
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିକାଶ ଗାଇଥିବା ଏବଂ ମହେଶ କୁକ୍ରେଜାଙ୍କ ଦ୍ୱାରା ପ୍ରସ୍ତୁତ ଭକ୍ତି ଭଜନ “ଅଯୋଧ୍ୟା ମେଁ ଜୟକାରା ଗୁଞ୍ଜେ” ସେୟାର କରିଛନ୍ତି।
ଏକ ଟ୍ବିଟର ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘‘ଅଯୋଧ୍ୟା ସହିତ ଆଜି ସାରା ଦେଶରେ ପ୍ରଭୁ ଶ୍ରୀରାମଙ୍କ ସ୍ବାଗତରେ ମଙ୍ଗଳମୟ ହେଉଛି। ଏହି ପୁଣ୍ୟ ଅବସରରେ ରାମ ଲଲାଙ୍କ ଭକ୍ତିରେ ପରିପୂର୍ଣ୍ଣ ବିକାଶ ଜି ଏବଂ ମହେଶ କୁକରେଜାଙ୍କ ରାମ ଭଜନକୁ ଆପଣ ସଭିଏଁ ନିଶ୍ଚିତ ଶୁଣନ୍ତୁ। #ShriRamBhajan ’’
अयोध्या के साथ देशभर में आज हर ओर प्रभु श्री राम के स्वागत में मंगलगान हो रहा है। इस पुण्य अवसर पर राम लला की भक्ति से ओतप्रोत विकास जी और महेश कुकरेजा जी के राम भजन को आप भी जरूर सुनिए।#ShriRamBhajanhttps://t.co/yHYgEqiSt8
— Narendra Modi (@narendramodi) January 8, 2024