Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖରିଆରର କଂଗ୍ରେସ ବିଧାୟକ ବିଜେଡିରେ ମିଶିବା ପରେ କଣ ହେବ ରାଜନୈତିକ ଗଣିତ
ଆଜିର ଖବର

ଖରିଆରର କଂଗ୍ରେସ ବିଧାୟକ ବିଜେଡିରେ ମିଶିବା ପରେ କଣ ହେବ ରାଜନୈତିକ ଗଣିତ

March 21, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ଖରିଆରର କଂଗ୍ରେସ ବିଧାୟକ ବିଜେଡିରେ ମିଶିବା ପରେ କଣ ହେବ ରାଜନୈତିକ ଗଣିତ

ଭୁବନେଶ୍ବର: ଗତକାଲି ଖରିଆରର କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ ବିଜେଡିରେ ସାମିଲ ହୋଇଛନ୍ତି। ତାଙ୍କ ସହିତ ବହୁ ନିର୍ବାଚିତ ପ୍ରତିନିଧି ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି। ସେ କଂଗ୍ରେସରେ କୌଣସି ଅସନ୍ତୁଷ୍ଠ ନ ଥିଲେ ମଧ୍ୟ ବିଜେଡିରେ ଯୋଗ ଦେଇ ନିଜର ଭବିଷ୍ୟତକୁ ସୁଦୃଢ କରିଛନ୍ତି।

ବିଜେଡିରେ ଯୋଗଦେବା ପରେ ବିଜେଡି ତାଙ୍କୁ ଖରିଆରର ବିଧାୟକ ପ୍ରାର୍ଥି କରିବା ପ୍ରାୟ ନିଶ୍ଚିତ ବୋଲି ଜଣାପଡିଛି। କାରଣ ସେଠାରେ ଅଧିରାଜଙ୍କ ବେଶ ଦବଦବା ରହିଛି। ବଡ ସଂଗଠନ ରହିଛି। ସେଠାରେ କଂଗ୍ରେସ ଦଳ ଅପେକ୍ଷା ଅଧିରାଜଙ୍କ ନିଜସ୍ବ ସଂଗଠନ ଥିବାରୁ ତାଙ୍କ ସହିତ ବହୁ ନେତା ବିଜେଡିରେ ସାମିଲ ହୋଇଛନ୍ତି।

ତେବେ ଅଧିରାଜ ବିଜେଡିରେ ସାମିଲ ହେବା ପରେ ସେଠାରେ କଂଗ୍ରେସରୁ ଟିକେଟ ପାଇବା ପାଇଁ ବହୁ ନେତା ଆଶାୟୀ ହୋଇପଡିଛନ୍ତି। ସେ ଥିବା ବେଳେ ସେଠାରେ କୌଣସି ଆଶାୟୀଙ୍କ ଦେଖିବାକୁ ମିଳି ନ ଥିଲା। ଏବେ ସେହି ତାଲିକା ବୃଦ୍ଧି ପାଇଛି। ତେବେ ଏ ନେଇ କଂଗ୍ରେସର ରଣନୀତି କଣ ରହିବ ତାହା ଜଣାପଡି ନାହିଁ।

ଅଧିରାଜ ମୋହନ ପାଣିଗ୍ରାହୀ
Share. Facebook Twitter LinkedIn Email WhatsApp Copy Link

Related Posts

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ୧୭ ବର୍ଷ ସଶ୍ରମ କାରାଦଣ୍ଡ

July 9, 2026

ଓଏଫଏସଡିଏସ୍‌ର ୩୮ତମ ପରିଚାଳନା ପରିଷଦ ବୈଠକ

July 9, 2026

Bhubaneswar Declaration: ଜାତୀୟ ଜନଜାତି ଗବେଷଣା ପ୍ରତିଷ୍ଠାନ ଉପରେ ଦୁଇଦିନିଆ କର୍ମଶାଳା 

July 9, 2026

ସପ୍ତାହକୁ ତିନି ଦିନ ପରିବର୍ତ୍ତେ ଦୈନିକ ସେବା ଯୋଗାଇବ ସୁରଟ-ବ୍ରହ୍ମପୁର ଅମୃତ ଭାରତ ଏକ୍ସପ୍ରେସ

July 9, 2026
Latest News

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ୧୭ ବର୍ଷ ସଶ୍ରମ କାରାଦଣ୍ଡ

July 9, 2026

ଓଏଫଏସଡିଏସ୍‌ର ୩୮ତମ ପରିଚାଳନା ପରିଷଦ ବୈଠକ

July 9, 2026

Bhubaneswar Declaration: ଜାତୀୟ ଜନଜାତି ଗବେଷଣା ପ୍ରତିଷ୍ଠାନ ଉପରେ ଦୁଇଦିନିଆ କର୍ମଶାଳା 

July 9, 2026

ସପ୍ତାହକୁ ତିନି ଦିନ ପରିବର୍ତ୍ତେ ଦୈନିକ ସେବା ଯୋଗାଇବ ସୁରଟ-ବ୍ରହ୍ମପୁର ଅମୃତ ଭାରତ ଏକ୍ସପ୍ରେସ

July 9, 2026

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର କାର୍ଯ୍ୟକାରିତା ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି

July 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.