Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୨୦୨୪ ସାଧାରଣ ନିର୍ବାଚନ: ଜାଣନ୍ତୁ ପ୍ରଥମ ଦୁଇଟି ପର୍ଯ୍ୟାୟରେ କେତେ ପ୍ରତିଶତ ହେଲା ମତଦାନ
ଆଜିର ଖବର

୨୦୨୪ ସାଧାରଣ ନିର୍ବାଚନ: ଜାଣନ୍ତୁ ପ୍ରଥମ ଦୁଇଟି ପର୍ଯ୍ୟାୟରେ କେତେ ପ୍ରତିଶତ ହେଲା ମତଦାନ

May 1, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଚଳିତ ସାଧାରଣ ନିର୍ବାଚନ ୨୦୨୪ରେ ୧୦୨ଟି ସଂସଦୀୟ କ୍ଷେତ୍ର ପାଇଁ ପ୍ରଥମ ପର୍ଯ୍ୟାୟରେ ୬୬.୧୪% ଓ ଦ୍ୱିତୀୟ ପର୍ଯ୍ୟାୟରେ ୮୮ଟି ସଂସଦୀୟ କ୍ଷେତ୍ର ପାଇଁ ୬୬.୭୧% ମତଦାନ ହୋଇଛି। ଦୁଇଟି ପର୍ଯ୍ୟାୟ ପାଇଁ ଲିଙ୍ଗ ଆଧାରିତମତଦାନ ହାର ତଥ୍ୟ ନିମ୍ନରେ ଦିଆଯାଇଛି:

ପର୍ଯ୍ୟାୟ ପୁରୁଷ ମତଦାନହାର ମହିଳାଙ୍କ ମତଦାନ ହାର ତୃତୀୟ ଲିଙ୍ଗୀମତଦାନ ହାର ସାମଗ୍ରିକ ମତଦାନ ହାର
ପ୍ରଥମ ପର୍ଯ୍ୟାୟ ୬୬.୨୨% ୬୬.୦୭% ୩୧.୩୨% ୬୬.୧୪%
ଦ୍ୱିତୀୟ ପର୍ଯ୍ୟାୟ ୬୬.୯୯% ୬୬.୪୨% ୨୩.୮୬% ୬୬.୭୧%

 

election 2024 Lok Sabha Election vote
Share. Facebook Twitter LinkedIn Email WhatsApp Copy Link

Related Posts

ଟିଏମସି ସାଂସଦ ଇସ୍ତଫା ଦେଲେ ସାଂସଦ ହୋଇପାରିବେ କି ମମତା ? ଜାଣନ୍ତୁ କଣ କହୁଛି ଆଇନ

June 5, 2026

ବାଲିଗୁଡା ବିଜେଡିରେ ବଡ଼ ବିଦ୍ରୋହ, ସାମୂହିକ ଇସ୍ତଫା

June 5, 2026

ପାକିସ୍ତାନକୁ ପୁଣି ଧୁଳି ଚଟାଇଲା ଭାରତ: ଏସିଆ କପ୍ ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ

June 5, 2026

ବଜ୍ରାଘାତରେ ଯୁବତୀ ମୃତ

June 5, 2026
Latest News

ଟିଏମସି ସାଂସଦ ଇସ୍ତଫା ଦେଲେ ସାଂସଦ ହୋଇପାରିବେ କି ମମତା ? ଜାଣନ୍ତୁ କଣ କହୁଛି ଆଇନ

June 5, 2026

ବାଲିଗୁଡା ବିଜେଡିରେ ବଡ଼ ବିଦ୍ରୋହ, ସାମୂହିକ ଇସ୍ତଫା

June 5, 2026

ପାକିସ୍ତାନକୁ ପୁଣି ଧୁଳି ଚଟାଇଲା ଭାରତ: ଏସିଆ କପ୍ ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ

June 5, 2026

ବଜ୍ରାଘାତରେ ଯୁବତୀ ମୃତ

June 5, 2026

ଯୁବପିଢ଼ିଙ୍କ ପାଇଁ ସୃଷ୍ଟି ହେବ ଅନ୍ତର୍ଜାତୀୟ ସୁଯୋଗ: ଭୁବନେଶ୍ୱରରେ ବୁଝାମଣାପତ୍ର ସ୍ୱାକ୍ଷରିତ

June 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.