Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବନ୍ତ ବିଜେପିର ମିଶ୍ରଣ ପର୍ବ: ବିଭିନ୍ନ ଦଳରୁ ମିଶିଲେ ୩ଶହରୁ ଉର୍ଦ୍ଧ୍ୱ କର୍ମୀ
ଆଜିର ଖବର

ବନ୍ତ ବିଜେପିର ମିଶ୍ରଣ ପର୍ବ: ବିଭିନ୍ନ ଦଳରୁ ମିଶିଲେ ୩ଶହରୁ ଉର୍ଦ୍ଧ୍ୱ କର୍ମୀ

February 27, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଭଦ୍ରକ ଜିଲ୍ଲା ବନ୍ତ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ବ୍ଲକ ଅଧିନସ୍ଥ ବସନ୍ତିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ଆନନ୍ଦ ଚନ୍ଦ୍ର ଓଝାଙ୍କ ନେତୃତ୍ୱରେ ୩ଶହରୁ ଉର୍ଦ୍ଧ୍ୱ କର୍ମୀ ବିଭିନ୍ନ ଦଳ ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଥିଲେ। ବନ୍ତ ଥାନା ଛକଠାରୁ କର୍ମୀମାନେ ଏକ ଶୋଭାଯାତ୍ରାରେ ଆସି ଜଳସେଚନ କାର୍ଯ୍ୟାଳୟ ନିକଟରେ ଥ‌ିବା ଦଳୀୟ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।

ବିଜେପି ନେତା ସୁଧାଂଶୁ ଶେଖର ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ମିଶ୍ରଣ ପର୍ବଣେ ରାଜ୍ୟ ବିଜେପି ସମ୍ପାଦକ ଅଭିମନ୍ୟୁ ସେଠୀ କହିଲେ, ମୋଦିଙ୍କ ଗ୍ୟାରେଣ୍ଟି ଆଜି ସାରାଦେଶର ଲୋକଙ୍କୁ ପ୍ରଭାବିତ କରିଥିବାବେଳେ ଆଜିର ଏହି ମହାମିଶ୍ରଣ ଏଠାରେ ବିଜେପିକୁ ବିଜୟୀ କରିବାରେ କେହି ରୋକିପାରିବେ ନାହିଁ। ରାଜ୍ୟ କାର୍ଯ୍ୟକାରିଣୀ ସହସ୍ୟ ବଦ୍ରୀ ନାରାୟଣ ଧଳ, ପୂର୍ବତନ ବ୍ଲକ ସଭାନେତ୍ରୀ ପଙ୍କଜିନୀ ଲେଙ୍କା, ପୂର୍ବତନ ସରପଞ୍ଚ କୃପାସିନ୍ଧୁ ସେଠୀ, କିଶୋର କିଙ୍କର ପଢିଆରୀ, ବନ୍ତ ମଣ୍ଡଳ ସଭାପତି ଖଗେଶ୍ଵର ବେହେରା, ବରଡ଼େଶ୍ୱର ମଣ୍ଡଳ ସଭାପତି ନବ କିଶୋର ବଳ, ମଣ୍ଡଳ କେନ୍ଦୁଆପଦା ସରପଞ୍ଚ ଇଂ ପ୍ରମୋଦ କେନା, ତୋଡ଼ଗାଁ ସରପଞ୍ଚ ମାନସ ପହୀ, ବରିଷ୍ଠ ବିଜେପି ନେତା କମଳାକାନ୍ତ ସାହୁ, ବାଦଲ ମଜୁମଦାର, ସୁଧୁର ନାୟକ, ଆଇନଜୀବୀ ମାଧନା ନନ୍ଦ ଦାସ ପ୍ରମୁଖ ଉପସ୍ଥିତ ରହି ନୂତନ ପଦାଧିକାରୀ ଓ କର୍ମୀମାନଙ୍କୁ ଦଳରେ ସ୍ୱାଗତ କରିଥିଲେ। ଦଳୀୟ ଉତରୀୟ ଟୋପି ପ୍ରଦାନପୂର୍ବକ ଦଳକୁ ଆହ୍ୱାନ କରାଯାଇଥିଲା।

ଏହି ଅବସରରେ ପୂର୍ବତନ ସରପଞ୍ଚ ଆନନ୍ଦ ଚନ୍ଦ୍ର ଓଝା। ତାଙ୍କ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ବର୍ଷ ଗଠନରେ ସାମିଲ ହୋଇ ଦଳରେ ମୁଁ ଏବଂ ମୋ ସହିତ ୩ଶହରୁ ଉର୍ଦ୍ଧ୍ୱ କର୍ମୀ ବିଶେଷ କରି ଶାସକ ଦଳ ପରିତ୍ୟାଗ କରି ମିଶିଥିବା କହିଥିବାବେଳେ ପୂର୍ବରୁ ବିଜୁ ଜନତା ଦଳକୁ ଯେପରି ସଶକ୍ତ କରାଯାଇଥିଲା, ସେହିପରି ବିଜେପି ଦଳକୁ ଏଠାରେ ଏକ ନମ୍ବର କରାଯିବ ବୋଲି ହଲି ଦେଖାଇଥିଲେ। ପୂର୍ବତନ ସରପଞ୍ଚ ଶ୍ରୀ ଓଝାଙ୍କ ସମେତ ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ତିଳୋତମା ଜେନା।

ପୂର୍ବତନ ସମିତି ସଭ୍ୟ ଅରୂପ କୁମାର ମଲ୍ଲିକ, ବର୍ତମାନର ୱାର୍ଡ଼ ସଭ୍ୟ ଜ୍ୟୋତ୍ସ୍ନାରାଣୀ ଜେନା, ତାପସ ଦାସ, ସୋମନାଥ ଜେନା, ଅମୂଲ୍ୟ ରାଉତ, ବିଶ୍ଵନାଥ ଧଳ, ବାବୁ ସ୍ୱାଇଁ, କପିଳ ପ୍ରଧାନ, ଘନଶ୍ୟାମ ମଲ୍ଲିକ, ଭାଗବତ ପ୍ରସାହ ରାଉତ, ନିଶିକାନ୍ତ ରାଉତ, ଭାଷର ଚନ୍ଦ୍ର ଜେନା, ଅଲେଖ ଜେନା, ଉମେଶ ମଲ୍ଲିକ, ପ୍ରଭାସ ମଲ୍ଲିକଙ୍କ ସମେତ ବହୁ କର୍ମୀ ବିଜେଡି ଦଳ ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଥିଲେ।

BJP ମିଶ୍ରଣ ପର୍ବ
Share. Facebook Twitter LinkedIn Email WhatsApp Copy Link

Related Posts

ନେତ୍ର AEW&C କୁ ମିଳିଲା FOC: ଆହୁରି ସୁଦୃଢ ହେବ ଭାରତୀୟ ବାୟୁସେନା

June 25, 2026

ଭାରତ ପାଇଁ ଖୁସି ଖବର: ହରମୁଜ୍ ପ୍ରଣାଳୀ ପାର ହେଲା ୩୦ଟି ଜାହାଜ

June 25, 2026

ଡାଇବେଟିସ ରୋଗୀଙ୍କ ପାଇଁ ଏହା ଏକ ବଡ ଔଷଧ, ନିୟମିତ ସେବନରେ ରକ୍ତ ଶର୍କରାକୁ କରେ ନିୟନ୍ତ୍ରଣ

June 25, 2026

‘ନାଗରିକତ୍ୱ ପ୍ରମାଣପତ୍ର ନୁହେଁ ପାସପୋର୍ଟ’: ସରକାରଙ୍କୁ ଟାର୍ଗେଟ କଲେ ରୋହିଣୀ ଆଚାର୍ଯ୍ୟ

June 25, 2026
Latest News

ନେତ୍ର AEW&C କୁ ମିଳିଲା FOC: ଆହୁରି ସୁଦୃଢ ହେବ ଭାରତୀୟ ବାୟୁସେନା

June 25, 2026

ଭାରତ ପାଇଁ ଖୁସି ଖବର: ହରମୁଜ୍ ପ୍ରଣାଳୀ ପାର ହେଲା ୩୦ଟି ଜାହାଜ

June 25, 2026

ଡାଇବେଟିସ ରୋଗୀଙ୍କ ପାଇଁ ଏହା ଏକ ବଡ ଔଷଧ, ନିୟମିତ ସେବନରେ ରକ୍ତ ଶର୍କରାକୁ କରେ ନିୟନ୍ତ୍ରଣ

June 25, 2026

‘ନାଗରିକତ୍ୱ ପ୍ରମାଣପତ୍ର ନୁହେଁ ପାସପୋର୍ଟ’: ସରକାରଙ୍କୁ ଟାର୍ଗେଟ କଲେ ରୋହିଣୀ ଆଚାର୍ଯ୍ୟ

June 25, 2026

ସୁଜାତାଙ୍କୁ ବିଜେଡିରେ ସାମିଲ କରି ନବୀନ ପଟ୍ଟନାୟକ କହିଦେଲେ ଏକ ବଡ କଥା..

June 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.