ଭୁବନେଶ୍ଵର: ଓଡିଆ ସମ୍ବାଦପତ୍ର ଭଞ୍ଜଦୂତର ଗତକାଲି ସ୍ବନକ୍ଷତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଯୋଜକ ପ୍ରଣୟ ଜେଠୀଙ୍କୁ ସମ୍ମାନିତ କରାଯାଇଛି। ପ୍ରଯୋଜକ ଶ୍ରୀ ଜେଠୀଙ୍କୁ ଭଞ୍ଜଦୂତ ସମ୍ମାନ ପ୍ରଦାନ କରାଯାଇଛି। ଶ୍ରୀ ଜେଠୀଙ୍କୁ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ସମ୍ମାନିତ କରିଛନ୍ତି। ଓଡିଆ ସମ୍ବାଦପତ୍ର ପ୍ରଣୟ ଜେଠୀ ପ୍ରସନ୍ନ ପାଟ୍ଟଶାଣୀ ସ୍ବନକ୍ଷତ୍ର ଦିବସ
ପଞ୍ଚମ ଟି-୨୦ରେ ହାର୍ଦ୍ଦିକ-ତିଲକଙ୍କ ବିସ୍ଫୋରଣ: ଦକ୍ଷିଣ ଆଫ୍ରିକାକୁ ହରାଇ ୩-୧ ରେ ସିରିଜ ଜିତିଲା ଭାରତDecember 19, 2025
ଓଡିଶା ଖାଦ୍ୟ ମହୋତ୍ସବ: ଭୁବନେଶ୍ବରରେ ପ୍ରଦର୍ଶିତ ହେବ ବିଭିନ୍ନ ଜିଲ୍ଲାର ପ୍ରସିଦ୍ଧ ଖାଦ୍ୟ ପଦାର୍ଥDecember 19, 2025