Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶା ବିଜେପିର ପ୍ରାର୍ଥୀ ତାଲିକା: ‘ଏ’ ‘ବି’ ‘ସି’ ବର୍ଗରେ ଆସନ ହେଲା ଭାଗ, ଜାଣନ୍ତୁ କାରଣ
ଆଜିର ଖବର

ଓଡିଶା ବିଜେପିର ପ୍ରାର୍ଥୀ ତାଲିକା: ‘ଏ’ ‘ବି’ ‘ସି’ ବର୍ଗରେ ଆସନ ହେଲା ଭାଗ, ଜାଣନ୍ତୁ କାରଣ

March 19, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ଓଡିଶା ବିଜେପିର ପ୍ରାର୍ଥୀ ତାଲିକା, 'ଏ' 'ବି' 'ସି' ବର୍ଗରେ ଆସନ ହେଲା ଭାଗ, ଜାଣନ୍ତୁ କାରଣ

ଭୁବନେଶ୍ବର: ଓଡିଶାର ଉଭୟ ଲୋକସଭା ଏବଂ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଧରି ନୂଆଦିଲ୍ଲୀରେ ଅଛନ୍ତି ବିଜେପି ସଭାପତି ମନମୋହନ ସାମଲ। ସେଠାରେ ସେ ଶୀର୍ଷ ନେତୃତ୍ବଙ୍କ ସହିତ ଆଲୋଚନା କରି ଏହି ତାଲିକାକୁ ଚୁଡାନ୍ତ ରୂପରେଖ ଦେବେ। ତେବେ ମେଣ୍ଟ ଚର୍ଚ୍ଚା ମଧ୍ୟରେ ଦଳ ଓଡିଶାରୁ ବର୍ତ୍ତମାନ ୨୧ ଟି ଲୋକସଭା ଏବଂ ୧୪୭ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିଛି।

ତେବେ ଦଳ ବିଧାନସଭା ଆସନଗୁଡିକ ତିନୋଟି ବର୍ଗର ବିଭକ୍ତ କରିଛି। ସେଗୁଡିକ ହେଲା ‘ଏ’  ‘ବି’ ଏବଂ ‘ସି’ ବର୍ଗ। ଏଥିରେ ଦଳ ଯେଉଁ ଆସିନରେ ଅଧିକ ଜିତିବାର ସମ୍ଭାବନା ରହିଛି ତାହା ‘ଏ’ ବର୍ଗରେ ରଖିଛି। ସେହିପରି ଜିତିବା ସମ୍ଭାବନା ଅନୁସାରେ ‘ବି’ ଓ ‘ସି’ ବର୍ଗ କରାଯାଇଛି। ବିଶେଷ ସୁତ୍ର ଅନୁସାରେ ଦଳ ‘ଏ’ ବର୍ଗରେ ୩୭ ଟି ଆସନ ରଖିଥିବା ବେଳେ ‘ବି’ ବର୍ଗରେ ୬୫ ଏବଂ ‘ସି’ ବର୍ଗରେ ୪୫ ଟି ଆସନ ରଖିଛି।

BJP Candidate Election2024 ଓଡିଶାନିର୍ବାଚନ2024 ନିର୍ବାଚନ2024 ବିଜେପି ପ୍ରାର୍ଥୀ
Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ ବିଶ୍ୱକପ: ଜାଣନ୍ତୁ ଭାରତର ସୁପର-୮ ମ୍ୟାଚ ପାଇଁ ସ୍ଥାନ, ମ୍ୟାଚ୍ ସମୟ ଏବଂ ଲାଇଭ୍ ଷ୍ଟ୍ରିମିଂ ବିବରଣୀ

February 18, 2026

ବିବାହ ଋତୁରେ ଗ୍ରାହକମାନଙ୍କୁ ଆଶ୍ଵସ୍ତି: ଆଜି ମଧ୍ୟ ହ୍ରାସ ପାଇଲା ସୁନା ଏବଂ ରୂପା ମୂଲ୍ୟ

February 18, 2026

ଓଡିଶା ସମେତ ୧୦ଟି ରାଜ୍ୟ ପାଇଁ ରାଜ୍ୟସଭା ନିର୍ବାଚନ: ଘୋଷଣା ହେଲା ତାରିଖ

February 18, 2026

ପିଲାମାନଙ୍କୁ ଏବେ ଇଂଷ୍ଟାଗ୍ରାମ ଏବଂ ଫେସବୁକ ବ୍ୟବହାର ମନା!: ଯୋଜନା ପ୍ରସ୍ତୁତ କଲେ ସରକାର

February 18, 2026
Latest News

ଟି-୨୦ ବିଶ୍ୱକପ: ଜାଣନ୍ତୁ ଭାରତର ସୁପର-୮ ମ୍ୟାଚ ପାଇଁ ସ୍ଥାନ, ମ୍ୟାଚ୍ ସମୟ ଏବଂ ଲାଇଭ୍ ଷ୍ଟ୍ରିମିଂ ବିବରଣୀ

February 18, 2026

ବିବାହ ଋତୁରେ ଗ୍ରାହକମାନଙ୍କୁ ଆଶ୍ଵସ୍ତି: ଆଜି ମଧ୍ୟ ହ୍ରାସ ପାଇଲା ସୁନା ଏବଂ ରୂପା ମୂଲ୍ୟ

February 18, 2026

ଓଡିଶା ସମେତ ୧୦ଟି ରାଜ୍ୟ ପାଇଁ ରାଜ୍ୟସଭା ନିର୍ବାଚନ: ଘୋଷଣା ହେଲା ତାରିଖ

February 18, 2026

ପିଲାମାନଙ୍କୁ ଏବେ ଇଂଷ୍ଟାଗ୍ରାମ ଏବଂ ଫେସବୁକ ବ୍ୟବହାର ମନା!: ଯୋଜନା ପ୍ରସ୍ତୁତ କଲେ ସରକାର

February 18, 2026

ଆଜି ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ଟିମ୍ ଇଣ୍ଡିଆର ହେବ ପରିବର୍ତ୍ତନ?: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

February 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.