Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା: ଜିଲ୍ଲା ପ୍ରଶାସନ ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ
ଆଜିର ଖବର

ଖୋର୍ଦ୍ଧା: ଜିଲ୍ଲା ପ୍ରଶାସନ ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

March 4, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ଆଜି ଖୋର୍ଦ୍ଧା ଜିଲ୍ଲାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, କୁସୁମ କୁମାରୀ ପ୍ରହରାଜଙ୍କର ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଆଇଏଏସ, ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।

ମୁଖ୍ୟ ବକ୍ତା ଭାବରେ ନମ୍ରତା ଚଢା, ପୂର୍ବତନ ସଦସ୍ୟା ମହିଳା କମିଶନ, ଏବଂ ସ୍ନେହାଞ୍ଜଳି ମହାନ୍ତି, ପୂର୍ବତନ ସଦସ୍ୟା ମହିଳା କମିଶନ ଯୋଗ ଦେଇଥିଲେ। ଶ୍ରୀମତୀ ଚଢା ଲିଙ୍ଗଗତ ଭେଦଭାବକୁ ନେଇ ସମସ୍ୟା ତଥା ପରିବାରରେ ଦେଖା ଯାଉଥିବା ବିଭିନ୍ନ ସମସ୍ୟା କୁ ନେଇ ଆଲୋଚନା କରିଥିଲେ। କର୍ମକ୍ଷେତ୍ରରେ ଯୌନ ନିର୍ଜ।ତନାକୁ କିପରି ରୋକିହେବ ଏବଂ ତା ପାଇଁ ଥିବା ଆଇନଟି ଠିକରେ କିପରି କାମ କରିବା ସେଇ ସମ୍ପର୍କରେ ସ୍ନେହାଞ୍ଜଳି ମହାନ୍ତି ଆଲୋଚନା କରିଥିଲେ। ରାଜ୍ୟ ସରକାରଙ୍କ ସହଯୋଗ ପାଇଁ ମହିଳା ମାନେ କିପରି ଗ୍ରାମ ସ୍ତରରୁ ଆରମ୍ଭ କରି ବିଶ୍ବ ସ୍ତର ପର୍ଜନ୍ତ ଆଗକୁ ବଢି ଚାଲିଛନ୍ତି ସେଇ ସମ୍ପର୍କରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ସଭାପତି ରୂପଶ୍ରଇ ଗୁମାନସିଂହ କହିଥିଲେ।

ମହିଳା ମାନଙ୍କ ସଫଳତା କିପରି ପ୍ରତି ଦିନ ବଢିବାରେ ଲାଗିଛି ଏବଂ ପ୍ରତି କ୍ଷେତ୍ରରେ ମହିଳା ମାନେ କିପରି ସମସ୍ତ ସଂଘର୍ଷ ସତ୍ତ୍ଵେ ସଫଳ ହୋଇ ପାରିଛନ୍ତି ସେଇ ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ରାଣା ଆଲୋଚନା କରିଥିଲେ।

ମହିଳା ଦିବସରେ ଜିଲ୍ଲାରେ ଶିଶୁ ସୁରକ୍ଷା ତଥା ଶିଶୁ ମାନଙ୍କ ବିକାଶ ଲାଗି ହେଉଥିବା ସମସ୍ତ କାମକୁ ସଫଳ ରୂପରେ କରୁଥିବା, ୩ ଜଣ ବେଷ୍ଟ ସୁପରଭାଇଜର, ୩ ଜଣ ଅଙ୍ଗନବ।ଡି ଦିଦି ତଥା ୨ ଜଣ କିଶୋରୀ ଜଟଣୀର ମୁମତହହା ଜୂଫୃ, ଭୂବନେଶ୍ବରର ଜି. କୁମାରି ଙ୍କୁ ଆର୍ଥିକ ରାଶି ଓ ମାନପତ୍ର ସହ ସମ୍ମାନିତ କରା ଯାଇଥିଲା।

ଜିଲ୍ଲା ପ୍ରଶାସନ ତରଫରୁ ୧୩ଟି icds ପ୍ରକଲ୍ପରୁ ୧୩ ଜଣ କିଶୋରୀଙ୍କୁ ସରକାରଙ୍କ ଅଦ୍ଵିକ। କାରଜ୍ୟକ୍ରମ ତଥା ଶିଶୁ ସୁରକ୍ଷା ପାଇଁ ବ୍ରାଣ୍ଡ ଆମ୍ବାସଡର ଭାବେ ଘୋଷଣା କରାଯିବା ସହ ମାନପତ୍ର ଦିଆଗଲା। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣୀଶ୍ରୀ ପଟ୍ଟନାୟକ ମହିଳା ଦିବାସର ତାତ୍ପରଜ୍ୟ ତଥା ପିଲା ମାନଙ୍କ ପାଇଁ କେମିତି ସମସ୍ତେ ଏକାଠି ହୋଇ କାମ କରିବା ସେ ସମ୍ପର୍କରେ କହିଥିଲେ।

ସୁରକ୍ଷା ଅଧିକାରୀ ବିନୋଦିନୀ ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ। କ।ର୍ଜ୍ୟକ୍ରମକୁ ସ୍ଵାତୀ ତନ୍ମୟା ମିଶ୍ର,ଜିଲ୍ଲା ସଂଯୋଜିକା ଏକ୍ସନ ଏଡ ପରିଚାଳନା କରିଥିବା ବେଳେ ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତି, ମମତା ର ଜିଲ୍ଲା ସଂଯୋଜକ ସୂରଥ ବିଶ୍ୱାଳ, ଲକି, ଶୁଭସ୍ମୀତା,ପୁଷ୍ପା, ଜାନକୀ, ରେଣୁ, ରିଙ୍କି, କଳ୍ପନା, ଅଭିପିଲିପ୍ସା, ସନ୍ତୋଷ, ଦିପୁ, ପ୍ରଦୀପ, ଦେବ ଆଜି ସହଯୋଗ କରିଥିଲେ।

ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ
Share. Facebook Twitter LinkedIn Email WhatsApp Copy Link

Related Posts

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026

ବାଂଲାଦେଶକୁ ପରାସ୍ତ କରି ଲଗାତାର ଦ୍ୱିତୀୟ ଥର ପାଇଁ ଏସିଆ କପ୍ ଜିତିଲା ଭାରତ

February 22, 2026
Latest News

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026

ଦେଶର ପ୍ରଥମ ନମୋ ଭାରତ ରାପିଡ୍ ରେଳ ଏବଂ ଦିଲ୍ଲୀ-ମେରଠ ନମୋ ଭାରତ କରିଡର ଲୋକାର୍ପଣ

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.