ଭୁବନେଶ୍ଵର: ଓଡିଆ ସମ୍ବାଦପତ୍ର ଭଞ୍ଜଦୂତର ଗତକାଲି ସ୍ବନକ୍ଷତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଯୋଜକ ପ୍ରଣୟ ଜେଠୀଙ୍କୁ ସମ୍ମାନିତ କରାଯାଇଛି। ପ୍ରଯୋଜକ ଶ୍ରୀ ଜେଠୀଙ୍କୁ ଭଞ୍ଜଦୂତ ସମ୍ମାନ ପ୍ରଦାନ କରାଯାଇଛି। ଶ୍ରୀ ଜେଠୀଙ୍କୁ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ସମ୍ମାନିତ କରିଛନ୍ତି। ଓଡିଆ ସମ୍ବାଦପତ୍ର ପ୍ରଣୟ ଜେଠୀ ପ୍ରସନ୍ନ ପାଟ୍ଟଶାଣୀ ସ୍ବନକ୍ଷତ୍ର ଦିବସ
ସୁରକ୍ଷିତ, ସମ୍ମାନଜନକ ଏବଂ ଆବେଗପୂର୍ଣ୍ଣ କ୍ୟାମ୍ପସ ବାତାବରଣକୁ ଗୁରୁତ୍ୱ ଦିଏ ସୋଆ: ସୋଆ ଉପସଭାପତିDecember 20, 2025
ପଞ୍ଚମ ଟି-୨୦ରେ ହାର୍ଦ୍ଦିକ-ତିଲକଙ୍କ ବିସ୍ଫୋରଣ: ଦକ୍ଷିଣ ଆଫ୍ରିକାକୁ ହରାଇ ୩-୧ ରେ ସିରିଜ ଜିତିଲା ଭାରତDecember 19, 2025