ଟି ରାଜ୍ୟରେ କ୍ଷତି ହେଉଛି। ମଧ୍ୟପ୍ରଦେଶରେ ବିଜେପି ପୁଣି କ୍ଷମତା ରଖୁଥିବା ସମ୍ଭାବନା ଦେଖାଯାଉଥିବା ବେଳେ ରାଜସ୍ଥାନ ଏବଂ ଛତିଶଗଡରେ କଂଗ୍ରେସ ଠାରୁ ବିଜେପି କ୍ଷମତା ଛଡାଇ ଆଣୁଥିବା ପ୍ରାରମ୍ଭିକ ଟ୍ରେଣ୍ଡରେ ଜଣାପଡୁଛି। କିନ୍ତୁ ବର୍ତ୍ତମାନ ଏହି ସଂଖ୍ୟାକୁ ନେଇ କିଛି କୁହାଯାଇପାରିବ ନାହିଁ। କାରଣ ଗଣତି ପାଇଁ ଆଉ ଅନେକ ରାଉଣ୍ଡ ବାକି ରହିଛି।

ଛତିଶଗଡ (ମୋଟ ଆସନ-୯୦): ବିଜେପି-୪୯, କଂଗ୍ରେସ-୩୯, ଅନ୍ୟାନ୍ୟ- ୦୨

ମଧ୍ୟପ୍ରଦେଶ (ମୋଟ ଆସନ-୨୩୦): ବିଜେପି-୧୩୯, କଂଗ୍ରେସ-୯୦, ଅନ୍ୟାନ୍ୟ- ୦୧

ରାଜସ୍ଥାନ (ମୋଟ ଆସନ-୧୯୯): ବିଜେପି-୧୧୩, କଂଗ୍ରେସ-୭୦, ଅନ୍ୟାନ୍ୟ- ୧୬

ତେଲେଙ୍ଗନା (ମୋଟ ଆସନ-୧୧୯): ବିଜେପି-୦୯, କଂଗ୍ରେସ-୬୫, ବିଆରଏସ- ୪୧, ଅନ୍ୟାନ୍ୟ- ୦୪

କଂଗ୍ରେସ ବିଜେପି ବିଧାନସଭା ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବିଭିନ୍ନ ଟ୍ରେନରେ ଅସ୍ଥାୟୀ ଭାବେ କୋଚ୍ ସଂଖ୍ୟା ବୃଦ୍ଧି

August 13, 2026

କାହିଁକି ବିଜେପିରେ ଯୋଗଦେଲେ ହରଭଜନ ସିଂହ?: କହିଲେ କାରଣ

August 13, 2026

“ଗଞ୍ଜେଇ କାଣ୍ଡ” ପରେ ବଡ଼ ନିଷ୍ପତ୍ତି: ଏୟାର ଇଣ୍ଡିଆର ସମସ୍ତ ପାଇଲଟଙ୍କ ହେବା ଡ୍ରଗ୍ସ ପରୀକ୍ଷା

August 13, 2026

Hindalco’s Baphlimali Mine: ହିଣ୍ଡାଲ୍‌କୋ ଖଣିକୁ ମିଳିଲା ପ୍ରଥମ ଏଏସ୍‌ଆଇ ମାନ୍ୟତା 

August 13, 2026
Latest News

ଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବିଭିନ୍ନ ଟ୍ରେନରେ ଅସ୍ଥାୟୀ ଭାବେ କୋଚ୍ ସଂଖ୍ୟା ବୃଦ୍ଧି

August 13, 2026

“ପ୍ରଧାନମନ୍ତ୍ରୀ ମୋଦି କାହିଁକି ସାମ୍ବାଦିକ ସମ୍ମିଳନୀ କରୁନାହାଁନ୍ତି?”: ରାହୁଲ ଗାନ୍ଧୀଙ୍କ ବଡ଼ ଆକ୍ରମଣ

August 13, 2026

ମହଙ୍ଗା ପଡ଼ିଲା ନେତାଜୀଙ୍କ ଉପରେ ମନ୍ତବ୍ୟ: ବିଜେପି ସାଂସଦଙ୍କ ଉପରେ ହେଲା କାର୍ଯ୍ୟାନୁଷ୍ଠାନ

August 13, 2026

କାହିଁକି ବିଜେପିରେ ଯୋଗଦେଲେ ହରଭଜନ ସିଂହ?: କହିଲେ କାରଣ

August 13, 2026

ସୁଖବୀର ବାଦଲଙ୍କୁ ଆକ୍ରମଣ ପରେ ହରସିମରତ କୌର ବାଦଲଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

August 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.