ଭୁବନେଶ୍ବର: ଆଜି ରାଜ୍ୟରେ ସର୍ବାଧିକ ତାପମାତ୍ରା ପ୍ରବାହିତ ହୋଇଛି। ଆଜି ହେଉଛି ଏ ବର୍ଷର ସର୍ବାଧିକ ତାତି। ଏହି ତାତି ଆଜି ଭୁବନେଶ୍ବରରେ ସର୍ବାଧିକ ପରିଲକ୍ଷିତ ହୋଇଛି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆଜି ଦିନ ୨ଟା ୩୦ ସୁଦ୍ଧା ୪୩.୨° ଡିଗ୍ରୀ ରହିଛି। ହେଲେ ପୁରା ଦିନର ତାପମାତ୍ରା ଆହୁରି ବଢିଥିବ ବୋଲି ଜଣାପଡିଛି।
ଭୁବନେଶ୍ୱର : ୪୩.୨° ଡିଗ୍ରୀ
ସମ୍ବଲପୁର: ୪୦.୮° ଡିଗ୍ରୀ
ହୀରାକୁଦ: ୪୦.୬° ଡିଗ୍ରୀ
ଚାନ୍ଦବାଲି: ୪୦.୬° ଡିଗ୍ରୀ
ଝାରସୁଗୁଡା: ୪୦.୨° ଡିଗ୍ରୀ
ରାଉରକେଲା: ୩୯.୬° ଡିଗ୍ରୀ
କେନ୍ଦୁଝର: ୩୯° ଡିଗ୍ରୀ
ବାଲେଶ୍ୱର: ୩୭.୮° ଡିଗ୍ରୀ
ପୁରୀ: ୩୩° ଡିଗ୍ରୀ
ଗୋପାଳପୁର: ୩୨.୨° ଡିଗ୍ରୀ
ପାରାଦୀପ: ୩୨° ଡିଗ୍ରୀ