Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୋଟ ଗ୍ରହଣ ଦିନ ଲୋକସଭା ପ୍ରାର୍ଥୀଙ୍କର ହେଲା ଦେହାନ୍ତ, କଣ ହେବ ସେଠାକାର ନିର୍ବାଚନ
ଆଜିର ଖବର

ଭୋଟ ଗ୍ରହଣ ଦିନ ଲୋକସଭା ପ୍ରାର୍ଥୀଙ୍କର ହେଲା ଦେହାନ୍ତ, କଣ ହେବ ସେଠାକାର ନିର୍ବାଚନ

April 21, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭୋଟ ଗ୍ରହଣ ଦିନ ଲୋକସଭା ପ୍ରାର୍ଥୀଙ୍କର ହେଲା ଦେହାନ୍ତ, କଣ ହେବ ସେଠାକାର ନିର୍ବାଚନ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମୋରାଦାବାଦ ଲୋକସଭା ଆସନରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ତାହା ହେଲା ଭୋଟ ଗ୍ରହଣ ସରିବା ପରେ ବିଜେପିର ଲୋକସଭା ପ୍ରାର୍ଥୀଙ୍କର ପରଲୋକ ଘଟିଗଲା। ତାଙ୍କ ନାମ ହେଉଛି କନୱର ସର୍ବେଶ ସିଂ। ତାଙ୍କର ବୟସ 71 ବର୍ଷ ହେବ।

ମୋରଦାବାଦରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ କରାଯାଇଥିଲା। ସେଥିରେ ବିଜେପି କନୱରଙ୍କୁ ପ୍ରାର୍ଥୀ କରିଥିଲା। ଭୋଟ ଗ୍ରହଣ ଦିନ ତାଙ୍କର ଦେହ ଖରାପ ହେଲା। ଫଳରେ ସେ ନିଜ ଭୋଟ ନ ଦେଇପାରି ନୂଆଦିଲ୍ଲୀର ଏମସରେ ଭର୍ତ୍ତି ହେଲେ। ସେଠାରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ଦେହାନ୍ତ ହୋଇଗଲା।

ବର୍ତ୍ତମାନ ସେଠାରେ ଉପନିର୍ବାଚନ ହେବ ନା କଣ କରାଯିବ ସେ ନେଇ ସମସ୍ତେ ଦ୍ବନ୍ଦରରେ ରହିଲେ। ପରବର୍ତ୍ତି ସମୟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଲେ ଯେ, ମୋରାଦାବାଦ ମତଦାନ ସଂରକ୍ଷଣ କରି ରଖାଯାଇଛି। ଯେଉଁ ଦିନ ଗଣତି ତାରିଖ ରହିଛି ସେହିଦିନ ଗଣତି ହେବ। ଯଦି ମୃତ ପ୍ରାର୍ଥୀ ବିଜୟୀ ହୋଇଥାନ୍ତି ତେବେ ସେଠାରେ ଉପନିର୍ବାଚନ ହେବ। ଯଦି ସେ ପରାଜୟ ହୋଇଥିବା ତେବେ ବିଜୟୀ ପ୍ରାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବ। ଆଉ ଉପନିର୍ବାଚନ ହେବ ନାହିଁ।

ଫଳରେ ସେହି ଆସନର ସମସ୍ତ ପ୍ରାର୍ଥୀ ଏପରି କି ଭୋଟରମାନେ ମଧ୍ୟ ଗଣତି ତାରିଖକୁ ଅପେକ୍ଷା କରି ରହିଛନ୍ତି।

loksabha election 2024 ମୋରାଦାବାଦ ଲୋକସଭା ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ପୋଲିସ୍ ଭବନଠାରେ ‘ଜୁଭେନଟିକା– ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା’ ଶୀର୍ଷକ ଆଲୋଚନା ଚକ୍ର

March 14, 2026

ବଡବାହାଳ ଛକରୁ ଗଂଜେଇ ଜବତ: ୩ ଗିରଫ

March 14, 2026

ସିଲଚରରେ ୨୩୫୫୦ କୋଟିର ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

March 14, 2026

ୟୁପିରେ ଏଲପିଜି କଳାବଜାରୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ: ୧୪୮୩ ଟି ସ୍ଥାନରେ ଚଢାଉ, ଅନେକ ଗିରଫ

March 14, 2026
Latest News

ପୋଲିସ୍ ଭବନଠାରେ ‘ଜୁଭେନଟିକା– ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା’ ଶୀର୍ଷକ ଆଲୋଚନା ଚକ୍ର

March 14, 2026

ବଡବାହାଳ ଛକରୁ ଗଂଜେଇ ଜବତ: ୩ ଗିରଫ

March 14, 2026

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ରାଜ୍ୟ ସଭା ନିର୍ବାଚନ: କଂଗ୍ରେସ ବିଧାୟିକା ସୋଫିଆ ଫିରୋଦାସଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

March 14, 2026

ସିଲଚରରେ ୨୩୫୫୦ କୋଟିର ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.