ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ସହ ଜଡିତ ଅର୍ଥ ହେରେଫେରେ ମାମଲାରେ ମନୀଷ ସିସୋଦିଆଙ୍କୁ ଆଶ୍ଵସ୍ତି ମିଳିନାହିଁ। ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ କୋର୍ଟ ମେ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। Breaking News Delhi Excise Policy ed Lok Sabha Election Manish Sisodia pmla
ବିକଶିତ ଭାରତ ଲକ୍ଷ୍ୟ ହାସଲ ଲାଗି ଭାରତର ନାଗରିକଙ୍କ ସ୍ୱାସ୍ଥ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ଡକ୍ଟର ଜିତେନ୍ଦ୍ର ସିଂNovember 13, 2025