Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜେଡିଏସ୍‌ ସହିତ ମେଣ୍ଟ ନଥିଲେ ୧୦-୧୫ ଲୋକସଭା ଆସନ ହାସଲ କରିଥାନ୍ତା କଂଗ୍ରେସ : ବୀରାପ୍ପା ମୋଇଲି
ଆଜିର ଖବର

ଜେଡିଏସ୍‌ ସହିତ ମେଣ୍ଟ ନଥିଲେ ୧୦-୧୫ ଲୋକସଭା ଆସନ ହାସଲ କରିଥାନ୍ତା କଂଗ୍ରେସ : ବୀରାପ୍ପା ମୋଇଲି

June 23, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Congress Would Have Won 15-16 Lok Sabha Seats If No JDS Tie Up
Congress Would Have Won 15-16 Lok Sabha Seats If No JDS Tie Up

ବରିଷ୍ଠ କଂଗ୍ରେସ ନେତା ବୀରାପ୍ପା ମୋଇଲି କଂଗ୍ରେସ ଜେଡିଏସ୍‌ ମେଣ୍ଟ ନେଇ ମୁହଁ ଖୋଲିଛନ୍ତି। ଜେଡିଏସ୍‌ ସହିତ ମେଣ୍ଟ କରି ନଥିଲେ ଦଳକୁ ୧୦ରୁ ୧୫ ଲୋକସଭା ଆସନ ମିଳିଥାନ୍ତା ବୋଲି ଶନିବାର ମତ ଦେଇଛନ୍ତି ମୋଇଲୀ। ବୀରାପ୍ପା ଚିକ୍କାବାଲ୍ଳାପୁରରୁ ପରାସ୍ତ ହୋଇଥିବା ବେଳେ ମେଣ୍ଟ ନଥିଲେ ଶତ ପ୍ରତିଶତ ବିଜୟୀ ହେବାର ସମ୍ଭାବନା ଥିଲା ବୋଲି କହିଛନ୍ତି। ମେଣ୍ଟକୁ ସାଧାରଣ ଲୋକ ଆଦୌ ଭରସା କରୁନଥିଲେ ଏପରିକି ଏହି ମେଣ୍ଟ ପାଇଁ କଂଗ୍ରେସ କର୍ମୀ ମଧ୍ୟ ମୋତେ ବିରୋଧ କରିଥିଲେ। ସୂଚନାଯୋଗ୍ୟ ଯେ, ଚଳିତ ଲୋକସଭା ନିର୍ବାଚନରେ କଂଗ୍ରେସ ଏବଂ ଜେଡିଏସ୍‌କୁ ଗୋଟିଏ ଲେଖାଏଁ ଆସନ ମିଳିଥିବା ବେଳେ ବିଜେପିକୁ ୨୫ ଟି ଆସନ ମିଳିଥିଲା। ମୋଇଲୀ ବିଜେପିର ବି ଏନ୍‌ ନାଚେ ଗୌଡାଙ୍କ ନିକଟରୁ ୧ ଲକ୍ଷ ୮୨ ହଜାର ୧୧୦ ଭୋଟରେ ପରାସ୍ତ ହୋଇଥିଲେ।

alliance Congress jds thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ବିକଶିତ ଭାରତ -ଜୀ ରାମ ଜୀ ଶୀର୍ଷକ କର୍ମଶାଳା

August 1, 2026

୫୦୭୦ କୋଟିର ବ୍ୟୟ ଅଟକଳ ସହିତ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ସରୋବର ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରି

August 1, 2026

ଅଗଷ୍ଟ ୧ ତାରିଖ ରାଶିଫଳ: ଆଜି ତିନୋଟି ରାଶିର ଆର୍ଥିକ ଲାଭ ସମ୍ଭାବନା

August 1, 2026

କେବଳ ୬ ଖେଳାଳି ନିଶ୍ଚିତ!: ୨୦୨୭ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆରେ ମିଳିବ ସୁଯୋଗ

July 31, 2026
Latest News

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ବିକଶିତ ଭାରତ -ଜୀ ରାମ ଜୀ ଶୀର୍ଷକ କର୍ମଶାଳା

August 1, 2026

୨୦୩୦-୩୧ ପର୍ଯ୍ୟନ୍ତ ବଢ଼ିଲା ପିଏମ୍‌ କିଷାନ୍‌ ଯୋଜନାର ଅବଧି

August 1, 2026

୫୦୭୦ କୋଟିର ବ୍ୟୟ ଅଟକଳ ସହିତ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ସରୋବର ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରି

August 1, 2026

‘ମୋତେ ଏବଂ ମୋ ସ୍ୱର୍ଗତ ମାଆଙ୍କୁ ଗାଳି କରିଥିବା ପିଲାମାନଙ୍କୁ ମୁଁ କ୍ଷମା କରୁଛି’: ପ୍ରଧାନମନ୍ତ୍ରୀ ମୋଦି

August 1, 2026

ଅଗଷ୍ଟ ୧ ତାରିଖ ରାଶିଫଳ: ଆଜି ତିନୋଟି ରାଶିର ଆର୍ଥିକ ଲାଭ ସମ୍ଭାବନା

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.