Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜସ୍ଥାନର ସୁମନ ରାଓ ଜିତିଲେ ୨୦୧୯ର ମିସ୍‌ ଇଣ୍ଡିଆ ଓ୍ବାଲ୍ଡ ଟାଇଟଲ୍‌
ଆଜିର ଖବର

ରାଜସ୍ଥାନର ସୁମନ ରାଓ ଜିତିଲେ ୨୦୧୯ର ମିସ୍‌ ଇଣ୍ଡିଆ ଓ୍ବାଲ୍ଡ ଟାଇଟଲ୍‌

June 16, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ରାଜସ୍ଥାନର ସୁମନ ରାଓ ୨୦୧୯ର ମିସ୍‌ ଇଣ୍ଡିଆ ଓ୍ବାଲ୍ଡ ଟାଇଟଲ୍‌ ହାସଲ କରିଛନ୍ତି । ଶନିବାର ଦିନ ଅନୁଷ୍ଠିତ  ଗ୍ରାଣ୍ଡ ଫିନାଲେରେ ସୁମନ୍‌ ଏହି ଆଓ୍ବାର୍ଡ ହାସଲ କରିଛନ୍ତି । ସେ  ୨୦୧୯ ମିସ୍‌ ଓ୍ବାଲ୍ଡ ପ୍ରତିଯୋଗିତାରେ ଭାରତ ତରଫରୁ ପ୍ରତିନିଧିତ୍ବ କରିବେ । ୨୦୧୮ର ମିସ୍‌ ଇଣ୍ଡିଆ ଅନୁକ୍ରିତି ବ୍ୟାସ୍‌ ତାଙ୍କୁ ମିସ୍‌ ଇଣ୍ଡିଆ ଟାଇଟଲ୍‌ରେ ଅଭିଷିକ୍ତ କରିଥିଲେ । ଏହି ସୁନ୍ଦରୀ ପ୍ରତିଯୋଗିତାରେ ପ୍ରଥମ ରନର୍ସଅପ୍‌ ହୋଇଛନ୍ତି ତେଲେଙ୍ଗାନାର ସଞ୍ଜନା ଭିଜ୍‌ ସେହିପରି ବିହାରର ଶ୍ରେୟା ଶଙ୍କର ମିସ୍‌ ଇଣ୍ଡିଆ ୟୁନାଇଟେଡ୍‌ କଣ୍ଟିନେଟ୍‌ ଓ ଛତିଶଗଡ଼ର ଶିବାନୀ ଯାଦବ୍‌ ମିସ୍‌ ଗ୍ରାଣ୍ଡ୍‌ ୨୦୧୯ର ଟାଇଟଲ୍‌ ହାସଲ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବଲିଉଡ୍‌ କୋରିଓଗ୍ରାଫର୍‌ ରେମୋ ଡିସୁଜା, ଅଭିନେତ୍ରୀ ହ୍ୟୁମା କୁରେସୀ, ଚିତ୍ରାଙ୍ଗଦା ସିଂ, ଫ୍ୟାଶନ୍‌ ଡିଜାଇନର୍‌ ଫାଲ୍‌ଗୁନୀ ସେନ୍‌ ପିକକ୍‌ ଓ ଭାରତୀୟ ଫୁଟବଲର୍‌ ସୁନୀଲ୍‌ ଛେତ୍ରୀ ପ୍ରମୁଖ ସାମିଲ୍‌ ହୋଇଥିଲେ । ଆୟୋଜିତ ରଙ୍ଗାରଙ୍ଗା କାର୍ଯ୍ୟକ୍ରମରେ କ୍ୟାଟ୍ରିନା କୈଫ୍‌, ବିକି କୌଶଲ୍‌ ଓ ମୌନୀ ରୟ ପ୍ରମୁଖ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବଲିଉଡ୍‌ ନିର୍ମାତା ନିର୍ଦ୍ଦେଶକ କରନ୍‌ ଜୋହର୍‌, ଅଭିନେତା ଭିକି କୌଶଲ୍‌ ଓ ମିସ୍‌ ଇଣ୍ଡିଆ ଓ୍ବାଲ୍ଡ ୨୦୧୮ର ମାନୁଷୀ ଚିଲ୍ଲାର  ।

thesamikhsya title
Share. Facebook Twitter LinkedIn Email WhatsApp Copy Link

Related Posts

ଏଣିକି ଭୁବନେଶ୍ଵରରୁ ଶିରିଡ଼ି, ତିରୁପତିକୁ ଉଡ଼ିବ ବିମାନ

April 22, 2026

ନିର୍ବନ୍ଧର ତିନିଦିନ ପରେ ବିଲରୁ ମିଳିଲା ଯୁବତୀଙ୍କ ମୃତଦେହ

April 22, 2026

ବଙ୍ଗଳା ନିର୍ବାଚନ ଉପରେ ECIଙ୍କ କଡ଼ା ପଦକ୍ଷେପ, ୨୦ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଆକାଶ ମାର୍ଗରୁ କଲେ ସର୍ଭେ

April 22, 2026

ବାହାଘରର ପ୍ରସେସନରେ ଗୁଳିକାଣ୍ଡ : ଦୁଇ ଗୁରୁତର

April 22, 2026
Latest News

ଏଣିକି ଭୁବନେଶ୍ଵରରୁ ଶିରିଡ଼ି, ତିରୁପତିକୁ ଉଡ଼ିବ ବିମାନ

April 22, 2026

ନିର୍ବନ୍ଧର ତିନିଦିନ ପରେ ବିଲରୁ ମିଳିଲା ଯୁବତୀଙ୍କ ମୃତଦେହ

April 22, 2026

ବଙ୍ଗଳା ନିର୍ବାଚନ ଉପରେ ECIଙ୍କ କଡ଼ା ପଦକ୍ଷେପ, ୨୦ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଆକାଶ ମାର୍ଗରୁ କଲେ ସର୍ଭେ

April 22, 2026

ବାହାଘରର ପ୍ରସେସନରେ ଗୁଳିକାଣ୍ଡ : ଦୁଇ ଗୁରୁତର

April 22, 2026

ହାତୀ ଆକ୍ରମଣରେ ବୃଦ୍ଧା ମୃତ୍ୟୁ

April 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.