Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଣପୁର ଏନଏସି ରେ ବୁଲିଲା ଜଗନ୍ନାଥଙ୍କ ଅର୍ପଣ ରଥ
ଆଜିର ଖବର

ରଣପୁର ଏନଏସି ରେ ବୁଲିଲା ଜଗନ୍ନାଥଙ୍କ ଅର୍ପଣ ରଥ

January 8, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ରଣପୁର: ନୟାଗଡ ଜିଲ୍ଲା ରଣପୁର ଏନଏସି ରେ ଥିବା ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ହୋଇଆସୁଥିବା ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉଦ୍ଦେଶ୍ୟରେ ଏକ ଅର୍ପଣ ରଥ ବାହାରିଥିବା ଜଣାଯାଇଛି। ସ୍ଥାନୀୟ ବିଧାୟକ ସତ୍ୟନାରାୟଣ ପ୍ରଧାନ ଓ ଏନଏସି ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି ଜଗନ୍ନାଥ ମନ୍ଦିରରେ ଦୁଇଟି ଶୁଭ କଳସୀ ମଧ୍ୟରେ କିଛି ଅକ୍ଷତ ଓ ଗୁଆ ରଖି ପୂଜାର୍ଚ୍ଚନା ସାରି ଆଜ୍ଞାମାଳ ପାଇବା ପରେ ଏହି ରଥ ଶୁଭାରମ୍ଭ ହୋଇଥିବା ଜଣାଯାଇଛି।

ଏହି ରଥ ପ୍ରତି ଓାର୍ଡ ର ପ୍ରତ୍ୟେକ ଦ୍ୱାର ବୁଲି ମହାପ୍ରଭୂଙ୍କ ଉଦ୍ଦେଶ୍ୟରେ ମୁଠାଏ ଅରୁଆ ଚାଉଳ ଓ ଗୋଟିଏ ଗୁଆ ସଂଗ୍ରହ ପାଇଁ ଏକ ଭକ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ଅଭିଯାନ ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ପ୍ରତ୍ୟେକ ଦୁଆରେ ଏହି ରଥକୁ ସ୍ୱାଗତ କରାଯିବା ସହ ଏହି ରଥ ସମ୍ମୁଖରେ ପ୍ରଦର୍ଶିତ ଖୋଳ, ଝାଞ୍ଜ ଓ ଜଗନ୍ନାଥ ନାମ କୀର୍ତନ ମଧ୍ୟରେ ତିନୋଟି ଓାର୍ଡ ପରିକ୍ରମା କରିଥିବା ବେଳେ ଆସନ୍ତା ୧୫ତାରିଖ ମଧ୍ୟରେ ଏହି ରଥ ରଣପୁର ଏନଏସି ର ସମସ୍ତ ଦୁଆର ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି।

ଅର୍ପଣ ରଥ ଦ୍ୱିତୀୟ ଶ୍ରୀକ୍ଷେତ୍ର ନୟାଗଡ଼ ଜିଲ୍ଲା ରଣପୁର ଏନଏସି
Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ ବିଶ୍ୱକପ୍: ଇଟାଲୀର ମାତ୍ର ୯ ୱିକେଟ ପତନ ସତ୍ତ୍ୱେ ଜିତିଲା ସ୍କଟଲାଣ୍ଡ, କିନ୍ତୁ କେମିତି?

February 9, 2026

ଶରଦ ପାୱାରଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ, ପୁଣେ ହସ୍ପିଟାଲରେ ଭର୍ତ୍ତି

February 9, 2026

ପ୍ରଭୃ ଲିଙ୍ଗରାଜଙ୍କ ଜାଗର ପାଇଁ ବସିଲା ସମନ୍ବୟ ବୈଠକ, ଠିକ୍ ସମୟରେ ନୀତି କରିବାକୁ ମନ୍ତ୍ରୀଙ୍କ ପରାମର୍ଶ

February 9, 2026

13,000 ଟଙ୍କା ମହଙ୍ଗା ହେଲା ରୂପା: ଜାଣନ୍ତୁ ସୁନାର ମୂଲ୍ୟ

February 9, 2026
Latest News

ଟି-୨୦ ବିଶ୍ୱକପ୍: ଇଟାଲୀର ମାତ୍ର ୯ ୱିକେଟ ପତନ ସତ୍ତ୍ୱେ ଜିତିଲା ସ୍କଟଲାଣ୍ଡ, କିନ୍ତୁ କେମିତି?

February 9, 2026

ପାକିସ୍ତାନକୁ ବଡ଼ ଝଟକା ଦେଲା ଆଇସିସି: ପ୍ରତ୍ୟାଖ୍ୟାନ କଲା ସମସ୍ତ ଦାବି

February 9, 2026

ଶରଦ ପାୱାରଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ, ପୁଣେ ହସ୍ପିଟାଲରେ ଭର୍ତ୍ତି

February 9, 2026

ପ୍ରଭୃ ଲିଙ୍ଗରାଜଙ୍କ ଜାଗର ପାଇଁ ବସିଲା ସମନ୍ବୟ ବୈଠକ, ଠିକ୍ ସମୟରେ ନୀତି କରିବାକୁ ମନ୍ତ୍ରୀଙ୍କ ପରାମର୍ଶ

February 9, 2026

13,000 ଟଙ୍କା ମହଙ୍ଗା ହେଲା ରୂପା: ଜାଣନ୍ତୁ ସୁନାର ମୂଲ୍ୟ

February 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.