Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୟାଲତସୁଏନ୍ ଜେଟ୍ସନ୍ ପେମା ଓ୍ବାଙ୍ଗଚୁକ୍ ମାତୃ ଏବଂ ଶିଶୁ ଡାକ୍ତରଖାନା ଉଦ୍ଘାଟିତ
ଆଜିର ଖବର

ଗୟାଲତସୁଏନ୍ ଜେଟ୍ସନ୍ ପେମା ଓ୍ବାଙ୍ଗଚୁକ୍ ମାତୃ ଏବଂ ଶିଶୁ ଡାକ୍ତରଖାନା ଉଦ୍ଘାଟିତ

March 24, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତ ସରକାରଙ୍କ ସହାୟତାରେ ଥିମ୍ପୁରେ ନିର୍ମିତ ହୋଇଥିବା ଗୟାଲତସୁଏନ୍ ଜେଟ୍ସନ୍ ପେମା ଓ୍ବାଙ୍ଗଚୁକ୍ ମାତୃ ଏବଂ ଶିଶୁ ଡାକ୍ତରଖାନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭୁଟାନ୍ ପ୍ରଧାନମନ୍ତ୍ରୀ ଶେରିଙ୍ଗ୍ ଟୋବ୍ଗେ ଉଦ୍ଘାଟନ କରିଛନ୍ତି।

ଭାରତ ସରକାର ଦୁଇଟି ପର୍ଯ୍ୟାୟରେ ୧୫୦ ଶଯ୍ୟା ବିଶିଷ୍ଟ ଏହି ଗୟାଲତସୁଏନ୍ ଜେଟ୍ସନ୍ ପେମା ଓ୍ବାଙ୍ଗଚୁକ୍ ମାତୃ ଏବଂ ଶିଶୁ ଡାକ୍ତରଖାନାର ବିକାଶ ଦିଗରେ ସହାୟତା କରିଛନ୍ତି। ଏହି ଡାକ୍ତରଖାନାର ପ୍ରଥମ ପର୍ଯ୍ୟାୟ ୨୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିଲା ଏବଂ ଏହା ୨୦୧୯ରେ କାର୍ଯ୍ୟକ୍ଷମ ହୋଇଥିଲା। ଦ୍ବାଦଶ ପଞ୍ଚବାର୍ଷିକ ଯାଜନାର ଅଂଶ ଭାବରେ ୧୧୯ କୋଟି ଟଙ୍କା ବ୍ୟୟରେ ଦ୍ବିତୀୟ ପର୍ଯ୍ୟାୟର ନିର୍ମାଣ କାର୍ଯ୍ୟ ୨୦୧୯ରେ ଆରମ୍ଭ ହୋଇଥିଲା, ଯାହା ଏବେ ସମାପ୍ତ ହୋଇଛି।

ଏହି ନବନିର୍ମିତ ଡାକ୍ତରଖାନା ଭୁଟାନ୍ ରେ ମାତୃ ଏବଂ ଶିଶୁ ସ୍ବାସ୍ଥ୍ୟ ସେବାର ଗୁଣବତ୍ତା ମାନ ବୃଦ୍ଧି କରିବ। ଏହି ନୂତନ ବ୍ୟବସ୍ଥାରେ ଶିଶୁରୋଗ, ସ୍ତ୍ରୀରୋଗ ଏବଂ ପ୍ରସୂତି ଚିକିତ୍ସା, ଆନାସ୍ସ୍ଥେସିଓଲୋଜି, ଅପରେସନ୍ ଥିଏଟର୍, ନିଓନେନ୍ଟାଲ୍ ଇନ୍ଟେନ୍ସିଭ୍ କେୟାର୍ ଓ ପେଡିଆଟ୍ରିକ୍ ଇନ୍ଟେନ୍ସିଭ୍ କେୟାର୍ ପାଇଁ ଅତ୍ୟାଧୁନିକ ସୁବିଧା ରହିବ।

ଏହି ଗୟାଲତସୁଏନ୍ ଜେଟ୍ସନ୍ ପେମା ଓ୍ବାଙ୍ଗଚୁକ୍ ମାତୃ ଏବଂ ଶିଶୁ ଡାକ୍ତରଖାନା ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଭାରତ-ଭୁଟାନ୍ ସହଭାଗିତାର ଏକ ଜ୍ବଳନ୍ତ ଉଦାହରଣ।

bhutan narendra modi
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦୁଇଜଣ ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

March 23, 2026

IPL 2026: ଦିଲ୍ଲୀ କ୍ୟାପିଟାଲ୍ସର ବଦଳିବ ପ୍ଲେଇଂ ଇଲେଭେନ, KL ରାହୁଲଙ୍କୁ ମିଳିବ ବଡ଼ ଦାୟିତ୍ୱ

March 23, 2026

ସଫଳତା ହାସଲ କରିଥିବା ଓଡ଼ିଶା ପୋଲିସର କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

March 23, 2026

ଗ୍ରୀଷ୍ମ ପ୍ରବାହ ପାଇଁ ନୂଆ ଗାଇଡଲାଇନ: ପୂର୍ବାହ୍ନ ୧୧ ଟାରୁ ୩ ଯାଏଁ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶ

March 23, 2026
Latest News

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦୁଇଜଣ ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

March 23, 2026

IPL 2026: ଦିଲ୍ଲୀ କ୍ୟାପିଟାଲ୍ସର ବଦଳିବ ପ୍ଲେଇଂ ଇଲେଭେନ, KL ରାହୁଲଙ୍କୁ ମିଳିବ ବଡ଼ ଦାୟିତ୍ୱ

March 23, 2026

“ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣକୁ ସ୍ୱାଗତ କରୁଛି”: ପ୍ରିୟଙ୍କା ଚତୁର୍ବେଦୀଙ୍କ ବଡ଼ ବୟାନ

March 23, 2026

ସଫଳତା ହାସଲ କରିଥିବା ଓଡ଼ିଶା ପୋଲିସର କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

March 23, 2026

ତିନୋଟି ନୂତନ ଉପକ୍ରମର ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.