Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲିଜ୍‌ ହେଲେ ‘ସାହୋ’ର ଟ୍ରେଲର : ୟୁଟ୍ୟୁବ୍‌ରେ ଚମତ୍କାର ରେସପନ୍ସ
ଆଜିର ଖବର

ରିଲିଜ୍‌ ହେଲେ ‘ସାହୋ’ର ଟ୍ରେଲର : ୟୁଟ୍ୟୁବ୍‌ରେ ଚମତ୍କାର ରେସପନ୍ସ

June 13, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଗୁରୁବାର ଅପରାହ୍ନରେ ରିଲିଜ୍‌ ହୋଇଛି ବହୁ ପ୍ରତୀକ୍ଷିତ ସାହୋର ଟ୍ରେଲର। ପ୍ରଭାସ ଏବଂ ଶ୍ରଦ୍ଧା କପୁର ଅଭିନୀତ ଏହି ଫିଲ୍ମକୁ ଦର୍ଶକ ଉତ୍କଣ୍ଠାର ସହିତ ଅପେକ୍ଷା କରିଥିବା ବେଳେ ୟୁଟ୍ୟୁବ୍‌ରେ ଏହାକୁ ବଢିଆ ରେସ୍‌ପନ୍ସ ମିଳିଛି। ରିଲିଜ୍‌ର ମାତ୍ର କିଛି ମିନିଟ୍‌ ମଧ୍ୟରେ ୟୁଟ୍ୟୁବ୍‌ରେ ଏହାକୁ ୪ ଲକ୍ଷ ଲୋକ ଦେଖିଥିଲେ। ଟିଜର୍‌ରୁ ଫିଲ୍ମର କାହାଣୀ ସମ୍ପର୍କରେ ଅନୁମାନ ଲଗାଇବା କଷ୍ଟକର ହୋଇଥିବା ବେଳେ ପ୍ରଭାସ ଶ୍ରଦ୍ଧାଙ୍କ ସାଥୀ ଭାବରେ ନଜର ଆସିଛନ୍ତି। ହଲିଉଡ୍‌ ଷ୍ଟଣ୍ଟ କୋରିଓଗ୍ରାଫର୍‌ କେନ୍ନି ବେଟ୍‌ସ ଏହି ହାଇ ଅକ୍ଟେନ୍‌ ଆକ୍ସନ୍‌ ସିନ୍‌ ଗୁଡିକୁ ଅତ୍ୟନ୍ତ ଜୀବନ୍ତ କରିଛନ୍ତି। ସାହୋର ଟିଜର୍‌ ଏକ ସଙ୍ଗରେ ହିନ୍ଦି, ତାମିଲ ଏବଂ ତେଲୁଗୁରେ ରିଲିଜ୍‌ ହୋଇଛି। ଏହି ଫିଲ୍ମଟି ଶ୍ରଦ୍ଧାଙ୍କ ନିମନ୍ତ୍ର ତେଲୁଗୁ ଡେବ୍ୟୁ ହୋଇଥିବା ବେଳେ ପ୍ରଭାସଙ୍କର ଏହା ବଲିଉଡ୍‌ ଡେବ୍ୟୁ ରହିଛି। ସୁଜିତ୍‌ ସିରକାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଆସନ୍ତା ଅଗଷ୍ଟ ୧୫ ତାରିଖରେ ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମରେ ମନ୍ଦିରା ବେଦୀ, ଜ୍ୟାକି ଶ୍ରଫ୍‌, ନୀଲ ନୀତିନ ମୁକେଶ ଏବଂ ତାମିଲ ଅଭିନେତା ଅରୁଣ ବିଜୟ ପ୍ରମୁଖ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି।

release thesamikhsya trailer youtube
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦ୍ରୀୟ ଚୁକ୍ତି ତାଲିକା ପ୍ରକାଶ କଲା ବିସିସିଆଇ: କେବଳ ତିନି ଖେଳାଳିଙ୍କୁ ସର୍ବୋଚ୍ଚ ଗ୍ରେଡ୍

February 10, 2026

ଜାଣନ୍ତୁ ୧୦ ଫେବୃୟାରୀର ରାଶିଫଳ, ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ହଠାତ ପାଇବେ ଶୁଭ ଖବର

February 10, 2026

RSS କାର୍ଯ୍ୟକ୍ରମରେ ଯୋଗ ଦେଲେ ରୂପାଲି ଗାଙ୍ଗୁଲି: ଫଟୋ ସେୟାର କରି ବ୍ୟକ୍ତ କଲେ ଖୁସି

February 9, 2026

ବଡ଼ମାଳ ମହୋତ୍ସବ ଦହନା: ଦର୍ଶକଙ୍କୁ ବାନ୍ଧି ରଖିଲା ହସ୍ୟକବିଙ୍କ ବ୍ୟଙ୍ଗ, ନାଚ ଗୀତରେ ଦୁଲୁକିଲା ମଞ୍ଚ

February 9, 2026
Latest News

କେନ୍ଦ୍ରୀୟ ଚୁକ୍ତି ତାଲିକା ପ୍ରକାଶ କଲା ବିସିସିଆଇ: କେବଳ ତିନି ଖେଳାଳିଙ୍କୁ ସର୍ବୋଚ୍ଚ ଗ୍ରେଡ୍

February 10, 2026

ଭାରତ-ସେଶେଲ୍ସ ଭାଗିଦାରୀ: ଦ୍ୱିପାକ୍ଷିକ ସହଭାଗୀତାକୁ ମଜବୁତ କରିବା ଉପରେ ଗୁରୁତ୍ଵ

February 10, 2026

ଜାଣନ୍ତୁ ୧୦ ଫେବୃୟାରୀର ରାଶିଫଳ, ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ହଠାତ ପାଇବେ ଶୁଭ ଖବର

February 10, 2026

ମୁଖ୍ୟମନ୍ତ୍ରୀଙ୍କ ୧୭ତମ ଅଭିଯୋଗ ଶୁଣାଣି, ଯୋଗଦେଲେ ୫ ଜଣ ମନ୍ତ୍ରୀ

February 9, 2026

RSS କାର୍ଯ୍ୟକ୍ରମରେ ଯୋଗ ଦେଲେ ରୂପାଲି ଗାଙ୍ଗୁଲି: ଫଟୋ ସେୟାର କରି ବ୍ୟକ୍ତ କଲେ ଖୁସି

February 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.